ପିମ୍ପୁଡ଼ି ଆପଣଙ୍କୁ କରିପାରେ କୋଟିପତି ବାସ କରନ୍ତୁ ଏହି କାମ

ଆମ ସମସ୍ତଙ୍କ ଘରେ ପିମ୍ପୁଡି ଦେଖା ଯାଏ । ତେବେ ଆମେ ଏହାକୁ ଦୂର କରିବା ପାଇଁ ଚେଷ୍ଟା କରି ଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏମମାନେ ଆମକୁ ସଂକେତ ଦେଇଥାନ୍ତି ? ଆପଣ ମାନେ ନିଜ ଘରେ ଥିବା ପିମ୍ପୁଡି କୁ ଅନ୍ୟ ଅନ୍ୟ ଜାଗାରୁ ବାହାରୁ ଥିବାର ଦେଖୁଥିବେ ।

କିନ୍ତୁ ଏହାର ମାନେ ମଧ୍ୟ ଅଲଗା ଥାଏ । ଏମାନେ ଗରିବ କୁ ଭି ଧନୀ କରି ଦେଇ ଥାନ୍ତି । ଆପଣଙ୍କ ଘରୁ ବାହାରୁଥିବା ଅପିମ୍ପୁଡି କୁ ଦେଖିକି ଆପଣ ଜାଣି ପାରିବେ କି ଏହା ଆପଣଙ୍କୁ କଣ ସଂକେତ ଦେବା ପାଇଁ ଯାଉଛି । ତେବେ ଏହା ପାଇଁ ଆମକୁ ଏହାର ରଙ୍ଗ ଉପରେ ଧ୍ୟାନ ଦେବା ପାଇ ପଡିବ । ଆଜି ଆମେ ଶି ବିଷୟରେ କହିବା ପାଇଁ ଯାଉଛୁ । ଯଦି ଆପଣଙ୍କ ଘରେ ନାଲି ପିମ୍ପୁଡି ଦେଖା ଯାଉଛି ତେବେ ଜାଣି ନିଅନ୍ତୁ କି ଏହା ନିଜ ସହ କରଜ ନେଇକି ଆସିଛି ।

ତେଣୁ ଆପଣ ଏହି ପାଇଁ ସାବଧାନ ହୋଇ ଯାଅନ୍ତୁ ନହେଲେ ଆପଣଙ୍କୁ କରଜ କରିବା ପାଇଁ ପଡିବ । କିଛି ଲୋକ ନାଲି ପିମ୍ପୁଡିକୁ ଦେଖିବା ପରେ ଏହାକୁ ମାରି ଦେଈ ଥାନ୍ତି । କିଛି ଲୋକ ଅନେକ ଚେଷ୍ଟା କରନ୍ତି କି ସେମାନେ ନାଲି ପିମ୍ପୁଡି କୁ ମାରିଦେବେ ଏହା ଦ୍ଵାରା ଆପଣଙ୍କ ମୁଣ୍ଡରେ ଜୀବ ହତ୍ୟା ର ପାପ ଲାଗିବା ସହ ଆହୁରି ସମସ୍ଯା ମଧ୍ୟ ବଢି ଯାଇ ଥାଏ ।

ତେଣୁ କରି ଆପଣ ଏହାକୁ ମାରିବା ବିଷୟରେ ନ ଭାବି ଏହାକୁ ନିଜ ପାଖରୁ କିଭଳି ଦୂର କରିବେ ଚେଷ୍ଟା କରନ୍ତୁ । ଏମାନେ ଅଶୁଭ ର ପ୍ରତୀକ ନୁହଁନ୍ତି କାରଣ ଏମାନେ ଆମକୁ ବିପଦ ଆଗର ସଂକେତ ଦେଇ ଦେଇଥାନ୍ତି । ଆପଣ ଯଦି ସଠିକ ଉପାୟ କରିବେ ତାହେଲେ ଆପଣ ଦେଖିବେ କି ଆପଣଙ୍କ ଘରୁ ପିମ୍ପୁଡି ଚାଲି ଯିବେ ।

ଆପଣ ଏକ ଲେମ୍ବୁ ଆଣିକି ଏହାକୁ କାଟିକି ଦୁଇ ଫାଳ କରି ଦିଅନ୍ତୁ । ଏହା ପରେ ଆପଣ ଏହାକୁ ପିମ୍ପୁଡି ହେଉଥିବା ଜାଗାରେ ଚିପୁଡି ଦିଅନ୍ତୁ । ଦେଖିବେ ପିମ୍ପୁଡି ଆପଣଙ୍କ ଘରୁ ଚାଲିଯିବ ଓ ଆପଣ ଙ୍କ କରଜ ମଧ୍ୟ ହେବାର ଥିଲେ ଅଟକି ଜୀବ । ଲେମ୍ବୁ ଜାଗାରେ ଆପଣ ଲବଙ୍ଗ କିମ୍ବା ତେଜ ପାତ୍ର ପକେଇ ପାରିବେ । ଯଦି କଳା ପିମ୍ପୁଡି ଆପଣଙ୍କ ଘରେ ହେଉଛି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ସମୟ ଭଲ ଚାଲିଛି ।

ଯଦି ସେମାନେ ନିଜ ସହ କିଛି ଖାଦ୍ଯ ନେଇକି ଯାନ୍ତି ତେବେ ଆପଣ ଜଣାଇ ନିଅନ୍ତୁ କି ଏହା ଶୁଭ ପରିଣାମ ଦେବ । ଯଦି ଆପଣଙ୍କ କାମ ଅଟକି ଯାଇଛି ତ ଆପଣ କିଛି ଅଟା ଓ ଚିନୀ ମିଶେଇକି ସେମାନଙ୍କୁ ଦିଅନ୍ତୁ ଦେଖିବେ ଆପଣଙ୍କ କାମ ହୋଇଯିବ । ତେବେ ଏହା ସହ ଯଦି ମନରେ କିଛି କାମନା ଅଛି ତାହା ମଧ୍ୟ ପୂରଣ ହୋଇ ପାରିବ ଏହି ଉପାୟ କରିବା ଦ୍ଵାରା ।

Leave a Reply

Your email address will not be published. Required fields are marked *