ନୂଆ ବର୍ଷ ନୂଆ ଦିନ ନୂଆ ମନ କାହାକୁ ଭଲ ନ ଲାଗେ । ଆମେ ଯଦି କହିବା କି ଏହି ନୂଆ ବର୍ଷ ର ରାଶି ଫଳ ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ମାନେ ସାରା ବର୍ଷ ଆପଣଙ୍କ ପାଇଁ କିଭଳି ରହିବ ଆପଣ ଜାଣି ପାରିବେ । ଆଜି ଆମେ କହିବ ଅପାଇନ ଯାଉଥିବା 12 ଟି ରାଶି ଉପରେ କ୍କିଭଳି ପ୍ରଭାବ ରହିବ ଏହା ଆମେ ଦେଖିବା ।
ମେଷ ରାଶି – ଆପଣଙ୍କ ପାଇଁ ବର୍ଷ ଟି ଖୁବ ଭଲ ଅଛି ଆପଣ ଯାହାକୁ ଚାହିଁବେ ତାକୁ ବିବାହ କରି ପାରିବେ । ଏହି ସମୟରେ କିଛି ନୂଆ କମ ଆରମ୍ଭ କରି ପାରିବେ । ବ୍ୟାପର ରେ ନୂଆ ଧନ ନିବେଶ ପାଇଁ ସମୟ ଅନୁକୂଳ ଅଟେ ।
ବୃଷ ରାଶି – ଆପଣ କିଛି ଭି କରନ୍ତୁ ଏହା ସଫଳ ହେବା କଥା ହେବ ନିଶ୍ଚିତ ଭାବେ । ଆପଣ ଯଦି କିଛି ନୂଆ ଜାଗାକୁ ଯିବା ପାଇଁ ଚାହୁଁ ଛନ୍ତି ଏହା ଆପଣଙ୍କ ପାଇଁ ଖୁବ ଭଲ ହେବ । ଆପଣ ଙ୍କ ଆର୍ଥିକ ସମସ୍ଯା ମାନ ଦୂର ହୋଇଯିବ ।
ମିଥୁନ ରାଶି – ଆପଣ ମାନେ ବୁଦ୍ଧି ବିଚାରୀ କାମ ତ କରନ୍ତି କିନ୍ତୁ ଏବେ ସାବଧାନ ର ସହ କାମ କରିବେ ଏହି ସମୟ ସେତେ ଅଧିକ ଭଲ କିମ୍ବା ଖରାପ ନାଇ ମାଧ୍ୟମ ଫଳ ଦେବ ଆପଣଙ୍କୁ । ଆପଣ ଯଦି ନିଜ କାମକୁ ସାନ୍ତ ମନରେ କରିବେ ଏହା ନିଶ୍ଚିତ ଭାବେ ଫଳ ଦେବ ।
କର୍କଟ ରାଶି -ଆପଣଙ୍କ ସମୟ ଖୁବ ଭଲ ଅଛି ଆପଣ ନିଜ ପରିବାର ସହ ଭଲ ସମୟ ବିତାଇବେ । ଚାକିରି ପାଇବେ । ପ୍ରେମ ସମ୍ବନ୍ଧ ମଜବୁତ ହେବ । ଆପଣ ବ୍ୟାପାର କରୁଥିଲେ କୋଟିପତି ହୋଇ ପାରନ୍ତି ।
ସିଂହ ରାଶି – ଆପଣ ମାନଙ୍କ ସମୟ ଖୁବ ଭଲ ହେବ । ଆପଣ ଣ ରାଗିକି କରିବା କାମ ରେ ସଫଳ ହେବେ ଯେଉଁ ବ୍ୟକ୍ତି ଙ୍କ ସହ ଆପଣଙ୍କ ମତ ଭେଦ ହୋଇ ଥିବ ଏହା ଏବେ ଆପଣ ସମାଧାନ କରି ନେବେ । ପରିବାର ରେ ଖୁଶି ରହିବ ।
କନ୍ୟା ରାଶି – ଆପଣ ନିଜର ଚିନ୍ତା କରିବା ଓ ଧାର୍ଯ୍ୟ ଶକ୍ତି ବଳରେ ସବୁ ସମୟ ର କଷ୍ଟ କୁ ଦୂର କାରୀ ପାରିବେ । ଏହି ବର୍ଷ ଆପଣଙ୍କ ପାଇଁ ଭଲ ଅଛି କିନ୍ତୁ ମାଝି ମାଝି ରେ ମାନଶୀକ ଅସାନ୍ତି ଦେଖା ଦେଇ ପାରେ ।
ତୁଳା ରାଶି – ମାର୍ଚ କିମ୍ବା ଜୁନ ମାସରେ ଆପଣ ସ୍ୱାସ୍ଥ୍ୟ କୁ ନେଇ ଜଗିକି ରହିବେ । ଏହା ପରା ସମୟ ଆପଣଙ୍କ ପାଇଁ ଭଲଲ ଅଛି । ଆପଣ ଯାହା ଭି କରିବେ ଏହା ସଠିକ ହୋଇଯିବ ।
ବିଛା ରାଶି – ଆପଣ ନିଜ ପ୍ରୟାଶ ରେ ଆପଣ ନିଜ ଲକ୍ଷ ପାଇବେ । ମେ ଜୁନ ରେ ଆପଣ ପୁଞ୍ଜି ବିନିଯୋଗ କରିବେ ଏହା ଭଲ ଲାଭ ଦେବ । ଖର୍ଚ ଅଧିକା ହୋଇ ପାରେ ଏହା ପାଇଁ ଧ୍ୟାନ ଦିଅନ୍ତୁ ।
ଧନୁ ରାଶି – ବିବାହିତ ଜୀବନ ଆନଦ ରେ ରହିବ । ଆପଣ ଯାହାଭି ଅକରିବେ କିମ୍ବା କରିବା ପାଇଁ ଯାଉଛନ୍ତି ପରିବାର ରେ ଥିବା ବଡ ଲୋକଙ୍କ ସହ କଥା ହୋଇ କାମ କରିବେ ।
ମକର ରାଶି – କମ୍ପାନୀ ରେ ଚାକିରି କରୁଥିବା କିମ୍ବା ପ୍ରାଇଭେଟ ରେ କାମ କରୁଛନ୍ତି ସେମାନାଙ୍କ ପାଇଁ ଏବେ ଖୁଶି ଖବର ଅଛି ସେମାନେ ଏବେ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ।
କୁମ୍ଭ ରାଶି – ଏବେ କିଛି ନୂଆ ବେପାରୀ ଆପଣଙ୍କ ସହ ବେପାର କରିବା ପାଇଁ ଆସି ପାରନ୍ତି । ଆପଣଙ୍କ ପାଇଁ ବର୍ଷ ର ସେଶ ଚାରି ମାସ ଟିକେ କଷ୍ଟ କର ରହିବ । ଏହା ବ୍ଯତୀତ ଆପଣଙ୍କ ସମୟ ଖୁବ ରେ ଜୀବ ।
ମିନ ରାଶି – ଆପଣ ସବବୁ ବେଳେ ବୁଝି ବିଚାରୀ କାମ କରିବା ହେତୁ ଆପଣଙ୍କ କାମ ସଫଳ ହେବାର ଚାନସ ଅଛି । ଆପଣ ସରକାରୀ କ୍ଷେତ୍ର ରେ ଚାକରି ପାଇବା ର ଯୋଗ ଦେଖାଉଛି । ଏହା ସହ ଆପଣଙ୍କ ପାଇଁ ଜାନୁୟାରୀ ଓ ଏପ୍ରିଲ ମାସ ଟିକେ ଚିନ୍ତା ଜନକ ରହିବ ।