Interesting Gk: ସ୍ତ୍ରୀ କୁ ସର୍ବଦା ସ୍ଵାମୀର ପାଦ ଘଷିବା କାହିଁକି ଜରୁରୀ? ଏହା ସହ ଆହୁରି 22 Gk Quiz

ନମସ୍କାର ବନ୍ଧୁଗଣ, କିଛି ପ୍ରଶ୍ନର ଉତ୍ତର ଆମକୁ ଜଣାନଥାଏ ଯାହା ଫଳରେ କିଛି ଜାଗାରେ ଆମକୁ ଲଜ୍ଜିତ ହେବାକୁ ପଡିଥାଏ । ହେଲେ ଆଜି ପରଠୁ ଆପଣଙ୍କ ସହ ଏହା ହେବ ନାହିଁ । କାରଣ ଆମେ କିଛି ଏଭଳି ପ୍ରଶ୍ନ ଆପଣଙ୍କ ପାଇଁ ନେଇ ଆସିଛୁ ଯାହା ଆପଣଙ୍କ ଜ୍ଞାନ ବୃଦ୍ଧି କରିବ ଆପଣଙ୍କ ପିଲା ମାନଙ୍କ ପାଠ ପଢା ଓ ଚାକିରି କ୍ଷେତ୍ରରେ ସହାୟ ହେବ । ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ବିଷୟରେ ।

୧: କେଉଁ ଦେଶରେ ସବୁଠାରୁ ବେଶି ଏଟିଏମ ରହିଛି ? ଉତ୍ତର: ଭାରତ । ୨: ବିଶ୍ଵର ପ୍ରଥମ ମାଉଣ୍ଟ ଏଭରେଷ୍ଟ ଚଢିଥିବା ମହିଳାଙ୍କ ନାମ କଣ? ଉତ୍ତର: ଜାପାନର ଯୁଙ୍କୋ ତାବେ । ୩: କେଉଁ ଦେଶରେ ସବୁଠାରୁ ବେଶି କଳା ପିଲା ଜନ୍ମ ନିଅନ୍ତି ? ଉତ୍ତର: ୱେଷ୍ଟେନ୍ଡିଜ । ୪: ଭାରତର କେଉଁ ରାଜ୍ୟର ଲୋକ ସବୁଠାରୁ ବେଶି ପିଜା ଖାନ୍ତି ? ଉତ୍ତର: ଝାଡଖଣ୍ଡ ।

୫: ସବୁଠାରୁ ପ୍ରଥମେ ବଲ କେଉଁ ଦେଶରେ ତିଆରି ହେଇଥିଲା? ଉତ୍ତର: ଆମେରିକା । ୬: ସବୁଠାରୁ ଅଧିକ ଦିନ ବଞ୍ଚୁଥିବା ପ୍ରାଣିର ନାମ ? ଉତ୍ତର: କଇଁଛ । ୭: ସବୁଠାରୁ ଅଧିକ ମାଟିର ଘର କେଉଁ ଦେଶରେ ଅଛି? ଉତ୍ତର: ଭାରତ । ୮: କେଉଁ ଦେଶରେ କୁରକୁରି କୁ ବ୍ୟାନ କରାଯାଇଛି ? ଉତ୍ତର: ଇଟାଲୀ । ୯:ଭାରତର କେଉଁ ରାଜ୍ୟରେ ବାଉଁଶ ଚାଷ ବେଶି ହୁଏ ? ଉତ୍ତର: ବିହାର ।

୧୦: କେଉଁ ଦେଶରେ ସବୁଠାରୁ ବେଶି ଡିଆସିଲି ତିଆରି ହେଉଛି? ଉତ୍ତର: ଭାରତ । ୧୧: କେଉଁ ଦେଶରେ ହଜାର ଲୋକଙ୍କ ନାମ a b c d e ଅଟେ ? ଉତ୍ତର: ଆମେରିକା । ୧୨: କେଉଁ ବୃକ୍ଷ ଏକ ଦିନରେ ୩ଫୁଟ ବଢିଥାଏ ? ଉତ୍ତର: ବାଉଁସ । ୧୩: ବାସକେଟ ବଲରେ କେତେଜଣ ଖେଳାଳି ଥାନ୍ତି ? ଉତ୍ତର: ପାଞ୍ଚ ଜଣ । ସ୍ତ୍ରୀକୁ ପ୍ରତିଦିନ ସ୍ଵାମୀ ପାଦ ଚିପିବା କଣ ପାଇଁ ଜରୁରୀ ? ଉତ୍ତର: ଧନର ପ୍ରାପ୍ତି ।

୧୪: ମଶାକୁ ସବୁଠାରୁ ଅଧିକ କେଉଁ ରଙ୍ଗ ପସନ୍ଦ ଆସିଥାଏ ? ଉତ୍ତର: ନୀଳ ରଙ୍ଗ । ୧୫: ଦୁନିଆର କେଉଁ ଦେଶଟି ସବୁଠାରୁ ଅଧିକ ଅଳସୁଆ ଅଟେ ? ଉତ୍ତର: ଇଣ୍ଡୋନେସିଆ । ୧୬: କେଉଁ ପାସୁର ତିନୋଟି ପତା ଥାଏ ? ଉତ୍ତର: ଓଟ । ୧୭: ଚକୋଲେଟ ଖାଇଲେ କେଉଁ ଜୀବର ମୃତୁ ହୋଇଥାଏ ? ଉତ୍ତର: କୁକୁର । ୧୮: କେଉଁ ମିଠା ଫଳ ମଧ୍ୟରେ ବିଶ ରହିଥାଏ ? ଉତ୍ତର: ackee ନାମକ ଫଳରେ ।

୧୯: କେଉଁ ଜୀବ ଓଲଟା ଚାଲିପାରେ ନାହିଁ ? ଉତ୍ତର: କଙ୍ଗାରୁ । ୨୦: କେଉଁ ଜିନିଷ ଫତିଳେ ଶବ୍ଦ ହୁଏ ନାହିଁ ? ଉତ୍ତର: କ୍ଷୀର । ୨୧: କେଉଁ ଫଳକୁ ଫଳର ରାନୀ ବୋଲି କୁହାଯାଏ ? ଉତ୍ତର: ଲିଚୁ । ୨୨: ବିଶ୍ଵର ସବୁଠାରୁ ଛୋଟ ପକ୍ଷୀର ନାମ କଣ ? ଉତ୍ତର: ଗୁନଗୁନା ପକ୍ଷୀ । ୨୩: ପତ୍ନୀକୁ ସର୍ବଦା ପତିର ପାଦ ଘଷିବା କାହିଁକି ଜରୁରୀ? ଉତ୍ତର: ଏହା ପୌରଣିକ ଅଟେ, କାହିଁକି ନା ସ୍ବାମୀଙ୍କ ପାଦ ଶନି ଓ ସ୍ତ୍ରୀଙ୍କ ହାତରେ ଶୁକ୍ରଙ୍କ ପ୍ରଭାବ ରହିଥାଏ, ଯାହା ଫଳରେ ଶନି ଓ ଶୁକ୍ର ମିଶିଲେ ଧନର ଆଗମନ ହୁଏ । ସେଥିପାଇଁ ଦେବୀ ଲକ୍ଷ୍ମୀ ସର୍ବଦା ବିଷ୍ଣୁଙ୍କ ପାଦ ସେବାକରନ୍ତି ଓ ସେଥିପାଇଁ ସେ ଧନର ଦେବୀ ଅଟନ୍ତି । ତେବେ ବନ୍ଧୁଗଣ ଏହାଥିଲା କିଛି ଜାଣିନଥିବା ପ୍ରଶ୍ନର ଉତ୍ତର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *