ହନୁମାନଙ୍କ ଏହି ଗୁପ୍ତ ମହାମନ୍ତ୍ର, ମାତ୍ର ଥରେ ସକାଳେ କହିଦିୟନ୍ତୁ, ତୁରନ୍ତ ହେବ ଚମତ୍କାର… ଯାହା ଚାହିଁବେ ତାହା ପାଇବେ

ନମସ୍କାର ବନ୍ଧୁଗଣ, ସଙ୍କଟ ମୋଚନ ହନୁମାନ ହେଉଛନ୍ତି ରାମଙ୍କ ପରମ ଭକ୍ତ । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ହନୁମାନ ଚାଳିଶା ସମସ୍ତେ ପାଠ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ହନୁମାନଙ୍କର କିଛି ଗୁପ୍ତ ମନ୍ତ୍ର ଯାହାକୁ ସକାଳେ ପାଠ କରିବା ଫଳରେ ଆପଣଙ୍କ ଜୀବନରେ ହେବ ଚମତ୍କାର । ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ସମସ୍ତ କଷ୍ଟ ଆପଣଙ୍କ ଜୀବନରୁ ଦୂରେଇ ଯିବ । ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ରଗୁଡିକ ବିଷୟରେ ।

ହନୁମାନଙ୍କ ଏହି ମନ୍ତ୍ର କାହିଁକି ଏତେ ଚମତ୍କାରୀ ହେଲା ଜାଣନ୍ତୁ, ଯେବେ ଭଗବାନ ଇନ୍ଦ୍ରଙ୍କ ବ୍ରଜ ଦ୍ଵାରା ହନୁ ମୁଚ୍ଛା ହୋଇଗଲେ ସେତେବେଳେ ତାଙ୍କ ପିତା ରାଗରେ ବାୟୁ ରୋକିଦେଲେ । ଏହାପରେ ସମସ୍ତ ଦେବା ଦେବୀ ସେଠାକୁ ଆସି କେତେ କଣ ବରଦାନ ଦେଲେ ହନୁମାନଙ୍କୁ ।ବ୍ରହ୍ମା ବରଦାନ ଦେଲେ କି ଏହି ବାଳକକୁ କାହାର ବ୍ରହ୍ମ ଅବିଶାପ ଲାଗିବ ନାହିଁ ।

ଇନ୍ଦ୍ର ଦେବା ବରଦାନ ଦେଲେ କି ତାଙ୍କର ବ୍ରଜ ହନୁମାନଙ୍କ ଉପରେ ଆଉ କୌଣସି କ୍ଷତି ପହଞ୍ଚାଇବ ନାହିଁ । ଏବଂ ସୂର୍ୟ ଦେବ ବରଦାନରେ ହନୁମାନଙ୍କୁ ତେଜ ପ୍ରଦାନ କରିଥିଲେ । ଯମରାଜଙ୍କ ବରଦାନ ଥିଲା କି ହନୁମାନ ସବୁବେଳେ ନିରୋଗୀ ରହିବେ । ଏହିସବୁ ବାର ପ୍ରାପ୍ତ କରିବା ପରେ ହନୁମାନ କଳିଯୁଗର ପୂଜନୀୟ ଦେବତା ରୂପେ ଆସିଗଲେ ।

ହନୁମାନ ଚାଳିଶା ପାଠ ଦ୍ଵାରା ମଧ୍ୟ ଜୀବନର ସମସ୍ତ କଷ୍ଟ ଦୂର ହୁଏ । କିନ୍ତୁ ଯଦି ଆପଣ ସମ୍ପୂର୍ଣ ହନୁମାନ ଚାଳିଶା ପଢିପାରୁନାହାନ୍ତି ତେବେ ହନୁମାନ ଚାଳିଶାର ଏହି 5ଟି ମନ୍ତ୍ରକୁ ଠିକ ଭାବେ ଉଚାରଣ କରି ପଢନ୍ତୁ । ସେହି ପାଞ୍ଚଟି ମନ୍ତ୍ର ମଧ୍ୟରୁ ପ୍ରଥମ: ଭୁତ ପିଶାଚ ନିକଟ ନେହିଂ ଆବେ ମହାବୀର ଜବ ନାମ ସୁନାବେ ।

ଦିତୀୟ: ନାଶୈ ରୋଗ  ହରେ ସବ ପିରା ଜପତେ ନିରନ୍ତର ହନୁମାନ ବିରା । ତୃତୀୟ: ଅଷ୍ଟସିଦ୍ଧି ନବସିଦ୍ଧି କେ ଦାତା ଅସବର ଦିନ ଜାନକୀ ମାତା । ଚତୁର୍ଥ: ବିଦ୍ୟାବାନ ଗୁନି ଅତି ଚାତୁର ରାମକାଜ କରିବେ କୋ ଆତୁର । ପଞ୍ଚମ: ଭିମ ରୁପ ଧରି ଅସୁର ସଂହାରେ ରାମଚନ୍ଦ୍ର । ଯଦି ଆପଣ ନିଜ ଜୀବନରେ ଖୁସିର ଆଗମନ ଚାହୁଁଛନ୍ତି ଏବଂ ନିଜ ଜୀବନରୁ ଶତୃଙ୍କ ବିନାଶ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ମନ୍ତ୍ରକୁ ସକାଳେ ୧୦୮ଥର ଜପ କରନ୍ତୁ ।

ତେବେ ବନ୍ଧୁଗଣ ଏହା ଥିଲା ହନୁମାନଙ୍କ ଗୁପ୍ତ ମନ୍ତ୍ର । ଯଦି ଆପଣ ଜପିବେ ତେବେ ଆପଣଙ୍କୁ ନିଜ ଜୀବନରେ କେବେ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡିବାନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *