ମରିଗଲେ ବି ନାରୀମାନେ ତାଙ୍କ ସ୍ୱାମୀଙ୍କୁ କୁହନ୍ତି ନାହିଁ ଏହି 6 ଟି କଥା…

ନାରୀ ମାନେ ବାହା ହେବା ପରେ ନୂଆ ଜୀବନର ଆରମ୍ଭ କରି ଦେଇ ଥାନ୍ତି ସେମାନେ କିଛି ଜିନିଷକୁ ପଛରେ ଛାଡି ଦେଇ ଥାନ୍ତି । ଆପଣ ମାନେ ଜାଣି ଥିବେ କି ମହିଳା ହୁଅନ୍ତୁ କି ପୁରୁଷ ହୁଅନ୍ତୁ ସବୁ ଲୋକମାନ ଏତାଙ୍କ ଜୀବନର ଅତୀତ କାହାକୁ କହିବ ଅପାଇନ ଭଲ ପାଇ ନଥାନ୍ତି । ଆମେ ଆଜି କହିବ ଅପାଇନ ଯାଉଛୁ କି ମହିଳା ମାନେ କେଉଁ କେଉଁ କଥା କହିବା ପାଇଁ ପସନ୍ଦ କରି ନଥାନ୍ତି ଓ କହି ନଥାନ୍ତି ମଧ୍ୟ । ସେମିତିରେ ତ କୁହାଯାଏ କି ଆମେ ନାରୀ ମାନଙ୍କୁ ବୁଝିବା ବହୁତ କଷ୍ଟ କର ହୋଇ ଥାଏ ।

ଏହାକୁ ଭଗବାନ ଙ୍କ ଦ୍ଵାରା ମଧ୍ୟ ବୁଝିବା କଷ୍ଟ କର ହୋଇ ଥାଏ । ଆଜି ଆମେ ଏହା କହିବା ପାଇଁ ଯାଉଛୁ କ୍କି ଯେଉଁ କଥା ନିଜ ସ୍ତ୍ରୀ ମାନେ ସ୍ଵାମୀ ମାନଙ୍କୁ କହି ନଥାନ୍ତି । ନାରୀ ମାନେ ଏହା କହିବା ପାଇଁ ମିଛ କହନ୍ତି କି ସେମାନେ ଖୁଶି ସମୟରେ କିଭଳି ଅନୁଭବ କରି ଥାନ୍ତି । ଏହା ପରେ ଏହା ମଧ୍ୟ କୁହାଯାଏ କି ସେମାନେ ନିଜ ପ୍ରେମ କଥା ମଧ୍ୟ କାହାକୁ କହି ନଥାନ୍ତି ଏହା ସହ ଏମାନେ ନିଜ ସ୍ତ୍ରୀ ମନାଙ୍କୁ ମଧ୍ୟ ଏହା କହି ନାହାଁନ୍ତି । ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ କିଛି କଥାକୁ ନେଇ ଯୁକ୍ତି ବଢି ଗଲେ ସେମାନେ ଚୁପ ହୋଇ ଯାଇଥାନ୍ତି କିନ୍ତୁ ସେମାନେ ଏହା କାହାକୁ କହି ନଥାନ୍ତି କେବଳ ଅସାନ୍ତି କୁ ଅଟକାଇବା ପାଇଁ ସେମାନେ ଏହାକୁ କହି ନଥାନ୍ତି ।

ଆପଣ ମାନେ ଏହାକୁ ଜାଣି ଥିବେ କି ନାରୀ ମାନେ ଏବେ ଭି ଆଜି ଯଦି କିଛି କଥାକୁ ନେଇ ଜିଦିରେ ରହିଯିବେ ସେମାନେ ଏହାକୁ କରିକି ଛାଡିବେ । ମହିଳା ମାନେ ନିଜ ସ୍ଵାମୀ କୁ ହଇରାଣ କରିବା ପାଇଁ ଚାହାଁନ୍ତି ନି ତେଣୁ ସେମାନେ ନିଜ ସ୍ଵାମୀ କୁ କେବେ ହେଲେ ନିଜ ବେମାରି ବିଷୟରେ କହି ନାଥନ୍ତି ସେମାନେ ସବୁ ବେଳେ ଭାବି ଥାନ୍ତି କି ସେମାନେ ବେମାରି ର କଥା କହିଲେ ସେମାନେ ହଇରାଣ ହୋଇଯିବେ ତେଣୁ ସେମାନେ ଏହାକୁ କହି ନଥାନ୍ତି ।

ଏହା ପରେ ଏହା ମଧ୍ୟ କୁହାଯାଏ କି ମହିଳା ମାନେ ନିଜ ଘର ପଇସା ରୁ କିଛି କିଛି ରଖି ଏହାକୁ ସେମାନେ ଏହାକୁ ଅସୁବିଧା ସମୟରେ କାଢିକି ଦେଇ ଥାନ୍ତି । ସ୍ତ୍ରୀ ମାନେ ତାଙ୍କ ସାଙ୍ଗ ମାନଙ୍କୁ ସବୁ କିଛି କହି ଥାନ୍ତି କିନ୍ତୁ ସେମାନେ ତାଙ୍କ ସ୍ଵାମୀ କୁ କହି ଥାନ୍ତି କି ସେମାନେ ଏହି କଥା କାହାକୁ କହି ନଥାନ୍ତି । ଏହା ସେମାନଙ୍କ ପାଇଁ ଖୁବ ଭଲ ହୋଇ ଥାଏ ଓ ବଲେ ବେଳେ ସମଜା ପାଇଁ ମଧ୍ୟ ଭଲ ହୋଇ ଥାଏ । ଏହି କଥାକୁ ଯେଉଁ ମାନେ ଜାଣି ଥିବେ ନିଶ୍ଚୟ ଜାଣି ପ୍ପାରିବେ କି ଉପରକ୍ତ ବିବରଣୀ ସତ୍ୟ ଅଟେ ।

Leave a Reply

Your email address will not be published. Required fields are marked *