ଭୁଲରେ ବି ବାହା ହୁଅନ୍ତୁ ନାହିଁ ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ? ନଚେତ ସାରାଜୀବନ ପସ୍ତେଇବେ

ପ୍ରତେକ ଲୋକ ତା ଜୀବନରେ ଏକ ଭଲ ଜୀବନ ସାଥି ଚାହାଁନ୍ତି । ଯଦି ଆମେ ଦେଖିବା ପାଇଁ ଯିବା ତ କିଛି ଜଣଙ୍କ ଭାଗ୍ୟ ଖୁବ ଭଲ ଥାଏ ଯାହା ପାଇଁ ସେମାନେ ଭଲ ଜୀବନ ସାଥି ପାଇ ଥାନ୍ତି । ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି କିଛି ଜଣ ଏଭଳି ମଧ୍ୟ ଅଛନ୍ତି ।

ଯେଉଁ ମାନେ ନିଜ ପରିବାର ଓ ନିଜ ଭିଆତ୍ରେ ଖୁବ ଭଲ ତାରତମ୍ୟ କରେଇ ପାରି ଥାନ୍ତି । ତେବେ ଆପଣ ମାନେ କେବବେ ଭି ତିନୋଟି ରାଶିର ପୁଅଙ୍କୁ ବିବାହ କରନ୍ତୁ ନି କାରଣ ସେମାନେ ନିଜର ଦାଇତ୍ଵ ଠିକ ସେ କରି ପାରି ନ ଥାନ୍ତି । ଆମେ ସାଧାରଣ ଭାବେ ବିବାହ ଆଗରୁ ପୁଅ ଓ ଝିଅ ର ଜାତକ ଦେଖି ଥାଉ । ସେହି ଥିରୁ ସେମାନଙ୍କ ବିଷୟରେ ଜଣା ପଡିଥାଏ । ଆପଣ ଯଦି ଦେଖିବା ପାଇଁ ଯିବେ ତ ଜାଣି ପାରିବେ କି ଏହା ବିବାହ ପରେ ଜଣା ପଡିଥାଏ ।

ତେବେ ଏମାନେ ଦେଖିବା ପାଇଁ ଏତେ ସୁନ୍ଦର ହୋଇ ଥାନ୍ତି କି ସେମାନଙ୍କୁ ଦେଖିବା ମାତ୍ରେ କେହି ଭି ତାଙ୍କ ଆଡକୁ ଟାଣି ହୋଇ ଯାଇଥାଏ । ଆପଣ ଦେଖିବା ପାଇଁ ଯେବେ ତ ଜାଣି ପାରିବେ କି ଏହା ଏକ ଭୁଲ ଡିସିସନ । କିନ୍ତୁ ଏହାକୁ ଜାଣିବା ପାଇଁ ଆପଣଙ୍କୁ ବହୁତ ସମୟ ଲାଗି ଜୀବ । ତେବେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ କି କେଉଁ କେଉଁ ରାଶି ମାନଙ୍କ ଠାରୁ ନିଜକୁ ଦୂରେଇ କି ରଖିବେ ।

ପ୍ରଥମ ରାଶି ହେଉଛି ମୀନ ରାଶି ଏହି ରାଶି ର ଲୋକମାନେ ଏହି ରାଶିର ଲୋକମାନଙ୍କୁ ଝିଅ ମାନେ ପ୍ରତହମ ନଜର ରେ ହିଁ ପସନ୍ଦ କରି ଥାନ୍ତି । ଦ୍ବିତୀୟରେ ନାମ ଆସେ କନ୍ୟା ରାଶି ଏହି ରାଶିର ଲୋକମାନେ ନିଜ ସ୍ତ୍ରୀ ମାନଙ୍କୁ ସବୁ ବେଳେ ନିଜ ତଳେ ରଖିବା ପାଇଁ ଚାହାଁନ୍ତି । ସେମାନେ ଚାହାଁନ୍ତି କି ସେମାନେ ସବୁ ବେଳେ ତାଙ୍କ ଉପରେ ନଜର ରାଖୀ ଥାନ୍ତି ଏହି ଗୁଣ ପାଇଁ ତାଙ୍କର ସ୍ତ୍ରୀ ମାନେ ତାଙ୍କୁ ପସନ୍ଦ କରି ନ ଥାନ୍ତି ।

ସ୍ତ୍ରୀ କୁ ସବୁ ବେଳେ ସମାନ ଦେବା ଉଚ୍ଚିତ । ଏହା ସହ ସ୍ତ୍ରୀ କୁ ସବୁ ବେଳେ ଫ୍ରୀ ଛାଡିବା ମଧ୍ୟ ଆବଶ୍ୟକ ଅଟେ କିଛି ଲୋକ ଏମାନଙ୍କ ଏହି ଗୁଣ ପାଇଁ ନ୍ଯାଯ ଝିଅ କୁ ବାହା ଦେବା ପାଇଁ ମନା କରି ଦେଇ ଥାନ୍ତି । ଏହା ପରେ ନାମ ଆସେ ବୃଷ ରାଶି ଏହି ରାଶିର ଲୋକ ମାନେ ଖୁବ ଶାନ୍ତ ସ୍ଵଭାବ ର ହୋଇ ଥାନ୍ତି ସେମାନେ କେବେ ଭି ନିଜ ସ୍ତ୍ରୀ କୁ ହଇରାଣ କରି ନଥାନ୍ତି କି କିଛି କହି ମଧ୍ୟ ନଥାନ୍ତି ।

କିନ୍ତୁ ସେମାନଙ୍କୁ ରୋମାନ୍ସ କରିବା ଆସେନି ଶେଥି ପାଇଁ ସେମାନଙ୍କ ସ୍ତ୍ରୀ ମାନେ ତାଙ୍କୁ ପସନ୍ଦ କରି ନଥାନ୍ତି କିନ୍ତୁ ଏମାନେ ଖୁବ ବୁଦ୍ଧି ମାନ ହୋଇ ଥାନ୍ତି ଓ ସବୁ ସମସ୍ୟାର ସମାଧାନ ଖୁବ ଭାବି ଚିନ୍ତି କରିଥାନ୍ତି । ଆପଣ ଯଦି ଏହି ମାନଙ୍କ ମଧ୍ୟରୁ କାହାକୁ ଜୀବନ ସାଥି କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ତାଙ୍କର ଏହୁ ଗୁଣ କୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *