ଏହି ସମୟରେ ଝାଡୁ ଲଗାଇଲେ ଦୂର ହୁଏ ଦାରିଦ୍ର୍ୟତା, ମା’ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ- Vastu Tips

ଆମେ ମାନେ ଘର ର ସଫା ନିମନ୍ତେ ଝାଡୁ ର ବବ୍ୟହାର କରିଥାଉ । ସାଧାରଣତଃ ଆମେ ଜାଣିଛୁ ଝାଡୁ କେବଳ ଗୋଟି ଜିନିଷ ଯାହା ଆମ ଘର ର ଅସନା ସଫା କରିବା କାର୍ଯ୍ୟ କରିଥାଏ । କିନ୍ତ ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କୁ ମା ମହଲଷ୍ମୀଙ୍କ ଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଝାଡୁ ଘର ର ନକାରାତ୍ମକ ଉର୍ଯା କୁ ବାହାରକୁ ବାହାର କରିଥାଏ ।

ତେବେ ଆମେ ସମସ୍ତେ ଝାଡୁକୁ ଯେଉଁ ସ୍ଥାନରେ ବି ରଖିଦେଇଥାଉ । କିନ୍ତୁ ଝାଡୁ ରଖିବାର ନିର୍ଦ୍ଧିଷ୍ଟ ଦିଗ ଅଛି । ଆମେ କୌଣସି ସମୟ ନ ଦେଖି ଘର ଝାଡୁ କରିଥାଉ ଯାହାକି ଭଲ ନୁହେଁ । ସେମିତି କିଛି ନିୟମ ଅଛି ଯାହାକି ଆପଣଙ୍କ ର ଜାଣିବା ଦରକାର । ପ୍ରଥମ କଥା ଝାଡୁ କୁ ଘର ର ପଶ୍ଚିମ ଦିଗ ରେ ରଖିବା ଶୁଭ ଅଟେ ।

କିନ୍ତୁ ଯଦି ଆପଣଙ୍କ ରୋଷେଇ ଘର ପଶ୍ଚିମ ଦିଗରେ ଥାଏ ତେବେ ସେହି ଠାରେ କେବେବି ଝାଡୁ ରଖିବେ ନାହିଁ । ଆପଣ ଯେଉଁ ଜାଗାରେ ବସି ଖାଦ୍ୟ ଖାଆନ୍ତି ସେହି ଜାଗାରେ ମଧ୍ୟ କେବେ ବି ଝାଡୁ ରଖନ୍ତୁ ନାହିଁ । ଯାହା ଫଳରେ ଅନ୍ନଦେବୀ କ୍ରୋଧ କରନ୍ତି । ଝାଡ଼ୁ କୁ କେବେବି ଦେଖେଇକି ରଖିବେ ନାହିଁ । ଯେମିତି ବାହାର ଲୋକଙ୍କ ନଜର ନ ପଡେ ।

ଯେମିତି ଟଙ୍କା କୁ ଲୁଚେଇକି ରଖନ୍ତି ଯେମିତି ବାହାର ଲୋକଙ୍କ ନଜର ପଡିଲେ ଟଂକା ହ୍ରାସ ହୋଇଥାଏ ସେହି ଭଳି ଝାଡୁ କୁ ଲୁଚାଇ ରଖିବେ । ଯଦି ଆପଣ ସକାଳ ସମୟରେ ଝାଡୁ କରନ୍ତି ତେବେ ସୁର୍ଯ୍ୟ କୀରଣ ଘରକୁ ପଡିବା ସମୟରେ ଝାଡୁ କରିବେ ଯାହା ଫଳରେ ଘରୁ ବାହାରୁ ଥିବା ନକାରାତ୍ମକ ଜିନିଷ ସୂର୍ଯ୍ୟଙ୍କ କିରଣରେ ନଷ୍ଟ ହୋଇଯିବ ।

ଝାଡୁ କୁ ଅଲଗା ଦିନ ରେ କିଣିବା ଅପେକ୍ଷା ଶନି ବାର ଦିନ କିଣିବା ଶୁଭ ଅଟେ । କୁହାଯାଏ ଯେ ମା ମହଲଷ୍ମୀ ସେହିଦିନ ଘରକୁ ପ୍ରବେଶ କରନ୍ତି । ଯଦି ଆପଣଙ୍କ ଘରେ ଅଶାନ୍ତି କଳହ ଆଦି ଲାଗି ରହିଥାଏ ଓ ଆପଣଂକୁ ଲାଗୁଛି କି କିଛି ନକାରାତ୍ମକ ଉର୍ଯା ଆପଣଙ୍କ ଘରକୁ ଯିବା ଆସିବା କରୁଥାଏ । ତେବେ ଆପଣ ଘର ର ମୁଖ୍ୟ ଦ୍ୱାରରେ ଝାଡୁ କୁ ରଖନ୍ତୁ ଯାହା ଫଳରେ ନକରାତ୍ମକ ଉର୍ଯା ଆଉ ପ୍ରବେଶ କରିପାରିବ ନାହିଁ କିନ୍ତୁ ଝାଡୁ ଭଲ ଅବସ୍ଥାରେ ଥିବା ଦରକାର ।

ଝାଡୁ କୁ କେବେ ବି ଗୋଡ଼ ମାରିବେ ନାହିଁ । ଝାଡୁ କୁ ଆମେ ଘରର ଏକ କଣରେ ରହିବା କଥା । ଜେଭଳି କୁହାଯାଏ କି ମା ଲକ୍ଷ୍ମୀ ଙ୍କ ନଜର ଥାଏ ତେଣୁ କରି ଏହାକୁ ଆମେ ସମ୍ଭାଳି କି ରଖିବା ଆମ ଦାଇତ୍ଵ । କିଛି ଲୋକମାନଙ୍କ ମତରେ କୁହା ଯାଏ କି ଏହା କୁ ଛୁଆ ମାନଙ୍କ ପାଖରେ ରଖିଲେ ପିଲା ମାନେ ଦରିବେନି । କୁହା ଯାଏ କି ଝାଡୁ କୁ ଆମେ କିଣିକି ଦେବା ଅନୁଚିତ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *