ନିଜ ସ୍ତ୍ରୀ ଙ୍କୁ ରାଣୀ ପରି ରଖିଥାନ୍ତି ଏହି 4 ଟି ନାମର ପୁରୁଷ- Jyotish Shastra

ସାଧାରଣ ଭାବରେ ଗୋଟିଏ ଝିଅ ଜୀବନରେ ବିବାହ ଏକ ମହତ୍ଵ ପୂର୍ଣ୍ଣ ନିଷ୍ପତି ହୋଇଥାଏ । କାହିଁକିନା ବିବାହ ପୂର୍ବରୁ ଝିଅଟିଏ ତାର ମାତା ପିତାଙ୍କ ପାଖରେ ବହୁତ ଅଲି ଅଲି ଭାବରେ ଖୁସିରେ ଜୀବନ ବିତାଇଥାଏ । କିନ୍ତୁ ବିବାହ ପରେ ତାକୁ ତାର ମାତା ପିତାଙ୍କ ଘର ଛାଡ଼ି ପର ଘରକୁ ଯିବାକୁ ହୋଇଥାଏ । ସେଠାରେ ତାକୁ ସବୁ ନୂଆ ସମ୍ପର୍କ ମିଳିଥାଏ ।

ଏମିତିରେ ତା ପାଇଁ ସ୍ବାମିର ସମ୍ପର୍କ ଦୃଢ଼ ଓ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ହୋଇଥାଏ । କାହିଁକିନା ସ୍ୱାମୀ ସହ ତାକୁ ସବୁ ସୁଖ ଦୁଃଖ ବାନ୍ତି ଜୀବନକୁ ବିତେଇବାକୁ ପଡିଥାଏ । ଏଥିପାଇଁ ସବୁ ଝିଅମାନଙ୍କ ମନରେ ଏହା ଜାଣିବାକୁ ଇଛଅଥାଏ କି ତାର ହେବାକୁ ଥିବା ଜୀବନ ସାଥି କିପରି ହୋଇଥିବ । ସବୁ ଝିଅ ତାର ଜୀବନରେ ଚାହେଁ କି ତାର ଜୀବନ ସାଥି ତାକୁ ବହୁତ ଭଲ ପାଉ ଆଉ ଜୀବନ ସାରା ତାକୁ ଖୁସିରେ ରଖୁ ।

କାହିଁକିନା ଝିଅ ମାନଙ୍କର ବ୍ୟବହାର କିଛି ଅଲଗା ହୋଇଥାଏ ଓ ସେ ତାର ସାଥୀର ସବୁବେଳେ ଚିନ୍ତା କରିଥାଏ । ସବୁ ଝିଅର ମନ ରେ ଅଭିପ୍ରାୟ ଥାଏ କି ତାର ଜୀବନ ସାଥି ତାର ସବୁ ସୁଖ ଦୁଃଖରେ ଯତ୍ନ ନେଉ ଏବଂ ଜୀବନର ସବୁ ସୁଖ ଦୁଃଖରେ ତା ପାଖେ ପାଖେ ଥାଉ । ଆଜି ଆମେ ଆପଣଙ୍କ ଜାନାଇବୁ ଏମିତି ୪ ଟି ନାଁ ଵାଲା ପୁରୁଷ ଯିଏକି ନିଜ ସ୍ତ୍ରୀକୁ ସଦାବେଳେ ମହାରାଣୀ ପରି ରଖିଥାଆନ୍ତି ।

A ନାମ ବାଲା ପୁରୁଷ


ଏହି ନାମ ଵାଲା ପୁରୁଷ ବହୁତ ଦିଲବାଲା ହୋଇଥାନ୍ତି । ଏହି ବ୍ୟକ୍ତି ନିଜ ଠାରୁ ନିଜ ସ୍ତ୍ରୀମାନଙ୍କର ବହୁତ ଯତ୍ନ ନେଇଥାନ୍ତି । ଏମାନେ ନଇଁ ସ୍ତ୍ରୀ ପ୍ରତି ନିଜ ଜୀବନ କୁ ଉତ୍ସର୍ଗ କରିଦେଇଥାନ୍ତି । ଦୁଇ ଜଣ ନିଜ ସମ୍ପର୍କକୁ ବିଶ୍ୱାସର ସହ ତୁଲାଇଥାନ୍ତି । ଯାହାଦ୍ୱାରା ସେମାନଙ୍କ ସମ୍ପର୍କରେ ଦୃଢତା ଆସିଥାଏ । ଏହି ପୁରୁଷ ମାନେ ନିଜ ସ୍ତ୍ରୀକୁ ମହାରାଣୀ ପରି ରଖିଥାଆନ୍ତି ।

G ନାମ ଵାଲା ପୁରୁଷ

ଏହି ନାମ ଵାଲା ପୁରୁଷ ମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ କୁ ନିଜ ଠାରୁ ବହୁତ ବିଶ୍ୱାସ କରନ୍ତି । ଏହି ବ୍ୟକ୍ତି ମାନେ ନିଜ ସ୍ତ୍ରୀ ଉପରେ ଗର୍ବ କରିଥାନ୍ତି । ଏମାନେ ନିଜ ସ୍ତ୍ରୀକୁ ତାଙ୍କର କ୍ୟାରିୟରରେ ଆଗକୁ ବଢ଼ିବାରେ ବହୁତ ସମର୍ଥନ କରନ୍ତି । ଏହି ବ୍ୟକ୍ତି ମାନେ ଅନ୍ୟ ସ୍ତ୍ରୀ ମାନଙ୍କ ପ୍ରତି ଖରାପ ନଜର ରେ ଦେଖନ୍ତି ନାହିଁ ।

R ନାମ ଵାଲା ପୁରୁଷ

ଏହି ପୁରୁଷ ମାନେ ମହିଳାଙ୍କୁ ବହୁତ ସମ୍ମାନ କରନ୍ତି । ଏମାନେ ପୁରୁଷ ଓ ସ୍ତ୍ରୀ ମାନଙ୍କ ମଧ୍ୟରେ କିଛି ପ୍ରଭେଦ ଦେଖନ୍ତି ନାହିଁ । ନିଜ ସ୍ତ୍ରୀକୁ ଖୁସି ରଖିବା ପାଇଁ କିଛି ବି କରି ପାରନ୍ତି । ଏହି ପୁରୁଷଙ୍କୁ ବିବାହ ହେବା ପରେ ସ୍ତ୍ରୀର ଭାଗ୍ୟ ଖୋଲିଯାଏ ଓ ଜୀବନ ସାରା ବହୁତ ଖୁସି ରେ ରହିଥାଏ ।

S ନାମ ଵାଲା ପୁରୁଷ

ଏହି ବ୍ୟକ୍ତିମାନେ ଏକ ଠିକ ସ୍ୱାମୀ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ କୁ ଦୁନିଆର ସବୁ ଖୁସି ଦେବାକୁ ଚାହାନ୍ତି । ନିଜ ଖୁସିଠାରୁ ସ୍ତ୍ରେ ର ଖୁସିକୁ ବେଶି ଗୁରୁତ୍ୱ ଦେଇଥାନ୍ତି । ଏମାନେ କେବେ ବି ନିଜ ସ୍ତ୍ରୀ କୁ ଦୁଖୀ ଦେଖି ଲରନ୍ତି ନାହିଁ । ଏହି ପୁରୁଷ ମାନେ ନିଜ ସ୍ତ୍ରୀ କୁ ମହାରାଣୀ ପରି ରଖିଥାଆନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *