ସ୍ତ୍ରୀ ସହ ସର୍ବଦା ଝଗଡା କରନ୍ତି ଏହି 4ଟି ନାମର ପୁରୁଷ- Jyotisha Shastra

ଦୁନିଆରେ ଏମିତି ବିବାହିତ ଦମ୍ପତି ଅଛନ୍ତି ଯେଉଁ ମାନଙ୍କର କେବେ ବି ଝଗଡା ହୋଇ ନାହି । ପ୍ରତେକ ବିବାହିତାଙ୍କ ଜୀବନରେ କେବେ କେବେ ଏମିତି ସ୍ଥିତି ଆସିଥାଏ ଯାହା ପାଇଁ ତାଙ୍କର ନିଜ ଜୀବନ ସାଥିଙ୍କ ସହ ଝଗଡା ହୋଇଥାଏ । କିନ୍ତୁ ଅନ୍ତର ଏତିକି ହୋଇଥାଏ କି କିଛି ଲୋକଙ୍କର ଝଗଡା ବେଳେବେଳେ ହୋଇଥାଏ ତ ଆଉ କିଛି ଲୋକଙ୍କର ସବୁବେଳେ ଝଗଡା ହୋଇଥାଏ । ଏହି ଝଗଡାର କାରଣ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରୁ କେହି ବି ହୋଇପାରେ । ଆଜି ଆମେ ଆପଣଙ୍କୁ ଏମିତି ୪ଟି ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିନା କାରଣରେ ସ୍ତ୍ରୀ ସହ ସର୍ବଦା ଝଗଡା କରିଥାନ୍ତି ।

୧- C ଆମର ପୁରୁଷମାନେ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ରାଗି ସ୍ଵଭାବର ହୋଇଥାନ୍ତି । ଏମାନେ କଥା କଥାରେ ରାଗି ଯାଇଥାନ୍ତି । ଏମାନେ ନିଜ ରାଗକୁ କଣ୍ଟ୍ରୋଲ ନ କରିବା କାରଣରୁ ନିଜ ସ୍ତ୍ରୀ ସହ ଅନେକ ସମୟରେ ଝାଡା ହୋଇଥାଏ । ଅନେକ ସମୟରେ ଏମାନଙ୍କର ଝଗଡା ଏତେ ବଢିଯାଏ କି ସ୍ଵାମୀ ସ୍ତ୍ରୀ ଅନେକ ଦିନ ଯାଏଁ ପରସ୍ପର ସହ କଥା ହୁଅନ୍ତି ନାହି ।

୨- L ନାମର ପୁରୁଷ ମାନେ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସର୍ବଦା ନିଜ ମନ ମୁତାବକ କାମ କରିଥାନ୍ତି । ଏମାନଙ୍କ ପାଇଁ ଯାହା ଠିକ ହୋଇଥାଏ ସେମାନେ ସେହି କଥାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏମାନେ ଅନ୍ୟ ମାନଙ୍କର ସମ୍ମାନ କେବେ କରନ୍ତି ନାହି । ଏହି କାରଣ ପାଇଁ ଏମାନଙ୍କର ନିଜ ସ୍ତ୍ରୀ ଙ୍କ ସହ ଝଗଡା ହୋଇଥାଏ । ଏମାନଙ୍କ ଠାରେ ଧର୍ଯ୍ୟ ବହୁତ କମ ରହିଥାଏ । ଯଦି ଏମାନଙ୍କର ସ୍ତ୍ରୀଙ୍କ ତରଫରୁ କୌଣସି କାମରେ ବିଳମ୍ବ ହୋଇଯାଏ ଏମାନେ ବହୁତ ରାଗି ଯାଇଥାନ୍ତି ।

୩- P ନାମର ପୁରୁଷ ମାନେ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ କେବେ ବି କାହାର କଥାରେ ସହମତ ହୁଅନ୍ତି ନାହି । ଏମାନେ ନିଜ ଇଚ୍ଛା ଅନୁଯାୟୀ କାମ କରିବାକୁ ଫାନ୍ଦ କରିଥାନ୍ତି । ଏମାନଙ୍କୁ ଲାଗିଥାଏ ଏମାନଙ୍କ ସ୍ତ୍ରୀ କିଛି ଜାଣି ନାହି ବା ତାଙ୍କ ଠାରେ ବୁଦ୍ଧି ଅଧିକ ନାହି । ଏମାନେ ପ୍ରମୁଖ କାମରେ ଉପଦେଶ ବହୁତ କାମ ନେଇଥାନ୍ତି ଓ ନିଜେ ଶେଷ ନିସ୍ପତି ନେଇଥାନ୍ତି । ଏହି କାରଣରୁ ଏମାନଙ୍କ ସ୍ତ୍ରୀଙ୍କୁ ରାଗ ଆସିଥାଏ ଯାହା ଝଗଡାର କାରଣ ହୋଇଥାଏ ।

୪- V ନାମର ପୁରୁଷମାନେ : ଯେଉଁ ପୁରୁଷ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଘରେ ନିଜକୁ ମୁଖିଆ ମାନିଥାନ୍ତି ଓ ସ୍ତ୍ରୀଙ୍କୁ ନଜର ଅନ୍ଦାଜ କରିଥାନ୍ତି । କୌଣସି ନିସ୍ପତି ନେବା ପୂର୍ବରୁ ସ୍ତ୍ରୀଙ୍କୁ ପଚାରିବା ଜରୁରୀ ମାନେ କରନ୍ତି ନାହି । ସ୍ତ୍ରୀ ଏମାନଙ୍କର କୌଣସି କାମରେ ପ୍ରତିବାଦ କରିଲେ ଏମାନେ ରାଗି ଯାଇଥାନ୍ତି । ଯାହା କାରଣରୁ ଦୁହିଙ୍କ ଭିତରେ ଝଗଡା ଅଧିକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *