Dibya Drusti ସିରିୟଲ ର ଅଭିନେତା ଓ ଅଭିନେତ୍ରୀଙ୍କ ଗୋଟେ ଦିନର Salary କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ପରିବର୍ତ୍ତନ ହେଉଛି ଦୁନିଆର ନିୟମ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଛନ୍ତି କି ଦୁନିଆ ବଦଳିବା ସହ ଏହା ଆମ ଆଖ ପାଖ ପରିବେଶ ମଧ୍ୟ ବଦଳିବାରେ ଲାଗିଛି । ତେବେ ଆମର ରହଣି ସହଣି, ଖାଦ୍ଯ, ପାନୀୟ, ଯିବା ଆସିବା କରିବାର ଶାଧନ ମଧ୍ୟ ବଦଳି ଯାଇ ଥାଏ । ତେବେ ଆମେ ଜେଭଳି ବଦଲୁଛେ । ସେହିଭଳି ପରିବେଶ ମଧ୍ୟ ବଦଲୁଛି ।

ତେବେ ଆପଣ ଏହି ସମୟରେ ଜାଣି ପାରିବେ କି ଆମ ଓଲିଉଡ ପଛରେ କିଭଳି ରହିବ । ଓଲିଉଡ ରେ ଆସୁଥିବା ସିରିୟଲ ମାନକରେ ମଧ୍ୟ ଖୁବ କିଛି ବଦଳିବାରେ ଲାଗିଛି ଜେଭଳି କି ନୂଆ କାହାଣୀ ନୂଆ ଚେହେରା ଓ ତା ସହ ନୂଆ ପୋଷାକ ମଧ୍ୟ । ଆଜି ଯଦି ଆମେ ଆପଣଙ୍କୁ କହିବୁ କି ଏହା ସହ ଏହି ଅଭିନେତା ଅଭିନେତ୍ରୀ ହୁଅନ୍ତୁ କିମ୍ବା ଆଉ କେହି ହୁଅନ୍ତୁ ।

ଯେଉଁ ମାନେ ଏହି ଦୁନିଆର ଲୋକ ସେମାନେ ଖୁବ ପଇସା କମଉଛନ୍ତି । ଆପଣ ତାହାକୁ କଣ ବିଶ୍ଵାଶ କରିବେ । ଆଜ୍ଞା ହଁ ସବୁ ସହ ବଦଳିବାରେ ଲାଗିଛି ଏହି ମାନଙ୍କ ଦରମା ମଧ୍ୟ । ତେବେ ଆମେ ମାନେ ଜାଣିନେ ଏମାନଙ୍କ ଦରମା କେତେ ଆସନ୍ତୁ ଜାଣିବା । କେଉଁ ଚରିତ୍ରରେ ଅଭିନୟ କରୁଥିବା ଲୋକମାନେ କେତେ ଟଙ୍କା ପାଉଛନ୍ତି । ଆଜି ଆମେ କହିବାକୁ ଯାଉଛେ ଦିବ୍ୟ ଦ୍ରୁଷ୍ଟି ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କ ଦରମା ବିଷୟରେ ।

ପ୍ରଥମେ ଆମେ ଏହି ସିରିୟାଲ ଉପରେ କିଛି କହି ରଖୁଚୁ । ଏହି ସିରିୟଲ ଦୁଇ ପ୍ରେମୀଙ୍କ ଉପରେ ଆଧାରୀତ ଅଟେ । ଏଥିରେ ଦୁଇ ଜଣ ଉଭୟ ଉଭୟଙ୍କ ପାଖରେ ଥାଇ ମଧ୍ୟ ଖୁବ ଦୂରରେ । ତେବେ ଏଭଳି ହେବାର କାରଣ କଣ । ଦୁହେଁ କିଭଳି ଦେଖା ହେଲେ କିଭଳି ଅଲଗା ହେଲେ ଓ ଦୁହେଁ କିଭଳି ସବୁ ବେଳେ ଆସୁ ବିଧାର ସମାଧାନ କରୁଛନ୍ତି ତାହା ଦେଖାଇଛି । ଆପଣଙ୍କ ଆଗରେ ଆମେ କହି ରଖୁଚୁ କି ଏହି ଦୁଇ ପରିବାର ନିଜ ର ଶକ୍ତି ବିଷୟରେ ଜାଣି ମଧ୍ୟ କେବେ ଏହାର ବ୍ୟବହାର କରନ୍ତିନି ।

ତେବେ ଏହି ଭଳି କିଛି କାହାଣୀ ଆଗକୁ ଚାଲିଛି । ଆସନ୍ତୁ ଏବେ ଦରମା ସମ୍ପର୍କ ରେ ଜାଣିବା । ଏହି ତିରେ ଦିବ୍ୟାଙ୍କ ଖୁଡୀ ର ଅଭିନୟ କରିଥିବା ପ୍ରତିମା ଙ୍କ ଦରମା ଗୋଟେ ଦିନ ପାଇଁ ୨୦୦୦ ଟଙ୍କା । ଦିବ୍ୟାଙ୍କ ପାପା ଙ୍କ ଭୂମିକା ରେ ଥିବା ଅଭିନେତା ତାପସ ପ୍ରତିଦିନ ୧୫୦୦ ପାଇ ଥାନ୍ତି । ଜେଜେମା ଭୂମିକା ରେ ଥିବା ଅଭିନେତ୍ରୀ ୩୦୦୦ ଟଙ୍କା ପାଉଛନ୍ତି । ଭାଇ ଭୂମିକାରେ ଥିବା ଦିପୁ ଏକ ଦିନରେ ୧୫୦୦ ଟଙ୍କା ପାନ୍ତି ।

ଆଉ ଏକ ଭାଇଙ୍କ ଭୂମିକା ରେ ଥିବା ପିକୁ ଭି ୧୫୦୦ ଟଙ୍କା ନିଅନ୍ତି । ଏହା ପରେ ଜେସ୍ମିନ ସେ ୧୮୦୦ ଟଙ୍କା ନେଇ ଥାନ୍ତି ଗୋଟେ ଦିଆନର ଶୁଟିଙ୍ଗ ପାଇଁ । ସୁନନ୍ଦା ଯିଏ ଦୃଷ୍ଟିଙ୍କ ଜା ର ଅଭିନୟ କରିଛନ୍ତି ତାଙ୍କୁ ୧୫୦୦ ଟଙ୍କା ଦିଆ ଯାଏ । ସଞ୍ଜୁକ୍ତା ଏନଏନକୁ ଏହି ସିରିୟଲ ପାଇଁ ୩୫୦୦ ଟଙ୍କା ମିଳିଥାଏ । ଏହିଥିରେ ଦିବ୍ୟଙ୍କୁ ୪୦୦୦ ଟଙ୍କା ମିଳିଥାଏ । ଏହା ପରେ ଦ୍ରୁଷ୍ଟି ୫୦୦୦ ଟଙ୍କା ନିଅନ୍ତି ଗୋଟେ ଦିନ ପାଇଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *