ଫୋଟୋ ଦେଖି ଝିଅଟିର ନାମ କୁହନ୍ତୁ, କେବଳ ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବେ

ନମସ୍କାର ବନ୍ଧୁଗଣ, ଆମକୁ ବେଳେ ମଜାଦାର ଖେଳ ଖେଳିବା ପାଇଁ ଭଲ ଲାଗିଥାଏ । ସେଥି  ମଧ୍ୟରୁ ଗୋଟିଏ ଥାଏ ନା ଦମସରାଜ । ସେହିଭଳି ହିଁ କିଛି ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ଆମେ ଆପଣ ମାନଙ୍କୁ ସମସ୍ତ ନାମକୁ ବିଶ୍ଳେଷଣ କରି କହିବୁ ଆଉ ଆପଣ ସେଥିରୁ  ନାମକୁ ଖୋଜି ବାହାର କରିବେ । ତେବେ ଆସନ୍ତୁ ଆଉ ଡେରି ନକରି ଏହାକୁ ଆରମ୍ଭ କରିବା ।

ପ୍ରଥମ:  ଚାବି ସହିତ ଦୌଡୁଥିବା ଝିଅ ଏବେ କୁହନ୍ତୁ ଏଥିରୁ ଝିଅର ନାମ ? ଉତ୍ତର: ଏହାର ଉତ୍ତର ହେଉଛି କିରଣ । କାରଣ ଚାବି ମାନେ କି ଆଉ ଦୌଡିବାର ଇଂରାଜୀ ହେଉଛି ରନ । ଦିତୀୟ: ବସ ସହିତ ପିମ୍ପୁଡି ଆଉ ଚା ଏବେ କୁହ ଝିଅର ନାଁ ? ଉତ୍ତର: ବାସନ୍ତୀ । କାରଣ ବସ ଆଉ ପିମ୍ପୁଡି ମାନେ ଆଣ୍ଟ ଆଉ ଚା ମାନେ ଟି ମିଶି ହୋଇଗଲା ନା ବାସନ୍ତୀ ।

ତୃତୀୟ: ଇଂରାଜୀ ଅକ୍ଷର A  ସହିତ ଦୌଡୁଥିବା ଏକ ପୁଅ ଏବେ କୁହ ଏଥିରେ ନାମ କଣ ? ଉତ୍ତର: ଅରୁନ । A ସହିତ ଦୌଡିବାର ଇଂରାଜୀକୁ ରନ ମିଶି ହୋଇଗଲା ନା ଅରୁନ । ଚତୁର୍ଥ: ଇଂରାଜୀ ଅକ୍ଷର J ସହିତ ଗୋଟିଏ ପ୍ୟାନ ଥିବାର ଚିତ୍ର ଯଦି ଆପଣଙ୍କ ସାମ୍ନାରେ ଥାଏ ତେବେ କୁହ ଦେଶର ନାମ କଣ ? ଉତ୍ତର: ଜାପାନ । କାରଣ j ଆଉ ପ୍ୟାନ ମିଶିଲେ ହେଲା ନା ଜାପାନ ।

ପଞ୍ଚମ: ଇଂରାଜୀ ଅକ୍ଷର R ସହିତ ଚଣା ଥିବାର ଚିତ୍ର ଯଦି ଆପଣ ଦେଖନ୍ତି ତେବେ ସେଥିରୁ ଝିଅର ନାମ କୁହନ୍ତୁ ? ଉତ୍ତର: ଅର୍ଚନା । କାରଣ R ସହିତ ଚଣା ମିଶି ହେଲା ନା ଅର୍ଚନା । ଷଷ୍ଠ: ମହୁମାଛି ସହିତ ଯଦି ଆପଣ ପାଣି ନଳ ଦେଖନ୍ତି ତେବେ ଝିଅର ନାମ କଣ ହେବ କୁହନ୍ତୁ ? ଉତ୍ତର: ଏହାର ଉତ୍ତର ହେଉଛି ବିନଲ । କାରଣ ମହୁମାଛିର ଇଂରାଜୀ ହେଉଛି ବି ଏବଂ ଏହାସହ ନଳ ମିଶିଲେ ହେଲା ନା ବିନଲ ।

ସପ୍ତମ: 100 ଟଙ୍କିଆ ସହିତ ବୋହୁଥିବା ନଳର ଚିତ୍ର ଦେଖି ଆପଣଙ୍କ ମନକୁ କେଉଁ ଝିଅର ନାମ ଆସିବା କୁହନ୍ତୁ ? ଉତ୍ତର: ଏହାର ଉତ୍ତର ହେଉଛି ସୋନଲ । କାରଣ ଶହେ ମାନେ ହିନ୍ଦୀ ଅନୁଯାୟୀ ସୋ ହେଲା ଆଉ ସେଥିରେ ନଳ ମିଶି ହେଲା ନା ସୁନ୍ଦର ଝିଅର ନାମ ସୋନଲ । ଅଷ୍ଟମ: ପାଣି ଜଗ ସହିତ ଯଦି ଦୀପ ଥୁଆ ହେଇଥିବାର ଦେଖନ୍ତି ତେବେ କେଉଁ ପୁଅର ନାମ ଆପଣଙ୍କ ମନକୁ ଆସିବ କୁହନ୍ତୁ ? ଉତ୍ତର: ଏହାର ଉତ୍ତର ହେଉଛି ଜଗଦୀପ ।

କାରଣ ଜଗ ଆଉ ଦୀପ ମିଶିଲେ ହେଲା ନା ଜଗ ଦୀପ । ନବମ: ସୂର୍ଯ୍ୟ ସହ କାନ ଆଉ ଯଦି ଇଂରାଜୀ ଅକ୍ଷର t ଦେଖନ୍ତି ତେବେ ପୁଅର ନାମ କଣ ? ଉତ୍ତର: ଏହାର ଉତ୍ତର ହେଉଛି ସୁର୍ଜ୍ୟକାନ୍ତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *