2 ବୁନ୍ଦା ପକାଇଲେ କାନର ସବୁ ମଇଳା ବାହାରିଯିବ | ବିନା କୌଣସି କ୍ଷତିରେ 

କଣରେ ମଇଳା ଜମା ହେବା ଗୋଟିଏ ସାଧାରଣ କଥା ହୋଇଥାଏ । କାନରେ ମଇଳା ଜମା ହେବା ଦ୍ଵାରା କାନରେ ମଇଳା ଉତ୍ପନ ହୋଇଥାଏ । କାନରେ ମଇଳା ଜମା ହେବା ଭଲ କଥା ହୋଇଥାଏ ଆଉ ହେବ ମଧ୍ୟ ଦରକାର । ତାପରେ ମଧ୍ୟ ଏହାକୁ ସଫା କରିବା ଜରୁରୀ ହୋଇଥାଏ । ବହୁତ ଲୋକ କାନ ସଫା କରିବା ପାଇଁ ବହୁତ ଖରାପ ଖରାପ ଉପାୟ କରିଥାନ୍ତି । ଯାହା ଦ୍ଵାରା ତାଙ୍କର କାନର ପରଦା ଫାଟି ଯାଇଥାଏ । ଶୁଣିବାର କ୍ଷମତା କାନ ହୋଇଯାଇଥାଏ । ଆଉ କାନର ସମସ୍ଯା ଉତ୍ପନ ହୋଇଥାଏ ।

କାନ ଶରୀରର ବହୁତ ନାଜୁକ ଓ ସେନସିଟିଭ ଅଙ୍ଗ ହୋଇଥାଏ । ଶେଥି ପାଇଁ ଏହା ସହିତ କେବେ ଜୋର ଜବରଦସ୍ତ କରିବା ଠିକ ହୋଇନଥାଏ । ଅନ୍ୟ ପକ୍ଷରେ ଦେଖାଗଲେ କାନରେ ମଇଳା ଜମା ହେବ ବହୁତ ଜରୁରୀ ହୋଇଥାଏ ।


ମଇଳା ଡେଡ ସେଲ ଓ ଫ୍ୟାଟରୁ ବନିଥାଏ । ଏହାକୁ ଇଂରାଜୀରେ ଇୟର ବ୍ୟାକ୍ସ କୁହାଯାଇଥାଏ । ଏହି ମଇଳା ଆମ କାନରେ ଧୁଳି ମାଟି ବା ଅସନା ଜିନିଷ ଜୀବରେ ରୋକିଥାଏ । ଶେଥି ପାଇଁ ଆମ କାନରେ ମଇଳା ଜମା ହେବ ବହୁତ ଜରୁରୀ ହୋଇଥାଏ । ଆଉ ଯଦି ଅଧିକ ଜମା ହୋଇଥାଏ କାନକୁ କ୍ଷତି ପହଞ୍ଚାଇ ଥାଏ । ଶେଥି ପାଇଁ ଏହାକୁ ସମୟରେ ସମୟରେ ସଫା କରିବା ବହୁତ ଆବଶ୍ୟକ ହୋଇଥାଏ ।


ଆଜି ଆମେ ଜାଣିବା କାନ ସଫା କରିବାର ସହଜ ଉପାୟ ବିଷୟରେ । ବିନା କଷ୍ଟରେ କାନ ସଫା କରିବା । କାନକୁ ସଫା କରିବାର ସବୁଠୁ ସହଜ ଉପାୟ ହେଉଛି କାନରେ ଦୁଇବୁନ୍ଦା ତେଲ ପକାଇ ଅଣେଇକି ରଖିବେ । ପାଞ୍ଚ ମିନିଟରେ ଏହି ଅବସ୍ଥାରେ ରହିବେ ତାହା ନରମ ହୋଇଯାଇଥାଏ । ଆଉ ଆରମରେ ବାହାରକୁ ଆସିଯାଇଥାଏ । ଅନ୍ଯଟି ହେଉଛି ହାଇଡ୍ରୋଜେନ ପାରକସାଇଡ । ଏହା ସବୁଠୁ ଫାଷ୍ଟ ଆଉ ଫାଇଦା ବାଲା ଉପାୟ ହୋଇଥାଏ । ଆପଣ ଗୋଟିଏ ଚାମଚ ପାଣିରେ ହାଇଡ୍ରୋଜେନ ପାରକ ସାଇଡ ଦୁଇ ବୁନ୍ଦା ପକାଇ ତୁଳା ସହଜରେ ଧୀରେ ଧୀରେ କାନରେ ଲଗାନ୍ତୁ ମଇଳା ଧୀରେ ଧୀରେ ଫୁଲିକି ବାହାରକୁ ଆସିଯିବ ।

ଗୋଟିଏ କାନ ସଫା କଲା ପରେ ଔ ଗୀତିଏ କାନକୁ ସଫା କରନ୍ତୁ । ଏହା ବହୁତ ସହଜ ଉପାୟ କିନ୍ତୁ ଏଥିରେ ରିସ୍କ ମଧ୍ୟ ଥାଏ । ଅଧିକ ହାଇଦୃଜେନ ପାରକ ସାଇଡ ପକାଇବା ଦ୍ଵାରା କାନକୁ କ୍ଷତି ମଧ୍ୟ ହୋଇଥାଏ । ଏହାକୁ କରିବା ପୂର୍ବରୁ ମେଡ଼ିସିନ ସ୍ଟୋରରେ ପଚାରିକି ବ୍ୟବାହାର କରନ୍ତୁ । ଆପଣ ସିରିସ ତେଲକୁ ହାଲୁକା ଗରମ କରି ତୁଳା ସାହାର୍ଯ୍ୟରେ ତିନିରୁ ଚାରି ବୁନ୍ଦା କାନରେ ପକାନ୍ତୁ । ଔ ସେହି ତୁଳରେ କାନରେ ଲଗାଇ ଦିଅନ୍ତୁ । ଏଥିରେ ମଇଳା ଫୁଲିଯିବ ଆଉ ବାହାରକୁ ଆସିଯିବ । ଆଉ ଆପଣ ଇୟର ବଡ ସହରଜ୍ୟରେ ସବୁ ମଇଳାକୁ ବାହାର କରିଦେବେ ।

Leave a Reply

Your email address will not be published. Required fields are marked *