ଭୁଲରେ ମଧ୍ୟ ଏହି ସ୍ଥାନରେ ରଖନ୍ତୁ ନାହିଁ ଚାବିକାଠି, ହୋଇଯିବେ ବରବାଦ

ନମସ୍କାର ବନ୍ଧୁଗଣ, ଘରକୁ ସୁରକ୍ଷିତ ରଖିବା ପାଇଁ ତାଲାର ବ୍ୟବହାର କରାଯାଇଥାଏ । ଏହି ତାଲାକୁ ଖୋଲିବା ପାଇଁ ଚାବି ଦରକାର ହୋଇଥାଏ । ତେଣୁ ସମସ୍ତେ ଚାବିକୁ ନିଜ ପାଖରେ ହେଉ କିମ୍ବା ଘରେ କୌଣସି ସୁରକ୍ଷିତ ସ୍ଥାନରେ ହେଉ ରଖିଥାନ୍ତି । ତେବେ ଆପଣଙ୍କୁ ଏହି ଚାବି ରଖିବାର ସ୍ଥାନ ମଧ୍ୟ ଜାଣିବା ଦରକାର । ଭୁଲ ସ୍ଥାନରେ ଚାବି ରଖୁଥିଲେ ହୋଇଯାନ୍ତୁ ସାବଧାନ କାରଣ ଏହାର କୁପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଚାବିକାଠି ରଖିବା ଅନୁଚିତ ।

ଘରର ମହିଳା ମାନଙ୍କ ପାଖରେ ହିଁ ସାଧାରଣତଃ ସମସ୍ତ ଚାବିକାଠି ରହିଥାଏ । ପ୍ରଥମ: ମହିଳା ମାନଙ୍କ ଅଣ୍ଟାରେ ଚାବି କାଠି ରହିବା ବହୁତ ଶୁଭ ହୋଇଥାଏ । ଯେଉଁ ମହିଳା ମାନେ ଚାବିକାଠି ନିଜ ଅଣ୍ଟାରେ ରଖିଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି । ଏବଂ ସେମାନଙ୍କର ସମସ୍ତ ମନସ୍କାମନା ମାତା ଲକ୍ଷ୍ମୀ ପୁରା କରିଥାନ୍ତି । ଦିତୀୟ: କେବେ ମଧ୍ୟ ଆପଣ ଶୋଉଥିବା ତକିଆ ତଳେ ଚାବିକାଠି ରଖନ୍ତୁ ନାହିଁ । ଯଦି ଆପଣ ଏହି ଭୁଲ ସ୍ଥାନରେ ଚାବି ରଖନ୍ତି ତେବେ ଆପଣ କେବେ ମଧ୍ୟ ଟଙ୍କା ପଇସାକୁ ନିଜ ଜୀବନରେ ସ୍ଥାୟୀ ଭାବରେ ରଖିପାରିବେ ନାହିଁ ।

ତୃତୀୟ: ସମସ୍ତଙ୍କ ନଜର ପଡୁଥିବା ସ୍ଥାନରେ କେବେ ମଧ୍ୟ ଚାବି କାଠି ରଖନ୍ତୁ ନାହିଁ । ଧ୍ୟାନ ରଖନ୍ତୁ ଚାବି କାଠିକୁ କେବେ ମଧ୍ୟ ନିଜ ଡ୍ରଇଁଙ୍ଗ ରୁମରେ ଟଙ୍ଗାଇ ରଖିବା ଉଚିତ ହୋଇନଥାଏ । କାରଣ ଏହି ସ୍ଥାନରେ ରଖିବା ଦ୍ଵାରା ଆପଣଙ୍କ ଘରକୁ ଆସୁଥିବ ସମସ୍ତ ବ୍ୟକ୍ତିଙ୍କ ନଜର ପଡିଥାଏ । ଯଦି ଆପଣ ଏହି ଭୁଲ କରନ୍ତି ତେବେ ଆପଣଙ୍କ ଘରୁ ଟଙ୍କା ପଇସା ଚୋରୀ ହେବାର ସମ୍ଭାବନା ରହିଛି ।

ଚତୁର୍ଥ: ଗାଧୁଆ ଘର କାନ୍ଥରେ ଭୁଲରେ ମଧ୍ୟ ଚାବି କାଠି ଟାଙ୍ଗିବା ଉଚିତ ନୁହେଁ । ଆପଣ ଯଦି ଏହି ଭୁଲ କରନ୍ତି ତେବେ ଚନ୍ଦ୍ରମାଙ୍କ ଅଶୁଭ ଦୃଷ୍ଟି ଆପଣଙ୍କ ଜୀବନ ଉପରେ ପଡିଥାଏ । ଏବଂ ଏହାର କୁପ୍ରଭାବ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିଥାଏ । ଏହା ଫଳରେ ଆପଣଙ୍କ ଘରୁ ଟଙ୍କା ପଇସା ପାଣି ଭଳି ଖର୍ଚ ହେବାକୁ ଲାଗିଥାଏ ।

ଆପଣ ଚାହିଁଲେ ମଧ୍ୟ ସଞ୍ଚୟ କରିପାରନ୍ତି ନାହିଁ । ତେଣୁ ଆପଣ ମାନେ କେବେ ମଧ୍ୟ ଗାଧୁଆ ଘର କାନ୍ଥରେ ଚାବି ରଖନ୍ତୁ ନାହିଁ । ପଞ୍ଚମ: ଆପଣ ନିଜ ଶୋଇବା ଘରର ଉତ୍ତର ଦିଗରେ ଚାବି କାଠି ଟଙ୍ଗିବା ବହୁତ ଶୁଭ ହୋଇଥାଏ ଆପଣଙ୍କ ପାଇଁ । ଏହି ଦିଗରେ ଚାବି ଟାଙ୍ଗିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ରହିଥାଏ ।

ଯାହା ଫଳରେ ଆପଣଙ୍କ ଜୀବନରୁ ଟଙ୍କା ପଇସାର ଅଭାବ ଦୂରେଇ ଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *