ଏବେଠୁ ଠିକ 7 ଘଣ୍ଟା ପରେ ବଜରଙ୍ଗବଲି ବଦଳିବେ ଏହି ରାଶିର ଭାଗ୍ୟ, ସେହି ରାଶି ଆପଣଙ୍କର ନୁହେଁ ତ ?

ଆମ ହିନ୍ଦୁ ଧର୍ମରେ ହନୁମାନ ଜି ଙ୍କ ମହତ୍ଵ ବହୁତ ଅଧିକ ରହିଥାଏ । ସେ ନିଜେ ପ୍ରଭୁ ରାମଙ୍କ ପ୍ରିୟ ଭକ୍ତ ଥିଲେ । ହନୁମାନ ଜି ସର୍ବଦା ନିଜ ଭକ୍ତଙ୍କ ପାଇଁ ରହିଥାନ୍ତି । ପ୍ରଭୁ ହନୁମାନ ଜି ସର୍ବଦା ନିଜ ଭକ୍ତଙ୍କ ର ଇଛା ବହୁତ ଜଲ୍ଦି ଶୁଣିଥାନ୍ତି । ଆମେ ଜାଣିଛୁ ହନୁମାନ ଜି ଙ୍କ ପ୍ରିୟ ବାର ହେଉଛି ମଙ୍ଗଳବାର । ଏହି ଦିନ ହନୁମାନ ଜି ପ୍ରସନ୍ନ ରୁହନ୍ତି । ଯଦି ଆପଣ ଙ୍କର କୌଣସି ମନସ୍କାମନା ଅଧା ରହିଛି ବା ଯାହା ପୂର୍ଣ ହେଉ ନାହି।

ତେବେ ଆପଣ ମଙ୍ଗଳବାର ଦିନ ପ୍ରଭୁ ବଜରଙ୍ଗ ବାଲି ଙ୍କ ନିକଟରେ ଏକ ଦୀପ ଜାଲି ବସନ୍ତୁ ଓ ମନରେ ମନସ୍କାମନା କୁ ଚିନ୍ତା କରି ହନୁମାନ ଚାଳିଶା ପାଠ କରନ୍ତୁ ଦେଖିବେ ଆପଣଙ୍କ ଇଛା ନିଷ୍କୟ ପୂର୍ଣ ହେବ । ହନୁମାନ ଜି ଯେହେତୁ ଶିବଙ୍କର ଅନ୍ୟ ରୂପ ତେଣୁ ପ୍ରଭୁ ହନୁମାନ ଜି ମଧ୍ୟ ଅଳ୍ପ ପୂଜାରେ ପ୍ରସନ୍ନ ହୋଇଥାନ୍ତି ।

ହନୁମାନ ଜି ଏକ ଏପରି ଦେବତା ଯାହାଙ୍କୁ ଆପଣ ଖାଲି ହାତରେ ମଧ୍ୟ ପ୍ରକୃତ ଭକ୍ତି ରେ ମନରୁ ପୂଜା କରିବେ ତେବେ ସେ ଆପଣଙ୍କ ମନସ୍କାମନା ପୂର୍ଣ କରିଥାନ୍ତି । ତେବେ ଆମ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମେ ଜାଣିଛୁ ଗ୍ରହ ମାନେ ରାଶି ପରିବର୍ତନ କରୁଥାନ୍ତି । ତେଣୁ ଏହି ରାଶି ପରିବର୍ତନ ଦ୍ଵାରା କିଛି ଭଲ ଓ କିଛି ଖରାପ ଫଳ ମିଳିଥାଏ ଆମ ଜିବନରେ ।

ତେବେ ଆସନ୍ତା ମଙ୍ଗଳବାର ଦିନ ଶୁକ୍ର ଗ୍ରହ ନିଜର ରାଶି ପରିବର୍ତନ କରିବାକୁ ଯାଉଛନ୍ତି । ଯେହେତୁ ଏହି ରାଶି ପରିବର୍ତନ ମଙ୍ଗଳବାର ଦିନ ହେବାକୁ ଯାଉଛି ତେଣୁ ଏହି ରାଶିର ଲୋକମାନଙ୍କୁ ହନୁମାନ ଜିଙ୍କ କୃପା ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଏହି ରାଶିର ଲୋକମାନେ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି ।

ଏହି ରାଶିର ଲୋକମାନଙ୍କର ପରିବାରରେ ଖୁସର ପରିବେଶ ରହିବ । ଏମାନଙ୍କ ବୈବାହିକ ଜୀବନ ଭଲରେ ବ୍ୟତିତ ହେବ। ନିଜ ଜୀବନସାଥିଙ୍କ ସହୋଯୋଗ ଓ ଭରପୁର ପ୍ରେମ ମଧ୍ୟ ମିଳିବ । ଏହି ରାଶିର ଯେଉଁ ଲୋକମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନଙ୍କ ପ୍ରେମ ଜୀବନ ମଧ୍ୟ ଭଲ ରହିବ। ଏମାନେ ନିଜ ସମ୍ପର୍କର ଭର୍ପୂର ଆନନ୍ଦ ନେଇପାରିବେ ।

ଏହି ରାଶିର ଯେଉଁ ପିଲା ମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନଙ୍କର ପରୀକ୍ଷା ଓ ପାଠ ପଢା ରେ ମଧ୍ୟ ଉନ୍ନତି ହେବ। କ୍ଯାରିୟର ପାଇଁ ମଧ୍ୟ ଏହି ସମୟ ଭଲ ଅଟେ । ଚାକିରିରେ ପଦୋନ୍ନତି ହେବ । ବ୍ୟବସାୟରେ ଉନ୍ନତି ହେବ । ଏହି ସମୟ ମଧ୍ୟରେ ଆପଣ କୌଣସି ନୂଆ ଦୋକାନ , ନୂଆ ବ୍ୟବସାୟ , ବ୍ୟବସାୟକୁ ନେଇ କିଛି ନୂଆ ପ୍ଳାନ ମଧ୍ୟ କରିବେ ଓ ଏଥିରେ ଆପଣ ସଫଳ ମଧ୍ୟ ହେବେ ।

ପରିବାରରେ ଶୁବ କାର୍ଯ୍ୟ ହୋଇପାରେ ।ଆପଣଙ୍କର ସବୁ ଅସମ୍ପୂର୍ଣ କାର୍ଯ୍ୟ ଏବେ ପୁରା ହେବ । ତେବେ ଏହି ରାଶି ଗୁଡିକ ହେଉଛି ବିଛା ରାଶି , ବୃଷ ରାଶି , ମିଥୁନ ରାଶି , କନ୍ୟା ରାଶି ଏବଂ କୁମ୍ଭ ରାଶି । ଏହି ୫ ଟି ରାଶି ଏବେ ହନୁମାନ ଜିଙ୍କ କୃପା ପାଇବେ ।

Leave a Reply

Your email address will not be published. Required fields are marked *