ଧନତେରସ ଦିନ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟେ ଛୋଟ ଜିନିଷ, କୋଟିପତି ହେବାରୁ କେହି ରୋକି ପାରିବେନି

ନମସ୍କାର ବନ୍ଧୁଗଣ, ଆମ ହୁନ୍ଦୁ ଧର୍ମରେ ଗାଈଙ୍କୁ ପୂଜା କରାଯାଏ । ତେଣୁ ଗୋମାତା ରୂପରେ ଆମ୍ଭେମାନେ ପୂଜା କରିଥାଉ । ଗାଈ ମା ଲକ୍ଷ୍ମୀଙ୍କ ସଦୃଶ ହୋଇଥାନ୍ତି । ସମସ୍ତ ଦେବା ଦେବୀ ଗୋମାତାଙ୍କ ଶରୀରରେ ବାସ କରିଥାନ୍ତି । ତେଣୁ ସମସ୍ତେ ନିଜ ଘରେ ଗୋମାତାଙ୍କର ପାଳନ କରିଥାନ୍ତି । ତେବେ ଧନ ତେରସ ପର୍ବର ବହୁତ ମାନ୍ୟତା ରହିଛି । ତେଣୁ ଏହି ଦିନ ଗୋମାତାଙ୍କୁ କେଉଁ ଖାଦ୍ୟ ଖାଇବାକୁ ଦେବାଦ୍ଵାର ହୋଇଥାଏ ଅତ୍ୟନ୍ତ ଶୁଭ ତାହା ଆସନ୍ତୁ ଜାଣିବା ।

ଏହି ବର୍ଷ ୨୩ ଅକ୍ଟୋବର ଦିନ ଧନ ତେରସ ପଡୁଅଛି । ଏହି ଦିନ ଗୋମାତାଙ୍କୁ ଦିଅନ୍ତୁ ଏହିସବୁ ଖାଇବା । ପ୍ରଥମ: ଧନ ତେରସ ଦିନ କୌଣସି ବ୍ୟକ୍ତି ଯଦି ଗୋମାତାଙ୍କୁ ଚାଉଳ ବା ରୁଟି ଖୁଆଇଦିଅନ୍ତି ତେବେ ଘରକୁ ଧନର ଧନର ଆଗମନ ହୋଇଥାଏ । ଦିତୀୟ: ଯଦି କୌଣସି ଧନ ତେରସ ବା ଦୀପାବଳି ଦିନ ଗାଈକୁ ଖସା ଲଡୁ ଖାଇବାକୁ ଦିଅନ୍ତି ତେବେ ଏହା ସମସ୍ତ ପାପକୁ ନଷ୍ଟ କରିଦେଇଥାଏ ।

ତୃତୀୟ: ଯେଉଁ ବ୍ୟକ୍ତି ଗାଈକୁ ୩ ମୁଠା ଗହମ ଖୁଆଇଥାନ୍ତି ସେମାନଙ୍କୁ ଧନବାନ ଗୁଣବାନ ସୁପୁତ୍ର ପ୍ରାପ୍ତ ହୋଇଥାଏ । ଚତୁର୍ଥ: ଧନ ତେରସ ଦିନ ଗୋମାତାଙ୍କୁ ଯଅ ଖାଇବାକୁ ଦିଅନ୍ତୁ । ଏହା କରିବା ଫଳରେ ଆପଣ ଆରୋଗ୍ୟ ଜୀବନ ଯାପନ କରିବେ । ପଞ୍ଚମ: ଯଦି କୌଣସି ବ୍ୟକ୍ତି ନିଜର ମନସ୍କାମନା ପୂରଣ କରିବାକୁ ଚାହୁଥାନ୍ତି ତେବେ ଧନ ତେରସ ଦିନ ପାଣିରେ ଚିନି ମିଶାଇ ଗୋଟେ ବାଲଟି ପାଣି ଗୋମାତାଙ୍କୁ ପିଇବାକୁ ଦିଅନ୍ତୁ । ଏହା ଫଳରେ ଆପଣ ସମସ୍ତ ରୋଗରୁ ମଧ୍ୟ ମୁକ୍ତ ହୋଇଯିବେ ।

ଷଷ୍ଠ: ଧନ ତେରସ ଦିନ ଗୋମାତାଙ୍କୁ ଆଖୁ ରସ ପିଆଇବା ଦ୍ଵାରା ସାଂସାରିକ ସୁଖ ମିଳିଥାଏ । ସପ୍ତମ: ଯଦି କୌଣସି ବ୍ୟକ୍ତି ଗୋମାତାଙ୍କୁ ମହୁ ଚଟାଇଥାନ୍ତି ବା ପିଆଇଥାନ୍ତି ଧନ ତେରସ ଦିନ ତେବେ ସେହି ବ୍ୟକ୍ତିଙ୍କୁ ଭୌତିକ ସୁଖ ପ୍ରାପ୍ତି ବା ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଅଷ୍ଟମ: ଧନ ତେରସ ଦିନ ଯଦି କୌଣସି ବ୍ୟକ୍ତି ଗୋମାତାଙ୍କୁ ବୁନ୍ଦି ଲଡ୍ଡୁ ଖାଇବାକୁ ଦିଅନ୍ତି ତେବେ ଏହାଦ୍ବାରା ଅନେକ ପୂଣ୍ୟ ମିଳିଥାଏ । ଏହି ମିଳିଥିବା ପୂଣ୍ୟ ଆପଣଙ୍କ ପାଖରେ କେବେ କ୍ଷୟ ହୁଏ ନାହିଁ । ନବମ; ଧନ ତେରସ ଦିନ ଯଦି କୌଣସି ବ୍ୟକ୍ତି ଗୁଡ ଏବଂ ଚଣା ଗାଈକୁ ଖାଇବାକୁ ଦିଅନ୍ତୁ । କାରଣ ଏହା ଗୋମାତାଙ୍କୁ ବହୁତ ଶୀଘ୍ର ପ୍ରସନ୍ନ କରିଥାଏ ଅନ୍ୟ ସମସ୍ତ ଖାଦ୍ୟ ଅପେକ୍ଷା ।

ଏହା ଫଳରେ ଜୀବନର ସମସ୍ତ ଦୁଖ କଷ୍ଟ ଦୂର ହୋଇଥାଏ । ଯେତେବାଡ ବିପଦ ଆସିଲେ ମଧ୍ୟ ସେଥିରୁ ଆପଣଙ୍କୁ ମୁକ୍ତି ମିଳଯାଇଥାଏ । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *