ରବିବାର ଦିନ କରନ୍ତୁ ନାହିଁ ଏହି ସବୁ କାମ, ଆସିଥାଏ ଭୟଙ୍କର ଗରିବୀ…. ଶୀଘ୍ର ଦେଖନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ରବିବାର ଦିନ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ଯଦି ସେହି କାର୍ଯ୍ୟ ଆପଣ ରବିବାର ଦିନ କରିବେ ତେବେ ଆପଣଙ୍କ ଘରେ ଅର୍ଥ ସମସ୍ୟା ଦେଖାଦେଇଥାଏ । ରବିବାର ଦିନ ଆପଣ ଭୁଲରେ ବି ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ ଏହା କରିବା ଦ୍ୱାରା ଆପଣଙ୍କ ଘର ପାଇଁ ଅନିଷ୍ଟ ହୋଇଥାଏ । ତେଣୁ ରବିବାର ଦିନ ସୂର୍ଯ୍ୟଙ୍କୁ ଯଦି ଆପଣ ଜଳ ଦେଇପାରିବେ ଦେବେ ଅନ୍ୟଥା ଆପଣ ଗାଧୋଇ ସାରି ତମ୍ଭା ପାତ୍ର ରେ ଜଳ ଅର୍ପଣ କରିବେ ।

ଯଦି ଆପଣ ଜଳ ଅର୍ପଣ କରି ନ ପାରବେ ତେବେ ଆପଣ କେବଳ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି ଓଁ ସୂର୍ଯ୍ୟ ଦେବାୟ ନମଃ ଏହି ମନ୍ତ୍ର ଜପ କରିବେ । ଆମେ ଜାଣିଛୁ ସୂର୍ଯ୍ୟ ଓ ଚନ୍ଦ୍ର ଦୁଇ ଜଣ ଜୀବନ୍ତ ଦେବତା ତେଣୁ ଏମାନଙ୍କୁ ଯଦି ଆପଣ ପ୍ରକୃତ ମନରେ ପ୍ରାର୍ଥନା କରିବେ ତେବେ ଆପଣଙ୍କ ମନ ସ୍କାମନା ପୂର୍ଣ ହୋଇଥାଏ ।

ତେବେ ଆଜି ଆମେ ଆଲୋଚନା କରିବା କି ରବିବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ କେଉଁ କାର୍ଯ୍ୟ କରିବା ଅନୁଚିତ । ଯେଉଁ କାର୍ଯ୍ୟ କରିବା ଅନୁଚିତ ସେହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଘରେ ଅଶାନ୍ତି ଓ କ୍ଳେଶ ଲାଗି ରହିଥାଏ । ରବିବାର ଦିନ ଯଦି ଆପଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ସେହି ଦିନ ଆମିଷ ଖାଇବା ଉଚିତ ନୁହେଁ ।

ରବିବାର ଦିନ ଛିଣ୍ଡା ପୋଷାକ ପିନ୍ଧିବା ଉଚିତ ନୁହେଁ । ରବିବାର ଦିନ ଛିଣ୍ଡା ବେଡ଼ସିଟ ଆଦି ଖଟ ରେ ପାରିବା ଉଚିତ ନୁହେଁ । ରବିବାର ଦିନ ବିଛଣା ବଙ୍କା ପାରିବା ଉଚିତ ନୁହେଁ । ରବିବାର ଦିନ ସବୁ ବ୍ୟକ୍ତି ଆମିଷ ନ ଖାଇବା ଭଲ ଅଟେ । ରବିବାର ଦିନ ଭଙ୍ଗା ପାନିଆ ରେ ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ । ରବିବାର ଦିନ ଭଙ୍ଗା ପାତ୍ର ରେ ଖାଦ୍ୟ ଖାଇବା ଉଚିତ ନୁହେଁ ।

ରବିବାର ଦିନ ଯେଉଁ ନାରୀ ବା ପୁରୁଷ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ସେମାନେ ସେହିଦିନ ସେହି ନାରି ବା ପୁରୁଷ ସହବାସ କରିବା ବା ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ରବିବାର ଦିନ ସୂର୍ଯୋଉଦୟ ପୂର୍ବରୁ କେବେବି ଲୁଣ ର ପ୍ରୟୋଗ କରିବା ଉଚିତ ନୁହେଁ । ରବିବାର ଦିନ ସର୍ବଦା ସୂର୍ଯୋଉଦୟ ପୂର୍ବରୁ ଉଠିଯିବା ଉଚିତ ।

ସୂର୍ଯୋଉଦୟ ପରେ ଶୋଇ ରହିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ କୁପ୍ରଭାଵ ପଡିଥାଏ । ସୂର୍ଯ୍ୟ ଉଦୟ ସମୟରେ କେବେବି ଘରର ଅଳିଆ ବା ଘରର ଅପରିଷ୍କାର କୁ ଓଳାଇବା ବା ପରିଷ୍କାର କରିବା ଉଚିତ ନୁହେଁ ।

କାରଣ ସୂର୍ଯ୍ୟ ଉଦୟ ବେଳେ ଘରେ ସକାରତ୍ମକ ଉର୍ଜା ର ପ୍ରବେଶ ହୋଇଥାଏ ତେଣୁ ସେହି ସମୟରେ ପରିଷ୍କାର କରିବା ଉଚିତ ନୁହେଁ । ତା ପୂର୍ବରୁ ଆପଣ ଘର ପରିଷ୍କାର କରିପାରବେ । ରବିବାର ଦିନ ଓଁ ସୂର୍ଯ୍ୟ ଦେବାୟ ନମଃ ଏହି ମନ୍ତ୍ର ଜପ କରନ୍ତୁ ସୂର୍ଯ୍ୟ ଦେବତାଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *