ଏହି ଭଳି ସ୍ତ୍ରୀ ମାନେ ଅନ୍ୟ ପୁରୁଷ ମାନଙ୍କ ସହ ସମ୍ପର୍କ ରଖନ୍ତି- Chanakya Niti

ଦୁନିଆରେ ପୁରୁଷ ଓ ସ୍ତ୍ରୀ ଭଗବାନଙ୍କ ଅଂସ ଅଟନ୍ତି, କୁହାଯାଏ ଯେ ପୁରୁଷ ବା ସ୍ତ୍ରୀ ଯାହା ଆଚରଣ କରିଥାନ୍ତି ତାହା ଆମ ଚିନ୍ତାଧାରା ଅନୁଯାଇ କରିଥାଉ , ତେବେ ଯେମିତି ହାତ ୫ଟି ଆଙ୍ଗୁଳି ସମାନ ହୋଇ ନଥାଏ ଠିକ ସେମିତି ପୁରୁଷଙ୍କ ମଧ୍ୟରେ ଭିନ୍ନତା ହୋଇଥାଏ ଓ ମହିଳାଙ୍କ ମଧ୍ୟରେ ବହୁତ ଭିନ୍ନତା ହୋଇଥାଏ ।

ଭଗବାନ ସମସ୍ତଙ୍କୁ ଅଲଗା ଅଲଗା ଭାବନା ଓ ଚିନ୍ତାଧାରା ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଦ୍ଵାରା କହିବାକୁ ଯାଉଛୁ ଯେ କେମିତିକା ମହିଳା ଅନ୍ୟ ପୁରୁଷ ମାନଙ୍କ ସହ ସମ୍ପର୍କ ରଖିଥାନ୍ତି ।

୧. ଚିତ୍ରିଣୀ :

ଏହି ଭଳି ମହିଳାମାନେ କୌଣସି କାମ ବହୁତ ଶୀଘ୍ର ଶିଖିଥାନ୍ତି ଓ ନିଜ କାମ ସମାପ୍ତ କରି ନୂଆ କାମ କରିବା ବା ସାଜ ଶଯ୍ୟା ହବା ବହୁତ ପ୍ପାସନ୍ଦ କରନ୍ତି । ଏହି ସ୍ତ୍ରୀ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି, ଏହି ଭଳି ସ୍ତ୍ରୀ ମାନାଙ୍କୁ ଭୋ ବିଳାସରେ ଅଧିକ ରୁଚି ହୋଇନଥାଏ । ଏହି ଭଳି ମହିଳା ଅନ୍ୟ କୌଣସି ପରିଶ୍ରମୀ କାର୍ଯ୍ୟ କରି ପାରନ୍ତି ନାହିଁ । ଏହି ଭଳି ମହିଳାଙ୍କ ଜୀବନରେ କେବଳ ଗୋଟେ ପୁରୁଷ ଆସିଥାଏ ଓ ସେ ତାଙ୍କ ସହ ବହୁତ ସୁଖରେ ରହିଥାନ୍ତି । ଏହି ଭଳି ମହିଳା ଧାର୍ମିକ କାର୍ଯ୍ୟ କରିବା ପସନ୍ଦ କରନ୍ତି ଓ ସାଧୁ ସନ୍ତ ମାନଙ୍କୁ ସେବା କରିବା ପସନ୍ଦ କରନ୍ତି ଏହି ପ୍ରକୃତି ର ମହିଳା ଆଜିକା ସମୟରେ ବହୁତ କମ ଅଛନ୍ତି ।

୨. ଶଙ୍ଖିନୀ :

ଏହି ଭଳି ମହିଳା ଅନ୍ୟ ସ୍ତ୍ରୀ ମାନଙ୍କ ଅପେକ୍ଷା କିଛି ଲମ୍ବା ହୋଇଥାନ୍ତି, ନାକ ମୋଟା ଓ ଆଖି ଅସ୍ଥିର ହୋଇଥାଏ ଓ ପ୍ରାତଃ ସମୟ ତାଙ୍କ ମୁଖ ଦୁଃଖୀ ହେଲା ଭଳି ଲାଗିଥାଏ । ଏହି ଭଳି ସ୍ତ୍ରୀ ସ୍ଵାମୀ ବା ଅନ୍ୟ ମାନଙ୍କ କଥା ମାନିବା ଗୁଲାମି କରିବା ଭଳି ଅନୁଭବ କରିଥାନ୍ତି । ଏହି ଭଳି ସ୍ତ୍ରୀଙ୍କ ମନ ସବୁବେଳେ ଭୋଗ ବିଳାସରେ ବୁଡି ରୁହନ୍ତି । ଏହି ଭଳି ସ୍ତ୍ରୀ ପରିବାର ସହ ରହିବା ସତ୍ବେ ବ୍କା ହୋଇଥାନ୍ତି ।

୩. ହସ୍ତିନୀ :

ଏହି ଭଳି ମହିଳାଙ୍କ ଭିତରେ ଭୋଗ ବିଳାସ ଇଛା ବହୁତ ଅଧିକ ହୋଇଥାଏ ଓ କୌଣସି ପୁରୁଷ ସେହି ଭାବନାକୁ କେବେ ଶାନ୍ତ କରି ପାରନ୍ତି ନାହିଁ । ଏହି ଭଳି ମହିଳା ମାନେ କେବେ ଗୋଟେ ପୁରୁଷ ଦ୍ଵାରା ସନ୍ତୁଷ୍ଠୀ ପ୍ରାପ୍ତ କରିଥାନ୍ତି ନାହିଁ । ଏହି ଭଳି ମହିଳାଙ୍କୁ ଘର ସଂସାର ଠାରୁ ଅଧିକ ନିଜ ସୁଖ ଓ ସ୍ଵତନ୍ତ୍ରତା ପ୍ରିୟ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *