ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଦେଖିବା ପାଇଁ ଯିବା । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପଢୀଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି ।
ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।
୧- ଓଡିଶାର କ୍ଷୁଦ୍ରତମ ଜିଲ୍ଲା କିଏ ?
ଉତ୍ତର- ଜଗତସିଂପୁର
୨- ସର୍ବାଧିକ ବୃଷ୍ଟିପାତ ଅଞ୍ଚଳ କିଏ ?
ଉତ୍ତର- ଭଦ୍ରକ
୩- ଓଡିଶାରେ ବୃହତ୍ତମ ପର୍ବ ର ନାମ କଣ ?
ଉତ୍ତର- ରଜ ଓ ଦଶହରା ପର୍ବ
୪- ଓଡିଶାର ବୃହତ୍ତମ ଜିଲ୍ଲା ର ନାମ କଣ ?
ଉତ୍ତର- ଗଞ୍ଜାମ
୫- ଓଡିଶାରେ ବୃହତ୍ତମ ଉଷ୍ମ ପ୍ରସବନ କଣ ?
ଉତ୍ତର- ଅଟ୍ରୀ ବା ବାଘମାରୀ ଖୋର୍ଦ୍ଧା
୬- ଓଡିଶାରେ ବୃହତ୍ତମ ଜିଲ୍ଲା ଆୟତନ ତୁଳନାରେ କେତେ ?
ଉତ୍ତର- ମୟୂରଭଞ୍ଜ
୭- ଓଡିଶାର ବଡ ସହର କିଏ କିଏ ?
ଉତ୍ତର- କଟକ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଇ ବାଲେଶ୍ଵର
୮- ଓଡିଶାରେ ବୃହତ୍ତମ ଦୁଗ୍ଧ ଶୀତଳକରଣୀ କେନ୍ଦ୍ର କେଉଁଠି ରହିଛି ?
ଉତ୍ତର- ପାଇକମାର ବରଗଡ
୯- ବିଜୁ ଜନତା ଦଳ ଏହାର ସଭାପତି କିଏ ଅଟନ୍ତି ?
ଉତ୍ତର- ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ
୧୦- ଛତ୍ରପତି ଶିବାଜି ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁ ଠାରେ ଅବସ୍ଥିତ ଅଟେ ?
ଉତ୍ତର- ମୁମ୍ବାଇ
୧୧- ଏନୋର ଥରମାଲ ପୋୱେର ଷ୍ଟେସନ କେଉଁ ଠାରେ ଅବସ୍ଥିତ ଅଟେ ?
ଉତ୍ତର- ତାମିଲନାଡୁ
୧୨- ଗଙ୍ଗା ନଦୀର ଉଚ୍ଚତା କେତେ ?
ଉତ୍ତର- ୮୩୮୪ ମିଟର
୧୩- କାଞ୍ଚନ ଜଙ୍ଗା ଶୃଙ୍ଗ ରେ ଉଚ୍ଚତା କେତେ ?
ଉତ୍ତର- ୮୫୩୫ ମିଟର
୧୪- ଭାରତର ଜାତୀୟ ଆନ୍ଦୋଳନ କାହାକୁ କୁହାଯାଏ ?
ଉତ୍ତର- ଭାରତଛାଡ ଆନ୍ଦୋଳନ
୧୫- ଜାତୀୟ ବୃକ୍ଷ କାହାକୁ କୁହାଯାଏ ?
ଉତ୍ତର- ଅସ୍ବତଥ
୧୬- ଯଦି ତୁମକୁ ୧୦ ଟଙ୍କା ଦିଆଯାଏ ଏମିତି କଣ କିଣିବେ ଯେଉଁଥି ରେ ଘର ଫୁଲ ହୋଇଯିବ ?
ଉତ୍ତର- ମହମବତୀ, କାରଣ ମହମବତୀକୁ ଜଳାଇ ଥୋଇଲେ ଘର ଆଲୋକରେ ଫୁଲ ହୋଇଯାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।