ଜୀବନରେ କେବେ ଅଲଗା ହୁଅନ୍ତି ନାହିଁ ଏହି 5ଟି ନାମର ଯୋଡି, ଦେଖନ୍ତୁ ଆପଣଙ୍କ ଯୋଡି ଅଛି ନା ନାହିଁ

ନମସ୍କାର ବନ୍ଧୁଗଣ, ଆମେ ଯାହାକୁ ଭଲ ପାଇଥାଉ ଏବଂ ଯାହାର ହାତ ଧରି ବିବାହ କରିଥାଉ ଆମେ ଚାହିଁଥାଉ ତାଙ୍କ ସହ ସାରା ଜୀବନ ବିତାଇବା ପାଇଁ । ଏବଂ ଜୀବନର ସମସ୍ତ ଖୁସିକୁ ମିଳି ମିଶି ଉପଭୋଗ କରିବାର ଇଛା ରଖିଥାନ୍ତି ମନରେ । କେବେ କାହାର ହାତ କୌଣସି ପରିସ୍ଥିତିରେ ଛାଡି ନଥାନ୍ତି । ତେବେ ସେହି ଯୋଡି କିଏ ଏବଂ ଏହି  ସୌଭାଗ୍ୟ କେଉଁ ଯୋଡିଙ୍କୁ ମିଳିବାକୁ ଯାଉଛି ତାହା ଆସନ୍ତୁ ଜାଣିବା ଏହି 5ଟି ନାମରୁ ।

A ଓ S ନାମର ଯୋଡି: ଏହି ନାମର ଯୋଡି ସ୍ଵର୍ଗରୁ ତିଆରି ହୋଇଥାଏ କହିଲେ ଭୁଲ ହେବ ନାହିଁ । ଏମାନଙ୍କ ସମ୍ପର୍କ ଅତୁଟ ଅଟେ । ପରସ୍ପରକୁ ନିସ୍ଵାର୍ଥ ଭାବରେ ଭଲ ପାଇଥାନ୍ତି । ଏହି ଭଲ ପାଇବା ପାଇଁ ଏହି ନାମର ଯୋଡି ସବୁବେଳେ ଖୁସିରେ ରହିଥାନ୍ତି । ଏବଂ ଜୀବନସାର ପରସ୍ପରର ସାଥ ଦେଇଥାନ୍ତି । P ଓ R ନାମର ଯୋଡି: ଏହି ଯୋଡିକୁ ବହୁତ ହିଁ ଭାଗ୍ୟଶାଳୀ ମନାଯାଏ । ଏମାନେ ଉଭୟ ଉଭୟଙ୍କୁ ଆଖି ବନ୍ଦ କରି ଭରସା ବିଶ୍ଵାସ କରିଥାନ୍ତି ।

ଏହି କାରଣ ପାଇଁ ସମୟ ଅନୁସାରେ ଏମାନଙ୍କ ସମ୍ପର୍କ ଆହୁରି ବେଶି ଦୃଢ ହୋଇଥାଏ । ତେଣୁ ଏମାନେ କେବେ ମଧ୍ୟ ଅଲଗା ହୁଅନ୍ତି ନାହିଁ । K ଓ T ନାମର ଯୋଡି: ଜୋତିଶ ଶାସ୍ତ୍ର ଅନୁଯାୟୀ ଏହି ଯୋଡିକୁ ମଧ୍ୟ ଭାଗ୍ୟଶାଳୀ ବୋଲି ମନାଯାଏ । ଏହି ଯୋଡିରେ ଭରସା ବିଶ୍ଵାସ, ସଚୋଟତା ରହିଥାଏ । ନିଜ ସମ୍ପର୍କକୁ କେବେ ମଧ୍ୟ ଭାଙ୍ଗିବାକୁ ଦେଇନଥାନ୍ତି । ସବୁ କ୍ଷେତ୍ରରେ ପରସ୍ପର ଏକାଠି ହୋଇ ଠିଆ ହୁଅନ୍ତି । ଜଣେ ଜଣଙ୍କୁ ସମ୍ଭାଳିବାର କ୍ଷମତା ଏମାନଙ୍କ ପାଖରେ ଥାଏ ।

B ଓ M ନାମର ଯୋଡି: ଏମାନଙ୍କ ଯୋଡିକୁ ବହୁତ ଖାସ କୁହାଯାଏ । କାରଣ ଏମାନେ ନିଜ ସାଥୀଙ୍କୁ ଜୀବନଠାରୁ ମଧ୍ୟ ବେଶି ଭଲ ପାଇବା ଅଜାଡି ଦେଇଥାନ୍ତି । ନିଜ ସାଥୀଙ୍କୁ ଧୋକା ଦେବା କଥା ସ୍ଵପ୍ନରେ କେବେ ଭାବନ୍ତି ନାହିଁ । ସବୁବେଳେ ପରସ୍ପର ଖୁସି ପାଇଁ କିଛି ବି କରିବାର ସାହସ ରଖିଥାନ୍ତି । ତେଣୁ ଏମାନଙ୍କ ଯୋଡି ଅତୁଟ ହୋଇଥାଏ ।

H ଓ J ନାମର ଯୋଡି: ଏମାନେ ପରସ୍ପରକୁ ବୁଝିବାର କ୍ଷମତା ରଖନ୍ତି । ସମ୍ପର୍କକୁ ପୁରା ସତ୍ୟତା ସହ ଆଗକୁ ନେଇଥାନ୍ତି । ଏହି କାରଣ ପାଇଁ ଏମାନଙ୍କ ସମ୍ପର୍କରେ କେବେ ସନ୍ଦେହର ପାଚେରି ଠିଆ ହୋଇନଥାଏ । ଏହି କାରଣ ପାଇଁ ଏହି ଯୋଡି କେବେ ମଧ୍ୟ ଭଙ୍ଗେ ନାହି । ଉଭୟ ଉଭୟଙ୍କ ଯତ୍ନ ମଧ୍ୟ ବେସ ଭଲ ଭାବରେ ନେଇଥାନ୍ତି ।

ସବୁବେଳେ ପରସ୍ପରକୁ ସମ୍ମାନ ଦେଇଥାନ୍ତି । ତେଣୁ ଏମାନେ ଏକ ଆଦର୍ଶ ଯୋଡି ଅଟନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ। ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *