ଗୋଟିଏ କି ଦୁଇଟା ନୁହେଁ ତିନି ତିନିଟା ବିବାହ କରିଛନ୍ତି Bollywoodର ଏହି ଷ୍ଟାର ମାନେ

ବଲ୍ଲୀଉଡରେ ଯୋଡି ବନିଥାଏ ଆଉ କିଛି ଦିନ ପରେ ଭାଙ୍ଗି ମଧ୍ୟ ଯାଇଥାଏ । ଆମେ ଆପଣଙ୍କୁ ବଲିଉଡର ଏମିତି ଷ୍ଟାର ମାନଙ୍କ ବିଷୟରେ କହିବୁ ସେମାନେ ଗୋଟିଏ ନୁହେଁ ଦୁଇଟା ନୁହେଁ । ତିନି ଥର ବିବାହ କରିଛନ୍ତି ।

ସଞ୍ଜୟ ଦତ :- ସଞ୍ଜୟ ଦତ୍ତଙ୍କ ମାନ୍ୟତାଙ୍କ ତୃତୀୟ ପତ୍ନୀ ଅଟନ୍ତି । ମନ୍ୟାତା ସହିତ ସଞ୍ଜୟ ଦତ୍ତ ୨୦୦୮ ରେ ବିବାହ କରିଥିଲେ । ମାନ୍ୟତା ପୂର୍ବରୁ ସଞ୍ଜୟ ଦତ୍ତ ତାଙ୍କର ଦିତୀୟ ପତ୍ନୀ ରିୟା ପିଲାଇକୁ ଡିଭୋର୍ଷ ଦେଇଥିଲେ ।


ଆଉ ତାଙ୍କର ପ୍ରଥମ ସ୍ତ୍ରୀର ନାମ ରୀଚା ଶର୍ମା ଥିଲେ । ତାଙ୍କର ମୃ-ତ୍ୟୁ ବ୍ରେନ ଟ୍ଯୁମରରେ ହୋଇଥିଲା । ସଞ୍ଜୟ ଓ ରିଚାଙ୍କା ବିବାହ ୧୯୮୭ରେ ହୋଇଥିଲା । ରୀଚା ଓ ସଞ୍ଜୟଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ତାର ନାମ ତ୍ରିଶାଳ ଅଟେ ।


ବିପାଶା ବସୁ :- ଏବେ ଜାଣିବା ବିପାଶା ବଶୁଙ୍କର ସ୍ଵାମୀ କରନ ଗ୍ରୋଭରଙ୍କ ବିଷୟରେ । ବିପାଶା ବଶୁଙ୍କର ପ୍ରଥମ ବିବାହ କିନ୍ତୁ କରନଙ୍କର ଏହା ତୃତୀୟ ବିବାହ ଥିଲା । କରନ ଟେଲିଭିଜିନ ଇଣ୍ଡଷ୍ଟ୍ରିର ବହୁତ ଜଣା ଶୁଣା ନାମ ଅଟେ । ବିପାଶା ବସୁ ଡସ୍କି କୁଇନ ନାମରେ ପରିଚିତ ଅଟନ୍ତି ବଲ୍ଲୀଉଡରେ । ଏହା ପୂର୍ବରୁ କରନ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥିଲେ । ଆଉ ତା ପୂର୍ବରୁ ତାଙ୍କର କୋ ଷ୍ଟାର ଶ୍ରଦ୍ଧା ନିଗମଙ୍କ ସହିତ ମଧ୍ୟ ବିବାହ କରିଥିଲେ ।

କବୀର ବେଦି :- କବୀର ବେଦି ଜଣେ ଏମିତି ଅଭିନେତା ଅଟନ୍ତି । ସେ ୭୦ ବର୍ଷ ବୟସରେ ନିଜ ଚତୁର୍ଥ ବିବାହ କରି ସମସ୍ତନକୁ ଚମକେଇ ଦେଇଥିଲେ । ତାଙ୍କର ପ୍ରଥମ ବିବାହ ଡାନ୍ସାର ପ୍ରତିମା ବେଦୀଙ୍କ ସହିତ ହୋଇଥିଲା । ଆଉ ତାଙ୍କ ଝିଅ ପୂଜା ବେଦି ଆଉ ପୁଅ ସିଦ୍ଧାର୍ଥ ଅଟନ୍ତି । କବିର ବେଦି ଦିତୀୟ ବିବାହ ବ୍ରିଟିଶ ଫ୍ୟାସନ ଡିଜାଇନର ସୁଜନଙ୍କ ସହିତ କରିଥିଲେ । କିନ୍ତୁ ଏହି ବିହା ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରି ନଥିଲା ।

ପୁଣି କବିର ୧୯୯୦ ଦଶକରେ ତୃତୀୟ ବିବାହ ଟିଭି ଓ ରେଡିଓ ପ୍ରେଜ୍ଣଟର ନିକି ଙ୍କ ସହିତ କରିଥିଲେ । ୨୦୦୫ରେ ଏହି ସମ୍ପର୍କ ମଧ୍ୟ ତଲାକରେ ହିନ ଖତମ ହୋଇଥିଲା । ଏହା ପରେ କବିର ବ୍ରିଟିଶ ମୂଳକ ଅଭିନେତ୍ରୀ ଓ ମଡେଲ ପରବୀନଙ୍କ ସହିତ ସମ୍ପର୍କରେ ଥିଲେ । ବହୁତ ସମୟ ପର୍ଯ୍ୟନ୍ତ ରିଲେସନସିପ ଥିଲେ । କବୀର ବେଦି ଏହି ମଡେଲ ଙ୍କ ସହିତ ଚତୁର୍ଥ ବିବାହ କରିଛନ୍ତି । କବୀର ବେଦୀଙ୍କ ଚତୁର୍ଥ ପତ୍ନୀଙ୍କ ବୟସ ୪୦ ବର୍ଷ ଅଟେ । ତାଙ୍କ ପ୍ରଥମ ପତ୍ନୀଙ୍କ ଝିଅ ତାଙ୍କ ଚତୁର୍ଥ ପତ୍ନୀଙ୍କ ଠାରୁ ଚାରିବର୍ଷ ଛୋଟ ଅଟେ ।


କିଶୋର କୁମାର :- ଏହି କଥା କାହାଠୁ ଲୁଚିକି ରହିନିକି କିଶୋର କୁମାର ଚାରିଥର ବିବାହ କରିଛନ୍ତି । କିଶୋର କୁମାର ତାଙ୍କର ପ୍ରଥମ ବିବାହ ୨୧ ବର୍ଷ ବୟସରେ ହିଁ କରିଥିଲେ । ତାଙ୍କର ପ୍ରଥମ ପତ୍ନୀ ହୋଇଥିଲେ ପ୍ରସିଦ୍ଧ ବଙ୍ଗାଳୀ ଅଭିନେତ୍ରୀ ଓ ଗାୟିକା ରୁମା ଗୂହା ଠାକୁତା ଆଉ ତାଙ୍କ ଗୋଟିଏ ପୁଅ ଅମିତି କୁମାର ମଧ୍ୟ ହୋଇଥିଲା । କିନ୍ତୁ ବିବାହର ଆଠ ବର୍ଷ ପରେ ଦୁଇଜଣଙ୍କ ଭିତରେ ତଲାକ ହୋଇଯାଇଥିଲା ।

କିଶୋର କୁମାର ୧୯୬୦ରେ ବଲିଉଡର ପ୍ରସିଦ୍ଧ ଅଦାକାରା ମଧୁବାଲାଙ୍କ ସହିତ ଦିତୀୟ ବିବାହ କରିଥିଲେ । ୧୯୬୯ ରେ ମଧୁବାଲାଙ୍କ ଦେହାନ୍ତ ହୋଇଯାଇଥିଲା । ଆଉ ତାପରେ କିଶୋର କୁମାର ୧୯୭୬ରେ ବଲିଉଡ ଅଭିନେତ୍ରୀ ୟୋଗିତା ବାଲିଙ୍କ ସହିତ ବିବାହ କରିଥିଲେ । ଆଉ ତାଙ୍କ ସହିତ କେବଳ ବିବାହ ଦୁଇବର୍ଷ ଚାଲି ପାରିଥିଲା । ଆଉ ତାଙ୍କ ସହିତ ତଲାକ ହେବା ପରେ ତାଙ୍କ ବିବାହ ୧୯୮୦ ରେ ଲୀନା ଚନ୍ଦ୍ରାଗରଙ୍କା ସହିତ କରିଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *