ଦୀପାବଳି ପୂର୍ବରୁ – ଘରୁ ବାହାର କରନ୍ତୁ ଏହି ୧୦ଟି ଜିନିଷ, ନହେଲେ ଗରିବ ହୋଇଜିବେ

ଦୀପାବଳି ହେଉଛି ଆଲୋକର ପର୍ବ ଏହି ଦିନ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ଆମ ଜୀବନରେ । ଆମ ପ୍ରତେକ ଙ୍କ ଘରେ ଏହାକୁ ନେଇ ଅନେକ ଆନନ୍ଦ ଆସିଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଦୀପାବଳି ଆସିବା ଆଗରୁ ଆମେ କେଉଁ କେଉଁ ଜିନିଷ କୁ ଘରୁ କାଢିଦେବା ଦରକାର ହୋଇ ଥାଏ । ଏହାକୁ କାଢିବା ଦ୍ଵାରା ଆମ ଜୀବନରେ କଣ କଣ ଖୁଶି ଆଶିଛି । ଆଜି ଆମେ କହିବା ପାଇଁ ଯାଉଥିବା ଜିନିଷ କୁ ଆପଣ ନିଜ ଜୀବନରୁ କାଢି ଥରେ ଦେଖନ୍ତୁ ଜାଣି ପାରିବେ କି ଆପଣ କଣ ଫାଇଦା ପାଇବେ ।

ଆସନ୍ତୁ ଜାଣିବା ଏହି ବିଷୟରେ । ଆପଣ ଯଦି ଏହା କରିବା ମା ଲକ୍ଷ୍ମୀ ଙ୍କ ଆଗମନ ରହିବ ଆପଣଙ୍କ ଉପରେ । ଆପଣଙ୍କ ଘରେ ଥିବା ଛିଣ୍ଡା କପଡା ଏହାକୁ ଆପଣ କାହାକୁ ଦାନରେ ଦେଇ ଦେବା ଦରକାର ଏହା କୁ ଆପଣ କାହାକୁ ଦେବା ଠିକ ହେବ କିମ୍ବା ଏହାକୁ ଆପଣ ଅନ୍ୟ କେଉଁ କାମରେ ବ୍ୟବହାର କରିବା ଭଲ ହୋଇ ଥାଏ । ଏହା ପାଇଁ ଆପଣ ଦୀପାବଳି ଆଗରୁ ନିଜ ଘରେ ଥିବା ସବୁ ପ୍ରକାର ଛିଣ୍ଡା କପଡା କୁ ନେଇକି ଆପଣ କାହାକୁ ଦାନ ଦେଇ ଦିଅନ୍ତୁ । ଏହା ପରେ ଆସେ ଦେବା ଦେବତା ଙ୍କ ମୂର୍ତ୍ତି କିମ୍ବା ଛିଣ୍ଡା ଫଟ । ଏହାକୁ ଆପଣ କେଉଁ ନଦୀରେ ପ୍ରବାହିତ କରିବା ଶୁଭ ହୋଇ ଥାଏ ।

କାରଣ ଏହାକୁ ଆପଣ ଯଦି ଘରେ ରଖିବେ ଏହା ଆପଣଙ୍କ ପାଇଁ ସମସ୍ଯା ଆଣିଦେବ । ଏହା ସହ ଘର ଛାତରେ ଥିବା ମଇଳା । ଏହା ଆପଙ୍କ ଘରରେ ଥିବା ଅଖରାପ ଶକ୍ତି କୁ ବଢାଇ ଦେଇ ଥାଏ । ଯଦି ଆପଣ ଏହାକୁ ସଫା ନ କରିବେ ତେବେ ଆପଙ୍କ ପ୍ରଗତି ରେ ବାଧା ହୋଇ ପାରେ । ଆପଣ ଏହା ସହ ଛାତରେ ଫାଲ୍ତୁ ଜିନିଷ ରଖିବେ ନି । ଆପଣ ଯେଉଁ ପରଶ ରଖିଛନ୍ତି ତାକୁ ଆପଣ କେବେହେଲେ ନିଜ ପାଖରୁ ଦୂରେଇ ରଖିବା ଉଚିତ ନୁହେଁ । ଆପଣ କୁବେର ଭଗବାନ ଙ୍କ ଫଟ କୁ ନିଜ ପର୍ଶ ରେ ରଖିବା ସହ ମାତା ଲକ୍ଷ୍ମୀ ଙ୍କ ଫଟ କୁ ଆପଣ ନିଜ ଘରେ ଥିବା ସିନ୍ଧୁକ କିମ୍ବା ଧନ ଥିବା ଜାଗରେ ରଖିବା ଭଲ ହୋଇ ଥାଏ ।

ଏହା ସହ ଆପଣ ନିଜ ପର୍ଶ ଛିଣ୍ଡା ହୋଇ ଥିଲେ ଏହାକୁ ଧରିବା ଠାରୁ ଭଲ ଆପଣ ଏହାକୁ ନଧରିବା । କେତେଲୋକ ମାନେ ନିଜ ଘରେ ଅନାବଶ୍ୟକ ପଥର କିମ୍ବା ମୁଦି ରଖନ୍ତି ଏହାକୁ ଆପଣ ଆଗ କାଢି ଦିଅନ୍ତୁ । ଏହା ସହ ଆପଣ ଘରେ ଥିବା ଭଙ୍ଗା ଜିନିଷ କୁ କାଢି ଦେଇ ତନ୍ତୁ । ଏହା ଅପରେ କଣ୍ଟା ଥିବା ଗଛ, ପଶୁ ମାନଙ୍କ ଚିତ୍ର, ତାଜମହଲ, ବୁଡୁଥିବା ଡଙ୍ଗାର ଫଟ କୁ ଘରେ ରଖନ୍ତୁ ନି । ଘର ଭଙ୍ଗା ଆଲମାରି କୁ କାଢି ଦିଅନ୍ତୁ । ବିନା କାରଣରେ ଆପଣ ଆପଣ ଅସାନ୍ତି ହୋଇ ଥାଏ । ଭଙ୍ଗା ସୋଫା ଆଦି କୁ ବାହାର କରି ଦିଅନ୍ତୁ ଏହା ସହ ଆପଣ ବୁଢ୍ହିଆଣୀ ଜାଲ ମଧ୍ୟ ସାଫା କରିବା ଦରକାର ଅଟେ ।

Leave a Reply

Your email address will not be published. Required fields are marked *