Jyotish Shastra- ମହାଦେବ ଙ୍କୁ ସବୁବେଳେ ଭଲ ଲାଗେ ଏହି 2 ଟି ରାଶି, ଦୁନିଆର ସବୁଠାରୁ କୋଟିପତି ରାଶି

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଦେଵ ଦେଵ ମହାଦେବ ଯେତେ ଜଲଦି ପ୍ରସନ୍ନ ହୋଇଥାନ୍ତି ସେତେ ଜଲଦି ହିଁ କ୍ରୋ-ଧି-ତ ମଧ୍ୟ ହୋଇ ଯାଇଥାନ୍ତି । କିନ୍ତୁ ସେ ତାଙ୍କ ଭକ୍ତ ମାନଙ୍କ ଉପରେ ଖୁବ ପ୍ରସନ୍ନ ରହିଥାନ୍ତି । ଯିଏ ତାଙ୍କୁ ସତ ମନରୁ ଡାକିଥାଏ ଏବଂ ତାଙ୍କର ପୂଜା କରିଥାଏ ତାଙ୍କ ଉପରେ ମହାଦେବ ଙ୍କର କୃପା ସର୍ବଦା ରହିଥାଏ ।

ଏହି ରାଶି ର ଲୋକମାନେ ମହାଦେବଙ୍କର ଅଂଶ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ଭଲ ସ୍ଵଭାଵ ର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଭଲ ବୁଦ୍ଧି ଏବଂ ଜ୍ଞାନର ସଞ୍ଚାର ହୋଇଥାଏ ଯାହା ଫଳରେ କି ତାଙ୍କୁ ମହାଦେବ ଙ୍କର ଅଂଶ ବୋଲି କୁହାଯାଇଥାଏ । ଏମାନଙ୍କ ମନ ବହୁତ ସରଳ ଏବଂ ନମ୍ର ହୋଇଥାଏ । ତାଙ୍କ ମଧ୍ୟରେ ଦୁଃଖିଜନ ଙ୍କୁ ସାହାଯ୍ୟ କରିବାର ଇଚ୍ଛା ଭରି ରହିଥାଏ । ଏମାନେ ସମସ୍ତଙ୍କୁ ଖୁସି ରେ ରଖିଥାନ୍ତି ।

ଏହି ରାଶି ର ଲୋକମାନଙ୍କୁ ଏଥିପାଇଁ ମହାଦେବ ଙ୍କର ଅଂଶ ବୋଲି କୁହାଯାଏ କାରଣ ଏମାନେ ବହୁତ ନିର୍ଭୟ ହୋଇଥାନ୍ତି । ସେମାନେ ସବୁ କାମ କୁ ନିର୍ଭୟ ର ସହ ସାମ୍ନା କରିଥାନ୍ତି । ଏହି ଲୋକମାନଙ୍କ ଉପରେ ମହାଦେବ ସବୁବେଳେ କୃପା କରିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଵିଷୟରେ । ବନ୍ଧୁଗଣ ଦୀର୍ଘ ୫୦୦ ବର୍ଷ ପରେ ଏକ ବିରାଟ ପରିବର୍ତ୍ତନ ଘଟିବାକୁ ଯାଉଛି । ଯାହା ଦ୍ୱାରା ଏହି ଦୁଇଟି ରାଶି ର ବ୍ୟକ୍ତି ବିଶେଷ ଙ୍କୁ ପ୍ରଚୁର ଲାଭ ମିଳିବ ।

ଏହି ଦୁଇ ରାଶି ର ଭାଗ୍ୟ ବର୍ତ୍ତମାନ ସମୟ ରେ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ଆପଣ ଏହି ସମୟ ରେ ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ ସେଥିରେ ଆପଣଂକୁ ସଫଳତା ମିଳିବ । ଆପଣ ଏହି ଦିନ ରେ ସଫଳତା ର ଶୀର୍ଷ ରେ ପହଁଚି ପାରିବେ । ଆପଣଙ୍କ ର ସମାଜ ରେ ମାନ ସମ୍ମାନ ବୃଦ୍ଧି ହେବ । ଲୋକମାନେ ଆପଣଂକୁ ସବୁବେଳେ ସମ୍ମାନ କରିବେ । ଆପଣଙ୍କ ର ପାରିବାରିକ ଜୀବନ ବହୁତ ଖୁସି ରେ କଟିବ । ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିବ । ଆପଣଙ୍କ ଘରେ ପୂର୍ବରୁ ଲାଗି ରହିଥିବା ପାରିବାରିକ ଅଶାନ୍ତି ର ସମାପ୍ତ ହେବ ।

ଆପଣ ଯଦି ଏହି ସମୟ ରେ କିଛି ନୂଆ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଆରମ୍ଭ କରନ୍ତୁ । ଏହି ସମୟ ରେ ଭଗବାନ ଶିବ ଶଙ୍କର ଆପଣଙ୍କ ସହିତ ଅଛନ୍ତି । ତେଣୁ ଆପଣ ଯାହା କିଛି ଭାବୁଛନ୍ତି ତାହାକୁ କାର୍ଯ୍ୟ ରେ ପରିଣତ କରନ୍ତୁ । ଏହି ସମୟ ଟି ଆପଣଙ୍କ ର ପ୍ରେମ ଜୀବନ ପାଇଁ ବହୁତ ଭଲ ରହିବ । ଯଦି ଆପଣ କାହାକୁ ନିଜର ମନ କଥା କହିପାରୁନାହାନ୍ତି ତେବେ ଏହି ସମୟ ରେ ଆପଣ କହିପାରିବେ ଓ ଆପଣଂକୁ ମଧ୍ୟ ଆପଣଙ୍କ ମନ ଅନୁସାରେ ଉତ୍ତର ମିଳିବ । ପ୍ରେମୀଯୁଗଳ ଙ୍କ ମଧ୍ୟ ରେ ଭଲ ବୁଝାମଣା ରହିବ ।

ଯେଉଁ ମାନଙ୍କ ର ବିବାହ ହୋଇପାରୁନାହିଁ ସେମାନଙ୍କୁ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ ଏହି ସମୟ ମଧ୍ୟରେ ତାଙ୍କର ବିବାହ ଠିକ ହୋଇଯିବ । ବୈବାହିକ ଜୀବନ ବହୁତ ସୁଖ ଶାନ୍ତି ରେ କଟିବ । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ମତଭେଦ ହେବା ଦେଖାଯିବ ନାହିଁ । ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଟି ବହୁତ ଭଲ ରହିବ । ଛାତ୍ରଛାତ୍ରୀ ମାନେ ସମସ୍ତ ପ୍ରକାର ପ୍ରତିଦ୍ୱନ୍ଦିତା ମୁଳକ ପରୀକ୍ଷା ରେ ଅତି ସହଜ ରେ ଉତ୍ତୀର୍ଣ୍ଣ ହେବେ । ତେବେ ବନ୍ଧୁଗଣ ଆମେ ଯେଉଁ ରାଶି ଵିଷୟ ରେ ଏତେ କଥା ଆଲୋଚନା କରୁଛୁ ସେହି ରାଶି ଦୁଇଟି ହେଲା-ସିଂହ ରାଶି ଓ କୁମ୍ଭ ରାଶି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *