ଡାଇବେଟିସ 380 ହେଉ ବା 480 ହେଉ, ବହୁବର୍ଷ ପୁରୁଣା ହେଲେବି କେବେଳ 7 ଦିନରେ ଶେଷ ହେବ(Healthy Tips)

ଆଜିକାଲି ପ୍ରାୟତ ସମସ୍ତଙ୍କ ଘରେ ଡାଇବେଟିସ ସମସ୍ଯା ଦେଖା ଯାଉଛି । ଯାହା ଫଳରେ ଲୋକ ମାନେ ମେଡ଼ିସିନ ଠାରୁ ଆରମ୍ଭ କରି ଇନସୁଲିନ ମଧ୍ୟ ନେଉଛନ୍ତି । ମଧୁମେହ ଏକ ଗମ୍ଭୀର ହୋଇଯାଇଛି । ମଧୁମେହ ରୋଗ ହେଲେ ଶରୀରକୁ ଧୀରେ ଧୀରେ ଭିତରୁ ଫମ୍ପା କରି ଦିଏ । ଭାରତର ପ୍ରଯତ ୭ କୋଟି ଲୋକ ଡାଇବେଟିସରେ ଗ୍ରାସିତ ଅଟନ୍ତି । ଡାଇବେଟିସ ହେଲେ କେଶ ଝଡିବା, ଆଖି ରୋଗ, ସ୍କିନ ଖରାପ ହେବା, କିଡନି ଖରାପ ହେବା ଭଳି ସମସ୍ଯା ଦେଖାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାଢା ବିଷୟରେ କହିବାକୁ ଯାହା ସୁଗାର ୩୮୦ ହେଉ ବା ୪୮୦ ହେଉ ମାତ୍ର ୭ ଦିନରେ ନିୟନ୍ତ୍ରଣ ହେବ ।

ଏହି କାଢା ତିଆରି କରିବା ପାଇଁ ଏକ ପାତ୍ର ରେ ଦୁଇ ଗ୍ଳାସ ପାଣି ନିଅନ୍ତୁ । ଏଥିରେ ଏକ ଚ୍ମାଚ ମେଥି ଦାନା ପକାନ୍ତୁ । ମେଥି ରେ ଦୁଇ ପ୍ରକାରର ଫାଇଭର ରହିବା ସହ ମେଥି ଦାନା ଇନସୁଲିନ ର ସେନ୍ସଟିଭିଟି କୁ ବଢାଇ ଥାଏ । ଦ୍ଵିତୀୟ ରେ ପଣି ରେ ଆଡ କରନ୍ତୁ ଭୃସଙ୍ଗ ପତ୍ର ଯାହା ଶରୀର ଇନସୁଲିନ ର ସେନ୍ସଟିଭିଟି କୁ ବଢାଇ ଥାଏ । ଯାହା ଦ୍ଵାରା ସୁଗାର ଲେବଲ ନିୟନ୍ତ୍ରଣ ରେ ରହିଥାଏ ।

୧୫ରୁ ୨୦ ଟି ପାତ୍ର ଭୃଶଙ୍ଗ ପତ୍ର ପାଣିରେ ମିଶାନ୍ତୁ । ଏହା ପରେ ଅଦା ଯାହା ମେଟାବୋଲିଜିମ କୁ ହାଏ କରିଥାଏ । ଏହା ସହ ଅଦା ସୁଗାର ଲେବଲ କୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ । ଅଦା ଏକ ନ୍ଯାଚୁରାଲ ପେନକ୍ଲିୟର ଭଳି କାମ କରିଥାଏ । ଡାଇବେଟିସ କାରଣରୁ ଯଦି ଆପଣଙ୍କର ମସଲ ପେନ ହେଉଥାଏ ତେବେ ଅଦା ବହୁତ ଲାଭଦାୟକ ହୋଇଥାଏ ।

ଏହା ପରେ ଆପଣି ରେ ମିଶାନ୍ତି ଅଳ୍ପ ମାତ୍ରା ରେ ଡାଲଚିନି ପାଉଡର । ଆୟୁର୍ବେଦିକ ରେ ଡାଲଚିନି ପାଉଡର ଡାଇବେଟିସ ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଉପଚାର ଅଟେ । ଏବେ ଆପଣ ଏହି ପଣି କୁ ସେତେ ଯାଏଁ ଫୁଟନ୍ତୁ ଯେବେ ଯାଏଁ ଏହା ଅଧା ନ ହୋଇଛି । ୫ରୁ ୬ ମିନିଟ ଯାଏଁ ଏହି ପଣି ପ୍ରସ୍ତୁତ ହୋଇଯିବ । ଏହା ପରେ ଏହି ପଣି କୁ ଏକ ପାତ୍ର କୁ ଛାଣି ଦିଅନ୍ତୁ ।

ସକାଳୁ ଖାଲି ପେଟରେ ଆପଣ ଏହାର ସେବନ କରନ୍ତୁ । ଏହି ପାଣି ର ସେବନ କରିବାର ଅଧ ଘଣ୍ଟା ପରେ ବ୍ରେକଫାଷ୍ଟ ଖାଇ ପାରିବେ । ଏହି କାଢା ରେ ଚିନୀ, ମହୁ ବା ଗୁଡ ମିଶାଇବେ ନାହି । ଏହି ଦେଶୀ କାଢା ସୁଗାର ଲେବଲ କୁ ନିୟନ୍ତ୍ରଣ କରିବାରେ ଏକ ବହୁତ ପରୀକ୍ଷିତ ଉପଚାର ଅଟେ । ଏହା ସହ ଶରୀରର ଇମ୍ୟୁନିଟି ପାୱାର ବଢିବାରେ ମଧ୍ୟ ସହାୟକ ହୋଇଥାଏ ଏହି କାଢା ।

ପାଚନ କ୍ରିୟା, କୋଲେଷ୍ଟ୍ରୋଲ, ମୋଟାପଣ କମ କରିବାରେ ମଧ୍ୟ ସହାୟକ ହୋଇଥାଏ । ୭ରୁ ୮ ଦିନ ଏହାର ସେବନ କରନ୍ତୁ ଦେଖିବେ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *