100 ବର୍ଷରେ ପ୍ରଥମ ଥର କ୍ରୋଧିତ ଅଛନ୍ତି ଶନିଦେବ, କାଲିଠାରୁ ସାବଧାନ ରୁହନ୍ତୁ ଏହି 1 ରାଶିର ଲୋକ- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହର ଖୁବ ଅଧିକ ମାହାତ୍ମ୍ଯ ଅଛି । ଏହି ଗ୍ରହର ପିତା ହେଉଛନ୍ତି ଭଗବାନ ସୁଜୟ ଦେବା ଓ ଏହି ଗ୍ରହର ଦେବଙ୍କ ମାତାଙ୍କ ନାମ ହେଉଛି ଛାୟା ଦେବୀ । ତେବେ ସେ ହେଉଛନ୍ତି ନ୍ୟାୟର ଦେବତା । ଯଦି ମଣିଷ ନିଜ କର୍ମ ଦ୍ଵାରା କାହାର କିଛି ଖରାପ କରିଛି ତାହାକୁ ଦଣ୍ଡ ଦେବା ପାଇଁ ଶନି ଗ୍ରହ ଦାଇତ୍ଵ ନେଇ ଥାନ୍ତି । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି

ଶନି ଗ୍ରହ ଯେବେବି ନିଜର ସ୍ଥାନ ପରିବର୍ତ୍ତନ କରିଛନ୍ତି । ଏହାର ପ୍ରଭାବ କିଛି ଗ୍ରହ ପାଇଁ ଭଲ ଓ କିଛି ଗ୍ରହ ପାଇଁ ଖରାପ ହୋଇ ଥାଏ । ମାତ୍ର ଆମେ ଏହାକୁ କହି ପାରିବା ଟିକେ କଷ୍ଟ ହେବାକୀ କେଉଁ ଗ୍ରହ ପାଇଁ ଏହା ଫଳ ଦାଇ ଅଟେ । ଏହା ପାଇଁ ଜ୍ଯୋତିଷ ଗଣନା ଆବଶ୍ୟକ ଅଟେ । ଶନି ଦେବା ପୁଣି ଠାରେ ନିଜ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଜାଉଛନ୍ତି ।

ତେବେ ଏହା ପାଇଁ ପ୍ରାଏ ରାଶି ମାନେ ଖୁବ ଭଲ ଫଳ ଦେବା ପାଇଁ ଯାଉଛନ୍ତି । ମାତ୍ର ଯଦି ଦେଖିବା ପାଇଁ ଯିବା ତ ଏହି ଚାଳନ ଦ୍ଵାରା ଏକ ରାଶି ଉପରେ ଖୁବ ଖରାପ ପ୍ରଭାବ ପଡିବା ପାଇଁ ଯାଉଛି । ଏହା ର ମୃତ୍ୟୁ ଘରେ ଶନୀଙ୍କ ଦଶା ପଡୁ ଥିବାରୁ । ଏହି ରାଶି ପାଇଁ ଏହା ଖୁବ କଷ୍ଟ ଦାୟକ ସମୟ ଅଟେ । ଯଦି ଆମେ ଆପଣଙ୍କୁ କହିବୁ କି କିଛି ଏଭଳି ପରିସ୍ଥିତି ମଧ୍ୟ ଆସି ପାରେ ଯାହା ପାଇଁ ଆପଣ ଭିକାରି ମଧ୍ୟ ହୋଇ ପାରନ୍ତି । ତେବେ ଆଶନ୍ତୁ ଜାଣିଇବା ଏହି ରାଶିଟି କିଏ ।

ଏହି ରାଶିଟି ହେଉଛି ଧନୁ ରାଶି । ଏହି ରାଶିର ଲୋକମାନେ ଖୁବ ଅଧିକା କଷ୍ଟ ପାଇବା ପାଇଁ ଯାଉଛନ୍ତି । ଯଦି ଆମେ ଆପଣଙ୍କୁ କହିବା ପାଇଁ ଯିବା ତାହାକେ ଆପଣ ଏବେ ଖୁବ ଚିନ୍ତା ରେ ରହିବେ । ଆପଣଙ୍କ ସ୍ଵସ୍ଥ୍ୟ ଖୁବ ଖରାପ ହେବାରେ ଲାଗିବ । ଏହା ସହ ଆପଣ ନିଶ୍ଚିତ ଭାବେ ନିଜ କାମ ପାଇଁ ଖୁବ ପରିଶ୍ରମ କରିବା ପାଇଁ ପଡିବ । କାରଣ ଯଦି ଏହା ନ ହୁଏ ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କ କାମ ଖୁବ କମ ସମୟ ମଧ୍ୟରେ ସାରିବନି ।

ଏହା ସହ ଆପଣଙ୍କ ପରିବାରରେ ଅସାନ୍ତି ହୋଇ ପାରେ । କିଛି କଥାକୁ ନେଇକି ମତ ଭେଦ ରହି ପାରେ । ଆପଣ ଏହି ପରିସ୍ଥିତି ର୍ରେ ଟିକେ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ କାରଣ ଏହି ସମୟ ଆପଣଙ୍କ ପାଇଁ ଖୁବ କଷ୍ଟ କର ହେବ । ଅଯଥା କଥାରେ ପଇସା ଖର୍ଚ୍ଚ କରିବା ଅପେକ୍ଷା ଏହାକୁ ଆପଣ ଭବିଷ୍ୟତ ପାଇଁ ରଖୀ ପାରନ୍ତି । ଏହି ସମୟରେ ଆପଣ ହନୁମାନ ଚାଳିଶା ପାଠ କରିଲେ ଆପଣଙ୍କ ପାଇଁ ଏହା ଖୁବ ଭଲ ଅଟେ ।

ବ୍ୟବସାୟ ରେ ଆପଣାକୁ ଆଶାତୀତ ଫଳ ମିଳିବ ନି । ଶନି ଗ୍ରହ ଯିବା ବ୍ବେଲେ ନିଶ୍ଚିତ ଭାବେ ଆପଣଙ୍କ ପାଇଁ କିଛି ଭଲ କରିକି ଯିବେ । ମାତ୍ର ଏହି ସମୟରେ ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ ଓ କିଛି ଗରିବ ବ୍ୟକ୍ତି ମାନଙ୍କୁ ସାହାଜ୍ଯ କରନ୍ତୁ ଏହା ଆପଣଙ୍କ ପାଇଁ ଖୁବ ଭଲ ପରିଣାମ ଦେବ । ଏହା ଛଡା ଆପଣ କିଛି ପଶୁ କିମ୍ବା ପକ୍ଷୀ ମାନଙ୍କୁ ଖାଇବା ଓ ପିବା ପାଇଁ ଏକ ପାତ୍ରରେ କିଛି ପାଣି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ କଷ୍ଟ କିଛି ମାତ୍ରାରେ ଲାଘବ ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *