ଦୀପାବଳି ଦିନ ଏହି ଭୁଲ୍ କାମ କଲେ – ସ୍ୱାମୀ ହୋଇଜିବେ ଭିକାରୀ

ଆଗକୁ ଆସୁଛି ଦୀପାବଳି ପର୍ବ ଏହି ଦିନ ଆମେ ମା ଲକ୍ଷ୍ମୀ ଙ୍କ ଆରାଧନା କରିଥାଉ । ତେଣୁ ଆମେ ସବୁ ପ୍ରକାର ଆୟୋଜନ କରୁ ମା ଲକ୍ଷ୍ମୀ ଙ୍କ ସ୍ଵାଗତ ପାଇଁ ହେଲେ ଏହି ଭଳି କିଛି କମ କରିବା ଅନୁଚିତ ହୋଇ ଥାଏ ଏହି ଦିନ ଯାହାକୁ କରିବା ଦ୍ଵାରା ଆପଣଙ୍କ ସ୍ଵାମୀ ଗରିବ ହୋଇଯିବେ । ଆମେ ଯଦି ଏହାକୁ କରିବା ତ ଆମକୁ ଭିକାରି ହେବା ପାଇଁ କେହି ଅଟକାଇ ପାରିବେ ନି । ଆମେ ଯେତେ ଅଧିକ ଟଙ୍କା ରୋଜଗାର କାଲେ ମଧ୍ୟ ଆମେ ଆମେ ଟଙ୍କା ସଞ୍ଚୟ କରି ପାରିବା ନି ।

ଦୀପାବଳି ଦିନ କେବେ ହେଲେ ଘରକୁ ଅପରିଷ୍କାର କରନ୍ତୁ ନି । ଏହି ଭଳି କାଲେ ମା ଲକ୍ଷ୍ମୀ ଘରକୁ ପ୍ରବେଶ କରିବେ ନି । ଆପଣ ଯଦି ଦୀପାବଳି ଦିନ ମା ଙ୍କୁ ଘରକୁ ଆଣିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ କେବେହେଲେ କଲି ଝଗଡା କରନ୍ତୁ ନି ଏହି ଦିନ । ମନରେ ଥିବା ରାଗ ରୁଷା ଓ ଅଭିମାନ ଓ ଅହଂକାର କୁ ଆପଣ ନିଜ ମନରୁ କାଢି ଦିଅନ୍ତୁ । ମନକୁ ପ୍ରଫୁଲ୍ଲିତ ରଖନ୍ତୁ । ଏହି ଦିନ ମ-ଦ୍ୟ ପାନ କରନ୍ତୁ ନି କିମ୍ବା ନଯା କିଛି ନିଶା ଦ୍ରବ୍ଯର ସେବନ କରିବା ମଧ୍ୟ ଅନୁଚିତ ଅଟେ ଏହି ଦିନ । ଏହା ସହ ଆପଣ ନିଜ ପରିବାର ରେ ଥିବା ଛୋଟ ପିଲାଙ୍କ ସହ ଯଦି କରି ସେମାନଙ୍କୁ କନ୍ଦେଇବା ମଧ୍ୟ ଭଲ କଥା ନୁହେଁ ।

ଆପଣ ଜାଣି ଥିବେ କି ଝାଡୁ ହେଉଛି ମା ଲକ୍ଷ୍ମୀ ଙ୍କ ପ୍ରତୀକ ଦୀପାବଳି ଦିନ ଏହାକୁ ଲୁଚେଇକି ରଖନ୍ତୁ । ଏହାକୁ ଆପଣ ଦେଖିବେ କି ଏହି ଜାଗାରେ ରଖିବେ ଯେଉଁ ଜାଗାରେ ଆପଣଙ୍କ ପାଦ କିମ୍ବା ବାହାର ଲୋକର ଦ୍ରୁଷ୍ଟି ନଆଶିବ । ଏହା ପରେ ହେଉଛି କି ଆପଣ ଦୀପାବଳି ଦିନ ସଂଧ୍ୟା ସମୟରେ ଶୋଇବା ମନା ହୋଇ ଥାଏ । ଆପଣ ଏହି ଦିନ ଶୋଇବା ଦ୍ଵାରା ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇ ନଥାଏ ଏହାର କାରଣ ହେଉଛି କି ଆପଣ ଆଳାଶୟର ଶିକାର ହୋଇ ଥାନ୍ତି ।

ତେଣୁ ଏହି ଦିନ ଆପଣ ଶୋଇବା ଭଲ କଥା ନୁହେଁ । ଆପଣ ମା ଲକ୍ଷ୍ମୀ ଙ୍କ ପାଇଁ କିଛି ଭୋଗ କରି ପାରିବେ ଏହି ଦିନ । ଏହି ଦିନ ଆପଣ ଘରକୁ ସଫା କରିବା ସହ ଆଲୁଅ ରେ ସଜାନ୍ତୁ । ଆପଣ ଯଦି ଅନ୍ଧାର କରି ରଖିବେ ସେହି ଜାଗାକୁ ମା ଲକ୍ଷ୍ମୀ ଙ୍କ ଆଗମନ ହେବ ନି । ଆପଣ ଯଦି ଏହି ଦିନ ଜୁଆ ଖେଳିବେ କିମ୍ବା କାହାକୁ ଧାର ଦେବେ ଏହା ମଧ୍ୟ ଭଲ ହୋଇ ନଥାଏ ଏହି ଦିନ ପାଇଁ । ଏହା ହେଉଛି ଆଲୋକ ର ପର୍ବ ତେଣୁ ଆପଣ ସବୁଆଡେ ଦୀପ ଜଳାଇ ଏହାକୁ ଉଜାଗର କରନ୍ତୁ ।

Leave a Reply

Your email address will not be published. Required fields are marked *