ଧନୁ ରାଶି ଓ ବୃଷ ରାଶି ମଧ୍ୟରେ କିଏ 2023 ରେ କିଏ ଅଧିକ ଧନୀ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ବୃଷ ଓ ଧନୁ ରାଶି ମଧ୍ୟରୁ କିଏ ସବୁଠାରୁ ଅଧିକ ଧନୀ । ଏହି ୨ଟି ରାଶିଙ୍କ ମଧ୍ୟରୁ କେଉଁ ରାଶି ଧନବାନ, ଏମାନଙ୍କର ଭବିଷ୍ୟତ କିପରି ରହିଥାଏ, ଏମାନେ ଜୀବନରେ କେବେ ଉନ୍ନତି କରିବେ ସେସବୁ ବିଷୟରେ ଆସନ୍ତୁ ବିସ୍ତାର ଭାବେ ଜାଣିବା । ତେବେ ପ୍ରଥମେ ଆସନ୍ତୁ ଜାଣିବା ବୃଷ ରାଶି ବିଷୟରେ । ବୃଷ ରାଶିର ସ୍ଵାମୀ ଶୁକ୍ରଦେବ ଅଟନ୍ତି । ଶୁକ୍ର କଳା, ସୁଖ ସୁବିଧାର କାରକ ହୋଇଥାନ୍ତି । ଏହି ରାଶିର ଲୋକେ ଭୌତିକ ସୁଖ ସୁବିଧା, ଶାରୀରିକ ଖୁଶିର ଇଚ୍ଛା ରଖିଥାନ୍ତି ।

ଏମାନେ ବିଳାସବ୍ଯସନର ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଧନ ରୋଜଗାରରେ ଏମାନେ ଭାଗ୍ୟବାନ ହୋଇଥାନ୍ତି । ସ୍ବାବଲମ୍ବୀ, ପରିଶ୍ରମୀ, ଉଦାର, ସୌନ୍ଦର୍ଜ୍ୟପ୍ରେମୀ ଏମାନେ ହୋଇଥାନ୍ତି । ବୃଷ ଏକ ପୃଥିବୀ ତତ୍ତ୍ଵ ରାଶି ଅଟେ ଯାହାର ପ୍ରତୀକ ବଳଦ । ଏମାନେ ବହୁତ ଜିଦି ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ଶକ୍ତି ହେଉଛି ବିଶ୍ଵାସ ଓ ଦୃଢ ସଂକଳ୍ପ । ଏମାନଙ୍କ ପରି ଧର୍ଜ୍ୟବାନ ବ୍ୟକ୍ତି ମିଳିବା କଠିନକର ହୋଇଥାନ୍ତି । ବାଧ୍ୟ ବଶତ କୌଣସି କାମ କରନ୍ତି ନାହି । ମିଛ କୁହନ୍ତି ନାହି ।

ସାହାଜ୍ଯ ପାଇଁ ଏମାନେ ଜଣାଶୁଣା ହୋଇଥାନ୍ତି । ଏମାନେ ବଚନ ଭାଙ୍ଗିବାକୁ ପସନ୍ଦ କରନ୍ତି ନାହି । ଦେଶ ବିଦେଶରେ ଭ୍ରମଣ କରିବାରେ ରୁଚି ରଖିଥାନ୍ତି । ନିଜର ଦୃଢ ବିଶ୍ଵାସ ଓ ଅସିମ ଊର୍ଜା ସହ କାମ କରି ସଫଳ ହୁଅନ୍ତି । ଏମାନେ ସ୍ବଭାବରେ ବିଶ୍ଵାସୀ ହେବ ସହ ଅନ୍ୟ ପ୍ରତି ଈର୍ଷା କରନ୍ତି ନାହି । କାହାକୁ ବିଶ୍ଵାସ କରିବାରେ ଅଧିକ ସମୟ ନେଇଥାନ୍ତି । ସୁଖ ସୁବିଧା ପାଇବାକୁ କଠିନ ପରିଶ୍ରମ କରନ୍ତି । ଭବିଷ୍ୟକୁ ନେଇ ପଜେଟିଭ ରୁହନ୍ତୁ । ଏମାନଙ୍କର ଶୁଭ ରଙ୍ଗ ଧଳା, ଅଙ୍କ ୬, ଦିନ ଶୁକ୍ରବାର, ରତ୍ନ ହୀରା ।

ଏବେ ଆସନ୍ତୁ ଜାଣିବା ଧନୁ ରାଶି ବିଷୟରେ । ଧନୁ ରାଶିର ସ୍ଵାମୀ ବୃହସ୍ପତି । ଏମାନେ ଧାର୍ମିକ, ଜ୍ଞାନୀ, ବିଶ୍ଵାସାଯୋଗ୍ୟ ହୋଇଥାନ୍ତି । ଏହି ରାଶିର ପ୍ରତୀକ ଧନୁ ଯାହା ପଛରେ ଘୋଡାର ଶରୀର ଯୋଡା ହୋଇଥାଏ । ଏମାନେ ଜୀବନରେ ବଡ ଲକ୍ଷ୍ୟ ରଖିବା ସହ ଗୋଟିଏ ଥର ଲକ୍ଷ୍ୟ ନିର୍ଧାରଣ କରିଲେ କାହା କଥା ଶୁଣନ୍ତି ନାହି । ନିଜର ଲକ୍ଷକୁ ପାଇବାକୁ କିଚିବି କରିପାରନ୍ତି । ଏହି ରାଶିରେ ଜନ୍ମ ହୋଇଥିବା ଜାତକ ସ୍ଵପ୍ନ ପୁରା କରିବାର କ୍ଷମତା ରଖିଥାନ୍ତି । ନିଜର ଲକ୍ଷ୍ୟ ପ୍ରତି ସର୍ବଦା ସଚେତନ ରହିଥାନ୍ତି ।

ଶିକ୍ଷା, ସାହିତ୍ୟ ହେଟରରେ ଭଲ ପ୍ରଦର୍ଶନ କରନ୍ତି । ଜ୍ଞାନ ଅର୍ଜନ କରିବାକୁ କୌଣସି ସ୍ଥିତିର ସମୁଖିନ୍ନ ହୋଇଥାନ୍ତି । ଏମାନେ ନ୍ୟାୟପ୍ରିୟ ଓ ବିଶ୍ଵାସୀ ହୋଇଥାନ୍ତି । ଏମାନେ ଦର୍ଶନ ଶାସ୍ତ୍ରର ଜ୍ଞାତ ହୋଇଥାନ୍ତି । ଅନ୍ୟକୁ ମାର୍ଗ ଦର୍ଶନ କରାଇଥାନ୍ତି ।

ଉଦାର ହୃଦୟ କାରଣରୁ ସମସ୍ତଙ୍କୁ ଖୁସିରେ ଦେଖିବାକୁ ଇଚ୍ଛା ରଖିଥାନ୍ତି । ମାନସିକ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ବିଶ୍ଵାସ ରେ ପ୍ରତେକ କାର୍ଯ୍ୟକୁ ସଠିକ ଢଙ୍ଗରେ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *