ଧନତେରସ ଦିନ – ଘରକୁ ଆଣନ୍ତୁ ଏହି ୫ଟି ଜିନିଷ | ଟଙ୍କାର ବର୍ଷା ହେବ

ବନ୍ଧୁଗଣ ନମସ୍କାର । ଆଜି ଆମେ ଆପଣ ମାନଙ୍କୁ କହିବୁ ଧନ୍ତରସ ରେ କେଉଁ ୫ ଟି ଜିନିଷ ଆଣିଲେ ଆପଣଙ୍କ ଘରେ ସୁଖ ଓ ଶାନ୍ତି ଲାଗି ରହିବ । ବନ୍ଧୁଗଣ ଦୀପାବଳି ଦିନ ଆମେ ଘରକୁ ଧନ ଓ ସୁଖ ଶାନ୍ତି ଆସିବା ପାଇଁ ଆମେ ମତ ଲକ୍ଷ୍ମୀ ଙ୍କୁ ପୂଜା କରିଥାଉ । ଦୀପାବଳିର ୨ ଦିନ ପୂର୍ବରୁ ଧନତରସ ପଡିଥାୟ ଏହି ୨ଦିନ ଠାରୁ ଦୀପାବଳି ଆରମ୍ଭ ହୋଇଥାୟ । ଶାସ୍ତ୍ର ରେ ଲେଖାଅଛି ସମୁଦ୍ର ମନ୍ଥନ ବେଳେ ଧନତରସ ଦିନ ଭଗବାନ ଧନତ୍ଵରୀ ନିଜ ସହ ଅମବୃତ ର କଳସ ଓ ଆୟରବେଦି ନେଇଆସିଥିଲେ ।

ବନ୍ଧୁଗଣ ଆମେ ଜାଣିଛୁ ଧନତରସ ଦିନ କିଛି କିଣା କିଣି କଲେ ବହୁତ ଶୁଭ ହୋଇଥାୟ । ଓ ଦୀପାବଳିରେ ବ୍ୟବହାର ହଉଥିବା ସାମଗ୍ରୀ ମଧ୍ୟ କିଣା କିଣି ହୋଇଥାୟ । କିନ୍ତୁ ଆଜି ଆମେ କହିବୁ କେଉଁ ଜିନିଷ କିଣିଲେ ଘରେ ମାତା ଲକ୍ଷ୍ମୀଙ୍କ କୃପା ସବୁଦିନ ରହିବ । ବନ୍ଧୁଗଣ ଯଦି ଆପଣ ଧନ ସମ୍ବଧୀୟ କୌଣସି ଜିନିଷର ଅଭାବ ହଉଛନ୍ତି ତାହାଲେ ଆପଣ ଏହି ଧନତରସ ଦିନ ଏହି ୫ ଟି ଜିନିଷ କିଣି ଆଣନ୍ତୁ ଦେଖିବେ ଆପଣଙ୍କ ଘରେ କେବେବି ଧନ ର ଅଭାବ ହେବାନହି । ବନ୍ଧୁଗଣ ଏବେ ଜାଣିବା ସେହି ୫ଟି ଜିନିଷ କଣ ଅଟେ । ପ୍ରଥମରେ ହେଉଛି ଆପଣ କିଛି ପିତଳ ପାତ୍ର କିଣନ୍ତୁ କାରଣ ଏହି ପିତଳ ପତ୍ରରେ ସମୁଦ୍ର ମନ୍ଥନ ବେଳେ ଧନତ୍ଵରୀ ଏହି ପିତଳ ପାତ୍ରରେ ଅମବୃତ ନେଇଆସିଥିଲେ ।

ତେଣୁ ଧନତର୍ଷ ଦିନ ପିତଳ ପତ୍ର କିଣିଲେ ଶୁଭ ହୋଇଥାୟ । ଦୁତୀୟରେ ହେଲା ଚାନ୍ଦି: ଚାନ୍ଦି ଚନ୍ଦ୍ରମାଙ୍କ ଧାତୁ ହେଇଥିବାରୁ ଧନତର୍ଷ ଦିନ ରୂପାର କିଛି ଜିନିଷ କିଣିଲେ ଆପଣଙ୍କ ଘରେ ଯଶ କୀର୍ତି ଓ ଧନ ର ବୃଦ୍ଧି ହୋଇଥାୟ । ତୃତୀୟ ରେ କଉଡି : ସମୁଦ୍ର ମନ୍ଥନ ବେଳେ ମାତା ଲକ୍ଷ୍ମୀଙ୍କ ସହିତ କଉଡି ପ୍ରକଟ ହୋଇଥିଲେ । ତେଣୁ ଆପଣ ଧନତରସ ଦିନ କଉଡି କିଣି ତାକୁ ଦୀପାବଳି ଦିନ ଆପଣ ପୂଜା କରନ୍ତୁ ଓ ସେହି କଉଡି କି ନେଇ ଆପଣ ସିନ୍ଦୁକରେ ଓ ଗଡରେଜ ରେ ରଖନ୍ତୁ ଦେଖିବେ ଆପଣଙ୍କ ଧନର କେବେ ଅଭାବ ହେବ ନାହି । ଚର୍ଥୁତରେ ହେଉଛି ଧନିଆ : ଧନତରସ ଦିନ ଆପଣ କିଛି ଧନିଆ କିଣି ଏହାକୁ ଦୀପାବଳି ଦିନ ଆପଣ ରୋପଣ କଲେ ଆପଣ ଦେଖିବେ ଆପଣଙ୍କର କେବେ ଧନ ହାନି ହେବେ ନାହି ।

ଆପଣ ବହୁତ ହସ ଖୁସି ଜୀବନ ଯାପନ କରିବେ । ଓ ଧନର ଅଭାବ କେବେ ହବ ନାହି । ପଞ୍ଚମରେ ହଉଛି ଭଗବାନଙ୍କ ମୂର୍ତି ଓ ଦୀପ : ଏହି ଦିନରେ ଆପଣ ଦୀପାବଳି ପାଇଁ ବଜାରରୁ ଭଗବାନ ଗଣେଶ , ମାତା ଲକ୍ଷ୍ମୀ ଓ ଦୀପ କିଣି ଆଣି ତାକୁ ଦୀପାବଳି ଦିନ ପୂଜା କରନ୍ତୁ ଓ ଦୀପ ଜାଲନ୍ତୁ ଦେଖିବେ ଆପଣଙ୍କର ଘରେ ସୁଖ ଶାନ୍ତି ଲାଗିରହିବ । ଓ ଆପଣଙ୍କର କେବେବି ଧନର ଅଭାବ ହେବ ନାହି ।

Leave a Reply

Your email address will not be published. Required fields are marked *