Health Tips – ରାତିରେ ଭାତ ଖାଉଛନ୍ତି କି ତେବେ ହେଇ ଯାଆନ୍ତୁ ସାବଧାନ, ପଢନ୍ତୁ ଏହି ଖବର

ଭାତ ଆମର ପ୍ରଧାନ ଖାଦ୍ୟ । ଏହାକୁ ଆମେ ମହତ୍ତ୍ଵ ପୂର୍ଣ୍ଣ ଖାଦ୍ୟ ଭାବରେ ଗ୍ରହଣ କରିଥାଉ । ଭାତ ଦ୍ଵାରା ଅମା ଶରୀର କୁ ବହୁତ ଖାଦ୍ୟସାର ପ୍ରାପ୍ତ ହୋଇଥାଏ । ଆମ ର ଲୋକମାନେ ପ୍ରତିଦିନ ଦରକାର ଠୁ ଅଧିକ ଭାତ ଖାଇଥାନ୍ତି ।

ଭାତ ରେ ଆମ ଶରୀର ପାଇଁ ସବୁ ପ୍ରକାର ପୋଷକ ତତ୍ଵ ନଥାଏ । ସବୁ ସମୟରେ ଭାତ ଖାଇବା ଭଲ ନୁହଁ । ପ୍ରତିଦିନ ଭାତ ଖାଇବା ଦ୍ଵାରା ଶରୀର ଉପରେ କୁପ୍ରଭାବ ପଡିଥାଏ ଓ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ଶରୀର ପାଇଁ ସମସ୍ତ ପ୍ରକାର ପୋଷକ ତତ୍ଵର ଆବଶ୍ୟକତା ରହିଛି । ଭାତ ରେ ଶ୍ୱେତସାର ଅଧିକ ପରିମାଣରେ ରହିଛି ଓ ଅଳ୍ପ ପରିମାଣରେ ଭିଟାମିନ C , କ୍ୟାଲସିୟମ ରହିଛି । ଦିନ ସମୟ ରେ ଭାତ ଖାଇଲେ ଏହା ପରିଶ୍ରମ ରେ ଲାଗିଯାଏ ହେଲେ ରାତିରେ ଏହା ଅନୁଚିତ । ଆସନ୍ତୁ ଜାଣିବା ରାତିରେ ଭାତ ଖାଇବା ର ପରିଣାମ ବିଷୟରେ

ଭାତ ଅଧିକ ଖାଇବା ମୋଟପା ର ଏକ ପ୍ରମୁଖ କାରଣ । ଭାତ ରେ ଅଧିକ ପରିମାଣରେ ଫ୍ୟାଟ ରହିଛି । ଭାତ ରେ ଅଧିକ ଫ୍ୟାଟ ଥିବାରୁ ଆମେ ମୋଟା ହୋଇଯାଉ । ଭାତ ଖାଇବା ପରେ ଅଧିକ ହାଲିଆ ଲାଗେ । ଭାତ ର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ଅଟେ ।

ଭାତ ଖାଇବା ଦ୍ଵାରା ଶରୀର ରେ ସୁଗାର ମାତ୍ରା ବଢେ । ଓ ସୁଗାର ର ମାତ୍ରା ବଢିବା ଯୋଗୁଁ ଡାଇବେଟିସ ହୁଏ । ଅଧିକ ରୁ ଅଧିକ ଲୋକ ଡାଇବେଟିସ ରୋଗ ରେ ପୀଡ଼ିତ ହେଉଛନ୍ତି । ଭାତ ରେ ଅଧିକ ପରିମାଣରେ ଶ୍ୱେତସାର ରହିଛି ତେଣୁ ଭାତ ର ଅଧିକ ସେବନ ଡାଇବେଟିସ ର ମୁଖ୍ୟ କାରଣ ।

ଭାତ ଅଧିକ ଖାଇବା ଦ୍ଵାରା ଆମ ପାଚନ ତନ୍ତ୍ର ଭାରି ହୋଇଯାଏ, ଓ ଏହା ଅଧିକ ଭାରି ଥାଏ । ଭାତ ଆମ ପାଚନ ପ୍ରକ୍ରିୟା କୁ ଖରାପ କରେ । ଭାତକୁ ଆମ ପାଚନ ତନ୍ତ୍ର ନିୟନ୍ତ୍ରଣ କରିପାରେ ନାହିଁ । ଭାତ ବହୁତ୍ ଓଜନ ଦାର ବା ହେବି ଖାଦ୍ୟ ହୋଇଥାଏ ଯାହା ଦ୍ଵାରା ଆମ ପାଚନ ତନ୍ତ୍ର କୁ ବହୁତ କ୍ଷତି ସହିବାକୁ ପଡେ ।

ଭାତ ଖାଇବା ଦ୍ଵାରା ଶରୀର ଆଳସ୍ୟ ପୂର୍ଣ୍ଣ ହୋଇଯାଏ । ଭାତ ରେ ଶୁଗାର ର ମାତ୍ରା ଅଧିକ ଥିବାରୁ ଭାତ ଖାଇଲା ପରେ ହାଲିଆ ଲାଗେ । କାମ କରିବା ପୂର୍ବରୁ ଭାତ ଖାଇବା ଶରୀର ପାଇଁ କ୍ଷତିକାରକ । ଭାତ ଖାଇବା ପରେ ଶରୀର ଆଳସ୍ୟ ରେ ଭରି ଯାଏ ଓ କାମ କରିବାକୁ ଆଗ୍ରହ ଲାଗେନି । ରାତି ସମୟରେ ଭାତ ଖାଇବା ଖରାପ୍ ।

ଭାତ ଅଧିକ ସେବନ କରିବା ଆଜମା ରୋଗୀଙ୍କ ପାଇଁ କ୍ଷତିକାରକ । ଭାତ ଅଧିକ ଖାଇଲେ ଥଣ୍ଡାବଢେ । ଭାତ ଶରୀରରେ ଥଣ୍ଡା ର ପରିମାଣ କୁ ବୃଦ୍ଧି କରେ ଓ ଆଜମା ରୋଗର କାରଣ । ତେଣୁ ଭାତ ଆମ ପାଇଁ କି ଆଜମା ରୋଗୀଙ୍କ ପାଇଁ ଭଲ ନୁହଁ । ଯଦି ଆମେ ଭାତ ଖାଇବା କୁ ନିୟନ୍ତ୍ରଣ ନ କରିବା ତ ଥଣ୍ଡା ଆମକୁ ଛାଡିକି ଯିବ ନାହିଁ ।

ଭାତ ଅଧିକ ଖାଇବା ଦ୍ଵାରା ଆମ ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ । ହାଡ଼ ପାଇଁ ବହୁତ ଭିଟାମିନ C ଓ କ୍ୟାଲସିୟମ ର ଅବସ୍ୟକତା ରହିଛି । ଯାହା ଭାତରେ ନାହିଁ । ଭାତ ର ଅଧିକ ସେବନ ଆଣ୍ଠୁ ଗଣ୍ଠି ବ୍ୟଥା ଓ ଶରୀର ବ୍ୟଥା ର କାରଣ ହୋଇଥାଏ । ଏଥିପାଇଁ ରାତିରେ ଭାତ ଖାଇବା ପାଇଁ ଡାକ୍ତର ମାନେ ମନା କରିଥାନ୍ତି । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଉଚିତ ହୋଇ ନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *