ସ୍ଵପ୍ନରେ ମାଛ ଦେଖିବା ଶୁଭ ନା ଅଶୁଭ ? Shakuna Shastra 

ଜ୍ଯୋତିଷ ଶାସ୍ତ୍ର ହିସାବରେ ସ୍ଵପ୍ନରେ ଭବିଷ୍ୟତର ଘଟନା ବିଷୟରେ ଜଣା ଯାଇ ପାରିବ । ଏବଂ ଏହି ସ୍ଵପ୍ନା ସଙ୍କେତକୁ ବୁଝିପାରିଲେ ମଣିଷ ବହୁତ ପ୍ରକାର ସମସ୍ୟାରୁ ବଞ୍ଚି ଯାଇପାରିବ । ସ୍ଵପ୍ନରେ ଆମେ ଯାହାବି ଦେଖିଥାଉ ସେଥିରୁ କିଛି ନା କିଛି ସଙ୍କେତ ମିଳିଥାଏ । ଯାହାକି ଆମ ବାସ୍ତବ ଜୀବନ ସହିତ ଯୋଡି ହୋଇ ରହିଥାଏ । ଆମ ହିନ୍ଦୁ ଧର୍ମର ଶାସ୍ତ୍ର ଓ ପୁରାଣ ଅନୁସାରେ ମଧ୍ୟ ବହୁତ ଗୁଡିଏ ସ୍ଵପ୍ନ ସଙ୍କେତ ବିଷୟରେ କୁହାଯାଇଛି । ଆମେ ଜାଣିବା ସ୍ଵପ୍ନରେ ମାଛ ଦେଖିବା ଆଉ ତାର ସଙ୍କେତ ବିଷୟରେ ଜାଣିବା । ସ୍ଵପ୍ନ ଶାସ୍ତ୍ର ହିସାବରେ ଯଦି ଆପଣଙ୍କୁ ସ୍ଵପ୍ନରେ ଛୋଟ ଛୋଟ ମାଛ ଦେଖା ଯାଆନ୍ତି । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହି ପରି ହେଲେ ବ୍ଯକ୍ତିର ଜୀବନରେ ସଫଳତା ପ୍ରାପ୍ତି ଓ ଭବିଷ୍ୟତରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିନଥାଏ । କିନ୍ତୁ ଯଦି ଆପଣ ସ୍ଵପ୍ନରେ ବଡ ମାଛ ଦେଖନ୍ତି । ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ନୁହେଁ କାହିଁକି ନା ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବଡ ମଚାକୁ ସ୍ଵପ୍ନରେ ଦେଖିଲେ ଆଗାମୀ ସମୟରେ ରୁଣ ଗ୍ରସ୍ତ ହୋଇଥାନ୍ତି । ଏବଂ ସର୍ବଦା ଚିନ୍ତିତ ରହିଥାନ୍ତି । ଯଦି ସ୍ଵପ୍ନରେ କୌଣସି ବ୍ୟକ୍ତି ମଚକୁ ଧରୁଥିବାର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସ୍ଵପ୍ନ ବହୁତ ଶୀଘ୍ର ଧନ ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ ।

ଏହା ବ୍ଯତୀତ ସ୍ଵପ୍ନରେ ଯଦି ଆପଣ ବହୁତ ବଡ ମାଛକୁ ଧରୁଥିବାର ଦେଖନ୍ତି ତେବେ ବୁଝି ଜୀବେକୀ ଆପଣଙ୍କୁ ବହୁତ ବଡ ସଫଳତା ମିଳିବାକୁ ଯାଉଛି । ଯଦି ସ୍ଵପ୍ନରେ ଆପଣ ଧଳା ରଙ୍ଗର ମାଛ କି କଳା ରଙ୍ଗର ମାଛ ବା କୌଣସି ଗୋଟିଏ ରଙ୍ଗର ମାଛ ଦେଖନ୍ତି । ଏଯାର ଅର୍ଥ ହେଉଛି ଆପଣ ଯେଉଁ କ୍ଷେତ୍ରରେ କାମ କରୁଛନ୍ତି ସେଥିରେ ଉନ୍ନତି ହେବ ଏବଂ ଆପଣଙ୍କ ଗୃହରେ ଧନ ଲାଭ ଓ ଆର୍ଥିକ ସ୍ଥିତି ମଜଭୁତ ହେବାକୁ ଲାଗିବ । ଏହି ମାଛ ଦେଖିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ରହିଛି ।


ଆପଣଙ୍କ ଗୃହରେ ମାତା ଲକ୍ଷ୍ମୀ ଆସିବାର ସଙ୍କେତ ମିଳିଥାଏ । ଯଦି ଆପଣ ସ୍ଵପ୍ନରେ ପହନରୁ ଥିବା ମାଛକୁ ଦେଖନ୍ତି ତାହେଲେ ଆପଣ ନିଜ ଜୀବନକୁ ନେଇ ଖୁସି ଅଛନ୍ତି ଏବଂ ଏହା ଆର୍ଥିକ ଅବସ୍ଥା ଉତ୍ତମ ରହିବାର ସଙ୍କେତ ରହିଛି । ସ୍ଵପ୍ନରେ ମଚାକୁ ଖାଦ୍ୟ ଦେଉଥିବାର ଦେଖାଗଲେ ଆପଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ବିଚାରରେ ପ୍ରେମ ଭାବ ବୃଦ୍ଧି ହୋଇଥାଏ । ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ । ଯଦି ଆପଣ ସ୍ଵପ୍ନରେ ଡଲଫିନ ମାଛକୁ ଦେଖନ୍ତି ତେବେ ଏହାର ଅର୍ଥ ବହୁତ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *