ଶଶୁର, ଜୋଇଁ ଶଳା, ଭିଣୋଇ କଂସା 3ଟି କେହି କାହା ସହ ଖାଇବେ ନାହି! କିପରି ? ଏହା ସହ ଆହୁରି 10+ GK Quiz

ବନ୍ଧୁଗଣ ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣ ରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

୧- ଲାଇଟ ଅଫ ଏସିଆ କାହାକୁ କୁହାଯାଏ ?

ଉତ୍ତର- ଗୌତମ ବୁଦ୍ଧ ।

୨- ଭାରତର ସବୁଠୁ ଥଣ୍ଡା ଜିଲ୍ଲା କଣ ଅଟେ ?

ଉତ୍ତର- ଶ୍ରୀନଗର ।

୩- ଗାଡି ର ନମ୍ବର ପ୍ଳେଟ କେଉଁ ଦେଶରେ ଜାରି ହୋଇଥିଲା ?

ଉତ୍ତର- ଫ୍ରାନ୍ସ ।

୪- ବିଶ୍ଵ ର ସବୁଠୁ ଉଚ୍ଚ ପର୍ବତ ଶ୍ରୀଖର କେଉଁଠି ଅବସ୍ଥିତ ?

ଉତ୍ତର- ନେପାଳ ।

୫- ଘଡି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ ।

୬- ସାତ ପାହାଡର ନଗର କାହାକୁ କୁହାଯାଏ ?

ଉତ୍ତର- ରୋମ ।

୭- କେଉଁ ଦେଶରେ କୁକୁର ପାଳିବା ଅପରାଧ ଅଟେ ?

ଉତ୍ତର- ଆଇସଲ୍ୟାଣ୍ଡ ।

୮- ଆଳୁ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ପେରୁ ।

୯- କେଉଁ ଦେଶରେ ଲୋକ ସବୁଠୁ କମ ମାଂସ ଖାଇଥାନ୍ତି ?

ଉତ୍ତର- ଭୁଟାନ ।

୧୦- କେଉଁ ଜିନିଷ ପାଣି ରେ ଜଳିଥାଏ ?

ଉତ୍ତର- ସୋଡିୟମ ।

୧୧-  କଳା ରଙ୍ଗର ହଁସ କେଉଁଠି ମିଳିଥାନ୍ତି ?

ଉତ୍ତର- ଅଷ୍ଟ୍ରେଲିୟା ।

୧୨- ସୁନାର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଆର୍ଯ୍ୟଭଟ୍ଟ ।

୧୩- ଶଶୁର, ଜୋଇଁ, ଶଳା, ଭିଣେଇ କଂସା ୩ଟି କେହି କାହା ସହ ଖାଇବେ ନାହି । କିପରି ?

ଉତ୍ତର- ଶଶୁର ଜ୍ଵାଇଁ ଆଉ ଶଳା ମିଶି ୩ ଜଣ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *