ଘରେ ଏଇଠି ଲଗାନ୍ତୁ ସ୍ୱେତ ଅରଖ ଗଛ, ବର୍ଷା ହେବ ଖାଲି ଟଙ୍କା ପଇସା: Odia Vastu Bichar

ଆପଣ ମାନେ ତ ଜାଣି ଛନ୍ତି କି ଆମେ ମାନେ ଆମ ଚାରି ପାଖକୁ ସଫା ରଖିବା ପାଇଁ ଓ ଏହାକୁ ସୁନ୍ଦର ରଖିବା ପାଇଁ । ବିଭିନ୍ନ ପ୍ରକାର ଗଛ ଲଗାଉ । ତେବେ ଏହା ପରିବେଶ କୁ ସୁରକ୍ଷା ପ୍ରଦାନ କରିବା ସହ ଏହା ଆମ କୁ ଅନେକ ରୋଗ ରୁ ମୁକ୍ତି ଦେଇ ଥାଏ ।

ଆପଣ ମାନେ ଜାଣିଥିବେ କି ଏହାକୁ ଆମେ ଖାଇବା ପାଇ ବ୍ୟବହାର କରୁ । ଏହା ସହ ଆମକୁ ଏହା ଔଷଧ ମଧ୍ୟ ଯୋଗାଇ ଥାଏ । କେବଳ ସେତିକି ନୁହେଁ । ଆମେ କରୁଥିବା କାମ ଅନୁସାରେ ଦେଖିବା ପାଇଁ ଗଲେ ଆମେ ଏହାକୁ ଆମ ଘରର ଆସବା ପତ୍ର ପାଇଁ ମଧ୍ୟ ବ୍ୟବହାର କରୁ । ଏହା ଭିତରୁ ଅନେକ ଗଛ ଅଛି ଯାହାକୁ ଆମେ ବାସ୍ତୁ ଦୋଷ ନିବାରଣ ପାଇଁ ବ୍ୟବହାର କରୁ ।

ଏହି ଗଛ କୁ ଲଗାଇବା ଦ୍ଵାରା ଅନେକ ଭଲ ଫଳ ମିଳିଥାଏ ବୋଲି ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା କି ଶ୍ଵେତ ଅରଖ ଗଛ ଲଗାଇବା ଦ୍ଵାରା ଆମ ଘରେ କି ପରିଣାମ ମିଳି ଥାଏ । ଆସନ୍ତୁ ତାହେଲେ ଜାଣିବା । ଆପଣ ମାନେ ଜାଣିଥିବେ କି ସେମାନେ ଆମେ ଯଦି କିଛି ଘର କିମ୍ବା ଦୋକାନ ଘରର ଶୁଭାରମ୍ଭ କରୁ ତେବେ ଦେଖୁକି ଆମେ ଭଗବାନ ଗଣେଶ ଙ୍କ ଆରାଧନା କରାଯାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଦୁଇ ପ୍ରକାର ଗଛ ଅଛି ଏକ ଧଳା ଅରଖ, ନୀଳ ଅରଖ । ଧଳା ଅରଖ ଗଛରେ ଭଗବାନ ଗଣେଶ ଙ୍କ ବାସ ଥାଏ ବୋଲି କୁହା ଯାଉଛି । ତେଣୁ ଯଦି ଆପଣ ଏହାକୁ ଘର କିମ୍ବା କାରଖାନା, ଦୋକାନ ଘର ପାଖରେ ରଖିକି ପୂଜା କରିବେ ତାହେଲେ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଏହା ଅମୂଳରେ କ୍ଷୀର ଓ ଜଳ ଅର୍ପଣ କରିବା ଦ୍ଵାରା ଆମେ ଭଗବାନ ଗଣେଶ ଙ୍କୁ ପ୍ରସନ୍ନ କରି ପାରିବା ।

କୁହା ଯାଏ କି ଭଗବାନ ଗଣେଶ ଯେଉଁ ଜାଗାରେ ଅଛନ୍ତି ସେହି ଜାଗରେ କିଛି ଭି ଅସୁବିଧା ଆସି ନଥାଏ । ସେ ହେଉଛନ୍ତି ବିଘ୍ନ ହର୍ତା ଯାହା ଦ୍ଵାରା ଆପଣଙ୍କ ଘର ଭିତରେ ଥିବା ନାକାରାତ୍ମକ ଶକ୍ତି କୁ ଏହା ଖଣ୍ଡନ କରି ଦେଇ ଥାଏ । ଏହା ସହ ଆପଣ ଙ୍କ ଘରେ ବୁଦ୍ଧି, ସିଦ୍ଧି, ଲକ୍ଷ୍ମୀ, ଶୁଭ, ଲାଭ, ର ଆଗମନ ହୋଇ ଥାଏ । ଯେଉଁ ମାନଙ୍କ ଘରେ କେହି ସୈନ୍ୟ ବିଭାଗରେ ଚାକିରି କରୁଛନ୍ତ ସେମାନେ ନିଆଚିତ ଭାବେ ଏହି ଗଛ କୁ ଲଗାଇବା ଦରକାର ।

ଏହାକୁ ଲଗାଇବା ଦ୍ଵାରା ଶତ୍ରୁ ଦୋଷ, ମୃ-ତ୍ୟୁ ଦୋଷ, ଶ୍ମଶାନ ଭୟ, ତନ୍ତ୍ର ମନ୍ତ୍ର ଆଦି ଗୃହରେ ପ୍ରବେଶ କାରୀ ପାରି ନଥାଏ । ଏହା ସହ ଆପଣଙ୍କ ଘରେ ଥିବା ଝଗଡା ଓ ଅସାନ୍ତି ମଧ୍ୟ ସମାପ୍ତ ହୋଇଯିବ । ଯଦି ଘର କରିବା ସମୟରେ ଆମର କିଛି ବାସ୍ତୁ ଦୋଷ ପାଇଁ ଏହା ଅଟକି ଯାଇ ଟିଏଚବି ଏହି ଗଛ ଲଗାଇ ପୂଜା କାଲେ ଏହା ସମ୍ପୂର୍ଣ ହୋଇ ଜୀବ । ଏହି ଗଛ କୁ ଆଇସୋନ୍ୟ କୋଣ କିମ୍ବା ତୁଳଶି ଗଛ ପାଖେ ମଧ୍ୟ ରଖୀ ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *