କୁମ୍ଭ ରାଶି ନୂଆବର୍ଷ 2023 ପାଇଁ ମହା ଉପାୟ, ବଦଳିଯିବ ଜୀବନ… ଚମକି ଉଠିବ ଭାଗ୍ୟ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । କୁମ୍ଭ ରାଶି ପାଇଁ ୨୦୨୩ ବର୍ଷ ରେ କଣ ରହିଛି ମହାଉପାୟ ଯାହାର ପାଳନ କରିଲେ ଜୀବନରେ ସଫଳ ହୋଇପାରିବେ ତାହା ଚର୍ଚ୍ଚା କରିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନେ ବିଶେଷ ହେବ ସହ ଏମାନଙ୍କର ସବୁ ଗୁଣ କିଛି ଖାସ ହୋଇଥାଏ । ଭଗବାନ ଶନିଦେବ ଏମାନଙ୍କର ଜୀବନକୁ ନିୟନ୍ତ୍ରଣ କରିଥାନ୍ତି । ଏମାନେ ବୁଦ୍ଧିମାନ ହେବା ସହ ଶନିଦେବଙ୍କ କୃପା ପାଇଥାନ୍ତି ।

କିନ୍ତୁ କେବେ କେବେ କିଛି ଦୁର୍ବଳତା ରହିକି ଯାହା ଆଗକୁ ବଢିବାକୁ ଦିଏ ନାହି । ଅନେକ ସମସ୍ୟାରେ ଆଳସ୍ୟ, ଅବହେଳା ସ୍ଵଭାବ କାରଣରୁ ଭଲ ଭଲ ସୁଯୋଗ ହାତରୁ ଛାଡି ଦେଇଥାନ୍ତି । ଯଦି ଆପଣ ଏବେ ବୁଝିବେ ନାହି ତେବେ ଅନୁତାପ କରିବେ । କୁମ୍ଭ ରାଶିର ବ୍ୟକ୍ତି ଧନ ପ୍ରତି କେୟାର କରନ୍ତି ନାହି । ଯଦି କାମ ଚାଲିଯାଏ ତେବେ ସେଭିଙ୍ଗର ଚିନ୍ତା କରନ୍ତି ନାହି । କିନ୍ତୁ ଏହା ଠିକ ନୁହେଁ । ଆପଣଙ୍କର ଦୁର୍ବଳତା ହେଉଛି କେବେ କେବେ ନିଶା ଦ୍ରବ୍ଯ ର ଶିକାର ହୋଇଥାନ୍ତି । ସବୁ କୁମ୍ଭ ରାଶିର ବ୍ୟକ୍ତି ଏପରି ହୋଇନ ଥାନ୍ତି ।

ପ୍ରାୟତ ଦେଖାଯାଏ କାର୍ଯ୍ୟ କୁ ପେଣ୍ଡିଙ୍ଗ ପକାଇବାର ଅଭ୍ଯାସ ରହିଥାଏ । ଏହି ଗୁଣ କାରଣରୁ ଏମାନେ ଫସିବା ସହ ଭଲ ମିତ୍ର କି ସାଥି ନ ଥାନ୍ତି । ଏମାନେ ନିଜ ଲୋକଙ୍କ ଦ୍ଵାରା ଠକାମି ର ଶିକାର ହୋଇଥାନ୍ତି । କର୍ମ ପ୍ରଧାନ ହେବା ଉଚିତ । ନିଜ ଉପରେ ଭରସା ରହନ୍ତୁ । ଆପଣଙ୍କ ପାଖରେ ବନ୍ଧୁ କି ସାଥି ନ ଥିବାର କାରଣ ହେଉଛି ଗ୍ରହରେ ଶୁକ୍ର ଥିବା କାରଣରୁ । ଶୁକ୍ରଙ୍କୁ ପ୍ରସନ୍ନ କରିବା ପାଇଁ ସକାଳୁ ଜଲ୍ଦି ଉଠନ୍ତୁ ଓ ଶୁକ୍ରବାରରେ ଉପାସ କରନ୍ତୁ । ଆପଣଙ୍କର ଇଚ୍ଛା ଅନୁଯାୟୀ ଉପବାସ ଯେଉଁ ଦିନ କରିପାଇବେ ।

ଧନ କମାଇବା ପାଇଁ ଦେବଗୁରୁ ବୃହସ୍ପତି ଙ୍କୁ ମନାଇବାକୁ ପଡିବ । ଏଥିପାଇଁ ସକାଳୁ ଜଲ୍ଦି ସ୍ନାନ କରି କେସର ରେ ତିଳକ ଲଗାନ୍ତୁ ଗଙ୍ଗାଜଳ ମିଶ୍ରଣ କରି । ୨ରୁ ୩ ମାସ ମଧ୍ୟରେ ଆପଣ ପରିଣାମ ଦେଖିବାକୁ ପାଇବେ । ଆପଣ ଏହି ଉପାୟ ଜୀବନ ସାରା କରନ୍ତୁ । ଗୁରୁବାରରେ ହଳଦିଆ ବସ୍ତ୍ର, କଦଳୀ, ବୁଟ ଡାଲି ଦାନ କାହାକୁ ବି କରି ପାରିବେ । ନିଜର ସାମର୍ଥ୍ୟ ଅନୁଯାୟୀ କିଛି ସପ୍ତାହ ଏପରି କରନ୍ତୁ ।

ରୁଣ ର ବୋଝ ତଳେ ଚାପି ହୋଇ ରହିଥିଲେ ସୋମବାରରେ ଶିବଲିଙ୍ଗ ଉପରେ ଗଙ୍ଗାଜଳ ଅର୍ପଣ କରନ୍ତୁ । ଏହା ସହ ଧଳା ରୁମାଲ ରେ ଅକ୍ଷତ ଚାଉଳ ପକାଇ ବାନ୍ଧି ପୂଜା ସ୍ଥାନରେ ରଖନ୍ତୁ । ସଠିକ ଭାବେ ଏହି ପୂଜା ବିଧି କରିଲେ ନିଶ୍ଚୟ ଜୀବନରେ ସଫଳତା ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *