ଶ୍ରାବଣ ବଡ ଶୁକ୍ରବାର, ଗାଇକୁ ଖୁଆଇ ଦିଅନ୍ତୁ ଏହି 1 ଜିନିଷ, ରୋଡପତି ବି ହୋଇଯିବେ କୋଟିପତି

ଶ୍ରାବଣ ମାସରେ ଏକ ପର୍ବ ଆସେ ଏହାକୁ ତିଜ ବୋଲି କୁହା ଯାଏ । କିଛି ଜଣ ଏହାକୁ ହରିୟାଳି ତିଜ ବୋଲି ମଧ୍ୟ କହି ଥାନ୍ତି । ଯଦି ଦେଖିବା ପାଇଁ ଯିବା ତ ଏହି ତିଜ କୁ ସାଧାରଣତଃ ଭାବେ ରାଜସ୍ଥାନ, ହରିୟାନା, ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ପାଳନ କରାଯାଏ ।

କିଛି ଜଣ ଏହାକୁ ସିଂଘାରା ତିଜ କୁହାଯାଏ । ଏହି ବ୍ରତ କରିବା ଦ୍ଵାରା ଅଖଣ୍ଡ ସୌଭାଗ୍ୟ ପାପ୍ତି ହୁଏ ବୋଲି କୁହା ଯାଏ । ଏହି ଦିନ ଶଧବା ମହିଳା ମାନେ ନିଜର ସ୍ବାମୀର ମଙ୍ଗଳ କାମନା କରିକି ବ୍ରତ ରଖୀ ଥାନ୍ତି । ଶ୍ରାବଣ ମାସରେ ସବୁ ଆଡେ ସବୁଜିମା ରେ ପରିପୂର୍ଣ ପରିବେଶ ପାଇଁ ଏହାକୁ ହରିୟାଲି ତିଜ କୁହାଯାଏ । ଏହି ଦିନ ବିବାହିତ ମହିଳା ମାନେ ତାଙ୍କ ଘରୁ ଭାର ଆଣିଥାନ୍ତି ଜେଭଳିକି ସାବିତ୍ରୀ ରେ ହୋଇ ଥାଏ ।

ଏହି ଦିନ ମହିଳା ମାନେ ନିର୍ଜଳା ଉପବାସ କରିଥାନ୍ତି । ସଂଧ୍ୟାରେ ଭଗବାନ ଶିବଙ୍କ ଓ ମା ପାର୍ବତୀ ଙ୍କ ଆରାଧନା କରିବା ପରେ । ଚନ୍ଦ୍ରମା କୁ ଜଳ ଦେଇ ସାରିବା ପରେ କିଛି ଛତୁ ଚକଟା କରିକି ଖାନ୍ତି । ଏହି ଦିନ ସକାଳଉ ଉଠିବା ପରେ ସ୍ନାନ ସାରିକି ମହିଳା ମାନେ ବାଲିରେ ଶିବ ଓ ପାର୍ବତ୍ତି ଙ୍କର ପ୍ରତିମା କରିକି ପୂଜା କରିଥାନ୍ତି । ଏହା ପରେ ଶିବ ଜି ଙ୍କୁ ବିଭିନ୍ନ ପ୍ରକାର ଫୁଲ ଫଳ ଅର୍ପଣ କରିବା ସହ ।

ମା ପାର୍ବତୀ ଙ୍କୁ ସବୁ ପ୍ରକାର ଶିଂଗାର ରେ ସଜେଇ ଥାନ୍ତି । ଏହି ଦିନ ପୂଜା ଥାଳି ଦୁଇ ପ୍ରକାର ହୋଇ ଥାଏ । ଏହି ଦିନ ନିଜକୁ ସଜେଇବା ସହ ମହିଳା ମାନେ ମା ପାର୍ବତୀ ଙ୍କୁ ମଧ୍ୟ ସଜେଇ ଥାନ୍ତି । ମହିଳା ମାନେ ଏହି ପୂଜା କୁ ନିଜ ପରିବାର ଓ ସ୍ବାମୀର ମଙ୍ଗଲ କାମନା କରିକି ଆରମ୍ଭ କରି ଥାନ୍ତି ପୂଜା ଶେଷରେ ମହିଳା ମାନେ ନିଜ ସ୍ଵାମୀ ଙ୍କ ହାତରୁ ହିନ ଖାଦ୍ଯ ଗ୍ରହଣ କରି ଥାନ୍ତି । ଆପଣ ଏହି ଦିନ ଅନେକ ମନ୍ତ୍ର ଜପିବା ଭଲ ।

ଜପ କରିବା ପାଇଁ ଅନେକ ମନ୍ତ୍ର ଅଛି ଆପଣ ଯେଉଁ ମନ୍ତ୍ର କୁ ନିର୍ଭୁଲ ଭାବେ ଜପ କରି ପାରିବେ ତାକୁ ଜପ ଆରମ୍ଭ କରିବେ । ଏହି ଦିନ ଆପଣ ସ୍ଵାମୀ ଙ୍କୁ ମଧ୍ୟ ପୂଜା କରିବେ । ପୂଜା ଆରମ୍ଭ ହେବା ପୂର୍ବ ରୁ ନୂଆ ବସ୍ତ୍ର ଧାରଣ କରିବା ପରେ ଆପଣ ନିଜ ସ୍ଵାମୀ ଙ୍କୁ ମୁଣ୍ଡିଆ ମାରିବେ । ଏହି ଦିନର ସବୁ ଠାରୁ ବଡ କଥା ହେଲା ଆପଣ ପୂଜା ଅଶେଷ ପରେ ଗାଇକୁ କଣ ଖାଇବା ପାଇଁ ଦେବେ । ଏହି ଦିନ ଗୁଡ ସହ ରୁଟି ଖାଇବା ପାଇଁ ଦେଲେ ଗାଈ ମାନଙ୍କୁ ଖୁବ ଭଲ ପରିଣାମ ମିଳିଥାଏ ।

ଯଦି କିଛି ନ ପାଇବେ ଆପଣ ଏହି ଦିନ ଗାଇକୁ ଘାସ ଦେବା ମଧ୍ୟ ଖୁବ ଲାଭଦାଇ ହେବ । ଏହି ଦିନ ଆପଣ ଭଗବାନ ଶିବଙ୍କ ଓ ପାର୍ବତୀ ମା ଙ୍କୁ ପୂଜା କରୁଥିବା ରୁ କାହା ଉପରେ ରାଗିବା, ଝଗଡା କରିବା, ରୁଷିବା, ଶୋଇବା, ଆଳଷ୍ୟ କରିବା ଭଳି କମ୍ମା ଠାରୁ ନିଜକୁ ଦୂରେଇ ରଖନ୍ତୁ । ମାନ୍ୟତା ଅଛି କି ଏହି ଦିନ ପାର୍ବତୀ ମା ଓ ଶିବ ଜିଙ୍କର ପୁନର ମିଲନ ହୋଇ ଥିଲା । ଏହି ଦିନ ପୂଜା ଅକରିବା ପରେ ଆପଣ ମାନେ ଉପହାର ଦେବାର ପ୍ରଥା ମାଧେ ଅଛି ଏହି ଦିନ ସାସୁ ବହୁକୁ ଓ ବହୁ ସାସୁ କୁ ଉପହାର ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *