ଏହିଭଳି ଅଟା ଯାହା ଆପଣଙ୍କ ଭାଗ୍ୟକୁ କରେ ନଷ୍ଟ, ଏମିତି ଭୁଲ ଆପଣଙ୍କୁ ପଡିପାରେ ଭାରି

ଆମ ଜୀବନରେ ଅନେକ ପ୍ରକାର ପରିସ୍ଥିତି ଆସିଥାଏ । କହିବା ପାଇଁ ଗଲେ ଆମେ ଜାଣି ଭି ପାରୁନା ହେଲେ ଆମ ଆଖ ପାଖରେ କିଛି ଖରାପ ଊର୍ଜା ଓ କିଛି ଭଲ ଊର୍ଜା ଥାଏ । ଏହାର ପ୍ରଭାବ ରେ ଆମ ଜୀବନ ଖୁବ କଷ୍ଟ କର ହୋଇ ଥାଏ ତ କେତେବେଳେ ଖୁବ ଖୁସି ଭରା ହୋଇଥାଏ ।

ତେବେ ଆମେ ଜାଣି ଶୁଣି କେବେ ହେଲେ ଆମ ଘର ଓ ନିଜର ଅସୁବିଧା କରାଇ ନଥାଉ । ଆପଣ ମାନଙ୍କ ମଧ୍ୟରୁ କିଛି ଲୋକମାନେ ଥାନ୍ତି ଯେଉଁ ମାନେ ଜାଣି ଭି ନଥାନ୍ତି ତାଙ୍କ ଘରେ କଣ କଣ ପାଈଁ ଅସୁବିଧା ହୋଇ ଥାଏ । ଆଜି ଆମେ ଆପଣ ଙ୍କୁ କହିବା ପାଇଁ ଯାଉଛୁ କି ଆପଣ ଘରେ ଥିବା ଅଟା ର କିଭଳି ପ୍ରୟୋଗ ଦ୍ଵାରା ଆପଣ ମାନେ ଏହି ସବୁକୁ ଅଟକାଇ ପାରିବେ । ଅନେକ ମହିଳା ମାନେ ରୋଷେଇ ଘରେ ନିଜ ହିସାବରେ କାମ କରନ୍ତି ।

ସେମାନେ ନିଶ୍ଚିତ ଭାବେ ଏକା ସହ ଅଧିକ କାମ କରିବା ପାଇଁ ପସନ୍ଦ କରିଥାନ୍ତି । ଯେଉଁ ମାନେ ଚାକିରି କରିଛନ୍ତି ସେମାନେ ସମୟ ଅଭାବରୁ ଆଗରୁ କିଛି କାମ କରି ଦେଇଥାନ୍ତି । ଜେଭଳି ସେମାନେ ଅଟା କୁ ଆଗେ ହି ଚକୁଟି ଦେଇଥାନ୍ତି କିମ୍ବା ପାରିବା ମଧ୍ୟ ଖୁବ ଆଗରୁ କାଟି ଦେଇ ଥାନ୍ତି କାରଣ ହେଉଛି ଏହା ସହ ଖୁବ କମ ସମୟରେ ସେମାନେ ରୋଷେଇ ସାରି ନିଜ କାମକୁ ଯାଇ ପାରିବେ ।

ମାତ୍ର ଆପଣ ଜାଣି ନିଅନ୍ତୁ କି ଆଗରୁ ଅଟା ଯଦି ଚକୁଟା ହୋଇ ରହିଥାଏ ତେବେ ଏହା ଆମ ଘରେ ଥିବା ଖରାପ ଶକ୍ତିକୁ ଶୋଷୀ ନେଇ ଥାଏ । ଏହାକୁ ଆମେ ଯଦି ଖାଇବା ରୁଟି କରି ତେବେ ଏହା ଆମ ଶରୀର ସହ ମାନଶୀକ ସ୍ଥିତି କୁ ମଧ୍ୟ ଖରାପ କରି ଦେଇ ଥାଏ । ତେଣୁ କରି ଆପଣ ଯଦି ଅଟା ଚକୁଟି କି ସାଙ୍ଗେ ସାଙ୍ଗେ ଖାଇବା ପାଇଁ ରୁଟି ବନେଇବେ ତାହେଲେ ଏହା ଖୁବ ଭଲ ଅଟେ ।

ଯଦି ଆପଣ ବ୍ୟସ୍ତ ରହୁଛନ୍ତି ତେବେ ଆପଣ ରୁଟି ଅଟା ଚକୁଟି ବା ପରେ ସେଥିରେ କିଛି ଚିହ୍ନ ଛାଡି ଦିଅନ୍ତୁ ନିଜ ଆଙ୍ଗୁଳିର । ଏହାର କାରଣ ହେଉଛି ଯଦି ଆପଣ ରୁଟି କୁ ପୁରା ଚିକଣ କରିକି ରଖିବେ ତାହେଲେ ଏହା ପିଣ୍ଡ ଦାନ ସାଙ୍ଗେ ସମାନ ହୋଇ ଯାଏ ଏଥିରେ ଆପଣଙ୍କ ପିତୃ ପୁରୁଷ ଓ ଅନ୍ୟ କିଛି ଆତ୍ମା ଙ୍କ ପ୍ରଭାବ କରିଥାଏ । ଆପଣ ଏହା ସହ ଅଟା କୁ ଚକୁଟି ବା ସମୟରେ ସେଥିରେ କିଛି କ୍ଷୀର ଦେଇକି ଚକୁଟି ପାରିବେ ଯଦି ଆପଣ ମାନେ ଚାହିଁବେ ତାହେଲେ ଆପଣ ପୁରା ରୁଟି କୁ କ୍ଷୀର ରେ ଚକୁଟି ପାରିବେ ।

ଯେତେବେଳେ ଆପଣ ରୁଟି କରିବେ କ୍ଷୀର ର ବାସ୍ନା ରେ ସାରା ଘର ପବିତ୍ର ହୋଇ ଜୀବ । ଯଦି ଆପଣ ମାନଙ୍କ ଘରେ ବେଲଣା ପଟା ଓ ବେଲଣା କାଠି ଥାଏ ତାହେଲେ ଆପଣ ଏହାକୁ ଏକା ସହ ଶୁଆଇକି ରଖନ୍ତୁ ଠିଆ କରିକି ନୁହେଁ । ଏହା ସହ ଆପଣ ତାୱା କୁ ସବୁ ବେଳେ ସଫା କରିକି ସେଥିରେ ରୁଟି କରନ୍ତୁ ଏହା ଆପଣଙ୍କ ପାଇଁ ଭଲ ପରିଣାମ ଦେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *