ମଜେଦାର ଯୋକ୍ସ : ଗୋଟେ ୨୫ ବର୍ଷ ଝିଅ ବିବାହ ୭୦ ବର୍ଷ ବୁଢା ସହ ହେଲା, ଦୁହେଁ ହନିମୁନ ପାଇଁ ଗଲେ ଓ ଫେରି ଆସିବା ପରେ ଝିଅ…

ଜୋକସ ସଂସାରରେ ଆପଣଙ୍କୁ ସ୍ଵାଗତ । ସବୁଥର ଭଳି ଏଥର ମଧ୍ୟ ପୁଣି ଆପଣଙ୍କ ପାଇଁ ମଜାଦାର କଥା ନେଇକି ଆସିଛୁ । ଏହି ମଜାଦାର କଥା ସୂନୁ ପୁରା ହସି ହସି ଗଡିଯିବେ । ଯଦି ଆପଣ ହସି ହସି ସବୁ ଦୁଃଖକୁ ଭୁଲିଯିବାକୁ ଚାହାନ୍ତି ତେବେ ଯଥା ଶୀଘ୍ର ପଢିକି ଏହାର ମଜା ନିଅନ୍ତୁ । ଆଉ ହାସରେ ଦୁନିଆରେ ହଜି ଯାଆନ୍ତୁ ।

ଗୋଟେ ପୁଅ ଝିଅକୁ କହିଲା ଆଜି ତମେ ନାଲି ରଙ୍ଗର ବ୍ରା ପିନ୍ଧିଚ ।

ଝିଅ – ବାଃ ତମେ କେମିତି ଜାଣିଲ ?

ପୁଅ – ମୋ ଆଖି ରଜନୀକାନ୍ତ ଆଖି ଅଟେ ।

ଝିଅ – ତମେବୀ ଆଜି ଅଣ୍ଡର ୱେର ପିନ୍ଧିନ ?

ପୁଅ – ତମେ କେମିତି ଜାଣିଲ ତମ ଆଖି କଣ ରଜନୀକାନ୍ତ ଆଖି କି ?

ଝିଅ – ଆଗ ଚେନ ଲଗା ପ୍ଯାଣ୍ଟର, ତୋ ରଜନୀକାନ୍ତ ବାହାରି ଆସିଲାଣି ।


ଥରେ ଜଣେ ଚୌଧୁରୀ ନିଜ ପୁଅ ପାଇଁ ଝିଅ ଦେଖିବାକୁ ଗଲେ ।

ଝିଅ ବହୁତ କଲି ଥିଲା, ଚୌଧୁରୀକୁ ଝିଅ ପସନ୍ଦ ଆସିଲା ନହିଁ ।

ଝିଅ ବାପା କହିଲା – ଚୌଧୁରୀ ବାବୁ ଝିଅ ପସନ୍ଦ କରିକି ଜାଆନ୍ତୁ ଯୌତୁକରେ କାର ଦିଆଯିବ ।

ଚୌଧୁରୀ ବାବୁ କହିଲେ – ଭାଇ ତମେ କର ଦେଇ ବଞ୍ଚିଯିବ । ଯଦି ଏହି କଳା ଜାମୁକୋଳି ଆମ ଘରକୁ ଆସିଯିବ ତେବେ ଆର ପିଢୀରେ ଆମକୁ ନିଜ ଝିଅ ପାଇଁ ଆମକୁ ହେଳିକୋପ୍ଟର ଦେବାକୁ ପଡିବ ।


ଶାଳି ପ୍ରଥମ ଥର ମିନି ସ୍କର୍ଟ ପିନ୍ଧି ଥିଲା ।

ସାଣ୍ଟାକୁ ଆସି କହିଲା ” ଜିଜୁ ଦେଖିଲ ମୁଁ ନଇଁଲେ ପ୍ଯାଣ୍ଟ ଦେଖା ଯାଉନିତ ”

ସାଣ୍ଟା ବହୁତ ସମୟ ପରେ ଦେଖି କହିଲା ” ନହିଁ କିନ୍ତୁ ମନେ କରି ପିନ୍ଧି ଦେବ ”

ସାଣ୍ଟା :ସାର ମୋତେ ଶୀଘ୍ର ଗୋଟିଏ ରୂପା ଚଢି ଦିଅ ।

ଦୋକାନୀ – ନହିଁ ସାର, ମୁଁ ଆପଣଙ୍କୁ ରୂପା ଚଡି ଦେଇ ପାରିବି ନହିଁ ।

ସାଣ୍ଟା -କିନ୍ତୁ କଣ ପାଇଁ ?

ଦୋକାନୀ – ଆରେ ପାଗଳ ରୂପା ମୋ ସ୍ତ୍ରୀ ମୁଁ ତା ଚଡି କେମିତି ତୁମକୁ ଦେବି ।


ଗୋଟେ ୨୫ ବର୍ଷ ଝିଅ ବିବାହ ୭୦ ବର୍ଷ ବୁଢା ସହ ହେଲା । ଦୁହେଁ ହନିମୁନ ପାଇଁ ଗଲେ ଓ ଫେରି ଆସିବା ପରେ ଝିଅ ସାଙ୍ଗ ପଚାରିଲେ ହନିମୁନ କେମିତି ଥିଲା ଓ ତମେ ଏତେ ଥକିଲା ଭଳି କଣ ପାଇଁ ଦେଖାଯାଉଛ ?

ଝିଅ କହିଲା – ” ଯେତେବେଳେ ଏହି ୭୦ ବର୍ଷ ବୁଢା କହିଲା ମୁଁ ପଚାଶ ବର୍ଷ ଧରି ବହୁତ କିଛି ବଞ୍ଚେଇ ରଖିଛି ସେତେବେଳେ ମୁଁ ଭାବିଲି ଟଙ୍କା ବିଷୟରେ କହୁଛି ” ।

ଆଗକୁ ଆମ ସହିତ ଏମିତି ରହିବା ପାଇଁ ଆମ ପେଜକୁ ଲାଇକ ଆଉ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *