ସ୍ତ୍ରୀ ର ଏହି ଗୋଟିଏ କାମ ସ୍ୱାମୀଙ୍କୁ କରିଥାଏ ଲକ୍ଷପତି, ଆପଣ ଆଜି ହିଁ କରନ୍ତୁ

ବନ୍ଧୁଗଣ ପୁରାଣ ଶାସ୍ତ୍ର ଅନୁଯାୟୀ ପ୍ରତେକ ବ୍ୟକ୍ତି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିପାରିବେ । ସେ ନାରୀ ହେଉ ବା ପୁରୁଷ ହେଉ ସମସ୍ତେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରିବେ । ନାରୀମାନେ ଧର୍ମ କର୍ମ କରିଲେ ପରିବାରର ଲୋକଙ୍କର ଆୟୁଷ ବୃଦ୍ଧି ହୁଏ । ଯେଉଁ ନାରୀ ବିବାହ ପୂର୍ବରୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି ବିବାହ ପରେ ସେମାନେ ପୂଜନୀୟ ହୋଇଥାନ୍ତି । ନାରୀଙ୍କୁ ଧର୍ମର ଧ୍ଵଜା ବୋଲି କୁହାଯାଏ । ଏଥିପାଇଁ ନାରୀମାନେ ଧର୍ମ କାର୍ଯ୍ୟରୁ ବାଦ ପଡିବା ଉଚିତ ନୁହେଁ ।

ଆଜି ଆମେ ଆପଣଙ୍କୁ ସ୍ତ୍ରୀ ର କେଉଁ କାମ ପାଇଁ ସ୍ଵାମୀ ଲକ୍ଷପତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ନାରୀମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ କେଶ ଖୋଲା ରଖିବେ ନାହି । ଏମିତି କରିଲେ ସ୍ବାମୀଙ୍କ ଆୟୁଷ ବୃଦ୍ଧି ହେବା ସହ ବ୍ୟାପାରରେ ଲାଭ ମିଳିଥାଏ । ସ୍ନାନ କରିବେ ନାରୀମାନେ ବିନା ସିନ୍ଦୁରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତି ତେବେ ଭିକାରି ହୋଇଯିବେ । ତେଣୁ ମଥାରେ ସିନ୍ଦୁର ଲଗାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଉଚିତ ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ କଳା ବସ୍ତ୍ର ପିନ୍ଧିବା ଦ୍ଵାରା ଖରାପ ପ୍ରଭାବ ପଡିବା ସହ ଘରେ ଦାରିଦ୍ରତା ଦେଖାଦିଏ । ଓଦା ବସ୍ତ୍ର ରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ନାହି । କାରଣ ଏହା ଘରେ ଖରାପ ପ୍ରଭାବ ପକାଇଥାଏ । ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଅର୍ଘ୍ୟ ଦେବା ପାଇଁ ଶାସ୍ତ୍ରରେ ସର୍ବୋତ୍ତମ ମାନଯାଇଛି । ଅର୍ଘ୍ୟ ଦେବା ସମୟରେ ଜଳପାତ୍ର ରେ ଶୁଦ୍ଧ ପାତ୍ର ନେଇ ତାହାକୁ ସଫା କରିବା ପରେ ଗଙ୍ଗାଜଳ ପକାନ୍ତୁ ।

ତା ପରେ ସୌଭାଗ୍ୟ ପାଇଁ ସିନ୍ଦୁର, ସନ୍ତାନର ବୃଦ୍ଧି ପାଇଁ ଦୁବଘାସ, ଅଖଣ୍ଡ ଖୁସି ଶାନ୍ତି ପାଇଁ ଅରୁଆ ଚାଉଳ, ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ନାଲି ରଙ୍ଗର ଫୁଲ ପକାନ୍ତୁ । ଏହା ପରେ ଏହାକୁ ଅଭିମନ୍ତ୍ରିତ କରନ୍ତୁ ଯେମିତି ଫୁଲ ଦ୍ଵାରା ବା ଅର୍ଘ୍ୟ ପାତ୍ରକୁ ଦୁଇ ହାତରେ ଧରି ଘରର କାମନା କରି ସ୍ମରଣ କରିପାରିବେ । ଅର୍ଘ୍ୟ ପାତ୍ରରେ ନଖ ବୁଡାନ୍ତୁ ନାହି । ଏହା ଦ୍ଵାରା ସର୍ବନାଶ ହୋଇଥାଏ । ଅର୍ଘ୍ୟ ଦେବା ସମୟରେ ନାଇଁକି ଦିଅନ୍ତୁ । ଖରାବେଳେ ସମୟରେ ଠିଆ ହୋଇ ପୂର୍ବ ଦିଗକୁ ମୁଖ କରି ଜଳ ଦିଅନ୍ତୁ ।

ସନ୍ଧ୍ୟାରେ ଆସନରେ ବସି ପଶ୍ଚିମ ମୁଖ ହୋଇ ଅର୍ଘ୍ୟ ଦିଅନ୍ତୁ । ଅର୍ଘ୍ୟକୁ ୩ ଥର କରି ଦେବା ଉଚିତ । ଅର୍ଘ୍ୟ ଦେବା ସମୟରେ ସୂର୍ଯ୍ୟଙ୍କ ୫ଟି ନାମ ଓମ ଆଦିତାୟଃ ନମହ, ଦିବାକରାୟ ନହମ, ମିତ୍ରାୟ ନମହ, ଭାନଭେ ନମହ, ଭାସ୍କରାୟ ନମହ କହି ଦିଅନ୍ତୁ । ଅର୍ଘ୍ୟ ଦେବା ପରେ ମଥା ନୂଆଁଇପ୍ର ଣାମ କରିଲେ ସୂର୍ଯ୍ୟ ଦେବା ତାହା ଗ୍ରହଣ କରିଥାନ୍ତି ।

ଏହା ଦ୍ଵାରା ଆପଣଙ୍କ ଜୀବନରୁ ସବୁ ଦାରିଦ୍ରତା ଦୂର ହେବ ସହ ଧନୀ ହୋଇଥାନ୍ତି । ଅର୍ଘ୍ୟ ଦେବା ପରେ ବଳିଥିବା ଜଳକୁ ନିଜ ଉପରେ ଛିଞ୍ଚି ଦିଅନ୍ତୁ ଓ ପାନ କରନ୍ତୁ । ଏହି ଉପାୟ କରିବା ପରେ ସ୍ଵାମୀ ହୋଇଥାନ୍ତି ଧନବାନ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *