ଧନତେରସ(Dhanteras)ରେ ଘରକୁ ଆଣନ୍ତୁ ଏହି 1 ଜିନିଷ, ଏତେ ଧନ ବର୍ଷା ହେବ କି ସମ୍ଭାଳି ପାରିବେନି ଆପଣ

ନମସ୍କାର ବନ୍ଧୁଗଣ, ଘରେ ଧନର ବୃଦ୍ଧି ପାଇଁ ମଣିଷ ଅନେକ ପୂଜା ବିଧି କରିଥାଏ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ । ଭଗବାନଙ୍କ କିଛି ପ୍ରିୟା ଜିନିଷ ରହିଛି ଯାହାକୁ କି ଶୁଭ ଦିନରେ ନିଜ ଘରକୁ ଆଣିଲେ ଭଗବାନ ଆକର୍ଷିତ ହୋଇ ଆପଣଙ୍କ ଘରେ ତାଙ୍କର ଅଶେଷ କୃପା ଅଜାଡି ଦିଅନ୍ତି । ଏବଂ ଆପଣଙ୍କ ଜୀବନରେ କେବେ ମଧ୍ୟ ଦୁଖ ରୁହେ ନାହିଁ । ତେବେ ଆଜି ଆସନ୍ତୁ ଜାଣିବା ଧାନତେରସ ଦିନ କେଉଁ ସବୁ ଜିନିଷ ଆଣିବା ଫଳରେ ଘରକୁ ଧନର ଆଗମନ ହୋଇଥାଏ ।

ପ୍ରଥମ: ଏହି ଧନତେରସ ଦିନ ପିତ୍ତଳ ପାତ୍ରଟିଏ ଘରକୁ ନେଇ ଆସନ୍ତୁ । ସମୁଦ୍ର ମନ୍ତନ ବେଳେ ଧନତ୍ରି ପ୍ରଭୁ ପିତ୍ତଳ ପାତ୍ରରେ ଅମ୍ବୃତ ନେଇ ଆସିଥିଲେ ତେଣୁ ଏହି ଦିନ ପିତ୍ତଳ ପାତ୍ର କିଣିବା ଅତ୍ୟନ୍ତ ଶୁଭ ଫଳ ଦେବ । ଦିତୀୟ: ଚାନ୍ଦି ହେଉଛି ଚନ୍ଦ୍ରମାଙ୍କର ଧାତୁ । ତେଣୁ ଧନ ତେରସ ଦିନ ରୂପାର କୌଣସି ବସ୍ତୁ ଘରକୁ ଆଣନ୍ତୁ ।

ଏହିଦିନ ରୂପାର କୌଣସି ଜିନିଷ ଆଣିଲେ ଯଶ, କୀର୍ତ୍ତି ସମ୍ପତିରେ ଲାଭ ହୋଇଥାଏ । ଯଦି ଆପଣ ମା ଲକ୍ଷ୍ମୀ କିମ୍ବା ଗଣେଶ ବସିଥିବା ରୂପାର କଏନ ଟିଏ ଘରକୁ ଆଣନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ତୃତୀୟ: ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କ ସହିତ କଉଡି ପ୍ରକଟ ହୋଇଥିଲା । ତେଣୁ ଧନ ତେରସ ଦିନ କଉଡି କିଣି ତାହାକୁ ଦୀପାବଳି ଦିନ ନିଶ୍ଚୟ ପୂଜା କରନ୍ତୁ । ଏବଂ ପୂଜା କରିସାରିବା ପରେ ଏହାକୁ ନିଜ ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ।

ଆପଣ ଚାହିଁଲେ ନିଜ ପର୍ଶରେ ମଧ୍ୟ ରଖିପାରିବେ । ଏହାଫଳରେ ଆପଣଙ୍କର ଧନ ହାନି ହେବ ନାହିଁ । ଚତୁର୍ଥ: ଧନ ତେରସ ଦିନ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତି ଘରକୁ କିଣି ଆଣନ୍ତୁ । ଏହିଦିନ ମୂର୍ତ୍ତି କିଣିବା ଦ୍ଵାରା ଆପଣଙ୍କର ବହୁତ ଲାଭ ହୋଇଥାଏ । ଯାହା ଫଳରେ ବର୍ଷ ସାରା ଧନର କୌଣସି ଅଭାବ ରୁହେ ନାହିଁ । ପଞ୍ଚମ: କଟା ଧନିଆ କିଣି ଆଣନ୍ତୁ ଧନ ତେରସ ଦିନ ।

ଏହାଦ୍ଵାରା ମାତା ଲକ୍ଷ୍ମୀ ଘରକୁ ଆଗମନ ହୋଇଥାନ୍ତି । ଏହି ଗୋଟା ଧନିଆକୁ ଦୀପାବଳି ଦିନ ସନ୍ଧ୍ୟାରେ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ସାମ୍ନାରେ ରଖୀ ପୂଜା କରନ୍ତୁ ପୂଜା କରିସାରିବା ପରେ ସେହି ଗୋଟା ଧନିଆକୁ ଘରର ସବୁଆଡେ ଛିଞ୍ଚି ଦିଅନ୍ତୁ । ଏହା କରିବା ଫଳରେ ବର୍ଷ ସାରା ଆପଣ କେବେ ଧନର ଅଭାବ ଅନୁଭବ କରିବେ ନାହିଁ ।

ଧନ ହାନୀର କୌଣସି ଭୟ ଆପଣଙ୍କ ମନରେ ରହିବା ନାହିଁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଓ ଗଣେଶଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *