ବାଛନ୍ତୁ 3ଟି ଶଙ୍ଖ ମଧ୍ୟରୁ କୌଣସି ଗୋଟିଏ ଓ ଜାଣନ୍ତୁ ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି

ବନ୍ଧୁଗଣ ପୂର୍ବ ରୁ ଆମେ ଆପଣଙ୍କ ପାଇଁ ଅନେକ ସାରା ବିଷୟ ବସ୍ତୁ ନେଇକି ଆସି ସରାଇଛୁ । କିନ୍ତୁ ଆଜିର ବିଷୟ ବସ୍ତୁ କିଛି ଭିନ୍ନ ଧରଣର ରହିଛି । ଆଜିର ବିଷୟ ବସ୍ତୁ ହେଉଛି ଆପଣଙ୍କ ମନର ଗୁପ୍ତ ରହସ୍ୟ କଣ ରହିଛି । ଆପଣ ଜଣଙ୍କର ନାମ କୁ ଚିନ୍ତା କରି କୌଣସି ଏକ ପ୍ରିୟ ବ୍ୟକ୍ତି ଙ୍କ ନାମ ନେଇ 3ଟି ନମ୍ବର ମଧ୍ୟ ରୁ ଯେ କୌଣସି ଗୋଟିଏ ବାଛନ୍ତୁ । 3ଟି ଶଙ୍ଖ ଚିତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ବାଛନ୍ତୁ ନିଜର ପ୍ରିୟ ବ୍ୟକ୍ତି ଙ୍କ ନାମ ନେଇ । ଯଦି ଆପଣଙ୍କ ମନରେ 2ରୁ 3 ଟି ବ୍ୟକ୍ତିଙ୍କ ଛବି ଆସୁଛି ତେବେ ଆପଣ ଅଲଗା ଅଲଗା ନମ୍ବର ବାଛି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ଶଙ୍ଖ : ଯଦି ଆପଣ ପ୍ରଥମ ଶଙ୍ଖ ଚୁଜ କରିଛନ୍ତି ତେବେ ଆପଣଙ୍କ କାର୍ଯ୍ୟ ଶୁଭ ପ୍ରଦ ରହୁଛି । ଚନ୍ଦ୍ର ଙ୍କ ଫଳ ଆପଣଙ୍କ ପାଇଁ ଶୁଭ ରହିବ । ଆପଣ ବୁଦ୍ଧି ଖର୍ଚ୍ଚ କରି ଚନ୍ଦ୍ରମଣି ରୋପ୍ର୍ଯ ମୁଦ୍ରାରେ ଧାରଣ କରନ୍ତୁ ସାରା ଜୀବନ । ବର୍ତ୍ତମାନ ଯେଉଁ କଥା ଲାଗି ବ୍ୟସ୍ତ ରହୁଛନ୍ତି ତାହାର ଫଳ ଡେରି ରେ ମିଳିବ । ଗୁପ୍ତା ଧନର ଆସା ଆପଣଙ୍କ ମନରେ ରହୁଛି କିନ୍ତୁ ସେମିତି କିଛି ସମ୍ଭବ ନୁହେଁ । କୌଣସି ବି ସ୍ଥାନରେ ଯଦି ଅଚାନକ ଧନ ପ୍ରାପ୍ତି ହେବାର ଥାଏ ତେବେ ତାହା ହଠାତ ମିଳିଥାଏ । ଆପଣ ଅଯଥାରେ ଖର୍ଚ୍ଚ କରନ୍ତୁ । ଆପଣ ବର୍ତ୍ତମାନ ଭବିଷ୍ଯତକୁ ନେଇ ଚିନ୍ତା କରୁଛନ୍ତି । ଶୁଭ ସମୟ ଆରମ୍ଭ ହୋଇଯାଇଛି ବହୁତ ଜଲ୍ଦି ସଫଳ ହେବେ ।

୨- ଦ୍ଵିତୀୟ ଶଙ୍ଖ : ଯଦି ଆପଣ ଦ୍ଵିତୀୟ ଶଙ୍ଖ ଚୁଜ କରିଛନ୍ତି ଆପଣ ଅନେକ ଦୁଶ୍ଚିନ୍ତାରେ ଅଛନ୍ତି । ମୁଣ୍ଡ ଉପରେ ଏତେ ଗୁଡାଏ ବୋଝ ରହିଛି କି କେଉଁ କାର୍ଯ୍ୟ ରେ ହାତ ଦେବେ ତାହା ଜାଣିପାରୁ ନାହାନ୍ତି । ଗୁପ୍ତ ଶତ୍ରୁ ଅଧିକ ଅଛନ୍ତି ଆଉ କାମରେ ବାଧା ଦେଉଛନ୍ତି । ସୁବିଧା କରି ମୁକ୍ତା ଧାରଣ କରନ୍ତୁ ସାରା ଜୀବନ ଏ କ୍ଷେତ୍ରରେ । ଆପଣଙ୍କ ମନର କଥା କହିବାକୁ ଗଲେ ଆପଣ ବଡ ଧର୍ମ ସଙ୍କଟରେ ପଡିଛନ୍ତି କଣ କରିବେ କଣ ନାହି । ଏହା କ୍ଷଣ ମାତ୍ର । ଦୁଇ ତିନି ଦିନରେ ଏହାର ସମାଧାନ ହୋଇଯିବ ।

୩- ତୃତୀୟ ଶଙ୍ଖ : ଯଦି ଆପଣ ତୃତୀୟ ଶଙ୍ଖ ଚୁଜ କରିଛନ୍ତି ଆପଣ ଚିନ୍ତାରେ ବିବ୍ରତ ଅଛନ୍ତି । ସନ୍ତାନକୁ ନେଇ ଅଧିକ ମାନସିକ ଚିନ୍ତାରେ ରହୁଛନ୍ତି । ଯାହା ଭାବୁଛନ୍ତି ସେହି କାର୍ଯ୍ୟ କରିପାରୁ ନାହାନ୍ତି । ଅନ୍ୟ ମାନଙ୍କ ଲାଗି ବିଶେଷ ଚିନ୍ତା କରୁଛନ୍ତି । ପାରିବାରିକ ଅସାନ୍ତି ଓ ସ୍ତ୍ରୀ ଙ୍କ ସହ କଳହ ହେଉଛି ।

ଆପଣଙ୍କ ପାଇଁ ଭଲ ସମୟ ନାହି । ଆପଣଙ୍କର ମନ କଥା କହିବାକୁ ଗଲେ ଆପଣ ନିଜ ଅପେକ୍ଷା ପିଲାଙ୍କର ଅଧିକ ଧ୍ୟାନ ଦେଉଛନ୍ତି । ଆପଣ ଠିକ ରୂପରେ ନିଜକୁ ସନ୍ତୁଳିତ କରନ୍ତୁ । ବନ୍ଧୁଗଣ ଆପଣ କେଉଁ ନମ୍ବର ବାଛିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *