ଏ ବର୍ଷର ଭୟଙ୍କର ସୂର୍ଯ୍ୟପରାଗ, 12ଟି ରାଶିର ଭାଗ୍ୟ ଜାଣନ୍ତୁ

ବନ୍ଧୁଗଣ ଚଳିତ ବର୍ଷ ୨୦୨୨ରେ ଏପ୍ରିଲ ୩୦ରେ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ସୂର୍ଯ୍ୟଙ୍କୁ ଗ୍ରହମ ଲାଗିବା ଅଶୁଭ ମାନା ଯାଇଥାଏ । ଏହା ଭାରତରେ ଦୃଶ୍ୟମାନ ହେବ ନାହି । ଏହି ପରାଗ ଶନିବାର ଦିନ ପଡିବାକୁ ଯାଉଛି । ଯେତେବେଳେ ଗ୍ରହଣ ଲାଗିଥାଏ ଏହାର ପ୍ରଭାବ ସବୁ ରାଶି ଅମାନଙ୍କ ଉପରେ ପଡିଥାଏ । । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଭଲ ଓ କେଉଁ ରାଶି ଉପରେ ଖରାପ ପ୍ରଭାବ ପଡିବାକୁ ଯାଉଛି ।

ମେଷ ରାଶି : ଆପଣଙ୍କ ଭାଗ୍ୟ କୁ ପରାଗର ସମୟ ଖୁବ ପ୍ରଭାବିତ କରିବ । ଆପଣ ନିଜର ଇଷ୍ଟ ଦେବତା ବା ହନୁମାନ ଚାଳିଶାର ପାଠ କରନ୍ତୁ ।

ବୃଷ ରାଶି : ସୂର୍ଯ୍ୟପରାଗର ପ୍ରଭାବ ଆପଣଙ୍କ ଉପରେ ବହୁତ ଅଶୁଭ ପ୍ରଭାବ ପଡିବାକୁ ଯାଉଛି । ଏଥିପାଇଁ ଗ୍ରହଣ ପୂର୍ବରୁ ଭଗବାନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ।

ମିଥୁନ ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟ ଗ୍ରହଣ ତାଙ୍କ ସପ୍ତମ ଭାଗରେ ଲାଗିବ । ଦାଂପତ୍ଯ ଜୀବନରେ ପ୍ରତିକୂଳ ପ୍ରଭାବ ପକାଇବ । ଏହି ସମୟରେ ଓମ ଭଗବତେ ନମାୟ ମନ୍ତ୍ର ଜପ କରନ୍ତୁ ।

କର୍କଟ ରାଶି : ସୂର୍ଯ୍ୟ ଗ୍ରହଣ ପ୍ରଭାବ ଷଷ୍ଠ ଭାଗରେ ରହିବ ବହୁତ ମାମଲାରେ ଶୁଭ ଓ ଅଶୁଭ ପରିଣାମ ମିଳିପାରେ । ଏହି ସମୟରେ ମହାଦେବଙ୍କ ଆରାଧନା କରନ୍ତୁ ।

ସିଂହ ରାଶି : ସୂର୍ଯ୍ୟ ଗ୍ରହଣ ଏହି ରଶିଙ୍କ ପାଇଁ ପଞ୍ଚମ ଭାଗରେ ଲାଗିବ । ଯାହା ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । କିନ୍ତୁ ସନ୍ତାନ ଓ ପ୍ରେମ ଜୀବନରେ ସମସ୍ଯା ହୋଇପାରେ ।

କନ୍ୟା ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟ ଗ୍ରହଣର ପ୍ରଭାବ ଶୁଭ ରହିବ । ଏଥିପାଇଁ ସୂର୍ଯ୍ୟ ଙ୍କ ବିଜୟ ନମହ ଜପ କରନ୍ତୁ । ଯାହା ଦ୍ଵାରା ସୂର୍ଯ୍ୟ ଗ୍ରହଣର ନାକାରାତ୍ମକ ପ୍ରଭାବ କମ ହେବ ।

ତୁଳା ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟଗ୍ରହଣ ତୃତୀୟ ଭାଗରେ ପଡୁଛି ଯାହା କିଛି ପରିମାଣରେ ସାକାରାତ୍ମକ ପ୍ରଭାବ ପଡିବ । ଏଥିପାଇଁ ମା ଦୂର୍ଗାଙ୍କ ମନ୍ତ୍ର ଜପ କରନ୍ତୁ ।

ବିଛା ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟଗ୍ରହଣ ଦିତୀୟ ଭାଗରେ ପଡୁଛି । ଯାହା ପାଇଁ ଆପଣଙ୍କୁ ଆର୍ଥିକ ଓ ପାରିବାରିକ ସମସ୍ଯା ହୋଇପାରେ । ଏଥିପାଇଁ ସୁନ୍ଦର କାଣ୍ଡର ପାଠ କରନ୍ତୁ ।

ଧନୁ ରାଶି : ସୂର୍ଯ୍ୟପରାଗର ଅଧିକ ପ୍ରଭାବ ଆପଣଙ୍କ ଉପରେ ପଡିବ । କାରଣ ଏହି ଗ୍ରହଣ ଏମାନଙ୍କର ଲାଭ ଉପରେ ପଡିବ । ଏଥିପାଇଁ ଭଗବାନ ବିଶୁଣୁଙ୍କ ମନ୍ତ୍ର ପାଠ କରିବାକୁ ପଡିବ ।

ମକର ରାଶି : ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ଦ୍ଵାଦଶ ଭାଗରେ ପଡିବ ଯାହା କାରଣରୁ ଆପଣଙ୍କର ଖର୍ଚ୍ଚ ବଢିପାରେ । ଏଥିପାଇଁ ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ଶୁଭ ଫଳ ପ୍ରାପ୍ତ ହେବ । ଆପଣ ନିଜର ଶୁଭ ଫଳ ଅଧିକ ବଢାଇବାକୁ ଚାହିଁଥିଲେ ଓସ୍ତ ଗଛ ପାଖରେ ସୋରିଷ ତେଲ ଜାଳାନ୍ତୁ ।

ମୀନ ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟପରାଗ ଦଶମ ଭାଗରେ ପଡିବ ଯାହା କାରଣରୁ ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏଥିପାଇଁ ପୂଜକଙ୍କୁ ଗହମ ଦାନ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *