ଏଭଳି ରୁଟି ଭୁଲରେ ବି ଖାଇବ ନାହିଁ, ନଚେତ ଆପଣଙ୍କ ପରିବାର ସହ ବହୁତ ଖରାପ ହେବ

ଘର ର ଖାଦ୍ୟ ବାହାର ର ଖାଦ୍ୟ ଠାରୁ ବେଶୀ ଭଲ । ଘର ର ଖାଦ୍ୟ ପୁଷ୍ଟିକର ଏବଂ ସ୍ୱାଦିଷ୍ଟ ହୋଇଥାଏ । କିନ୍ତୁ ଆଜିକାଲି ର ଲୋକମାଙ୍କୁ ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟ ଖାଇବାକୁ ଭଲ ଲାଗେ । ସାଧାରଣତଃ ଆମେ ମାନେ ଘର ଖାଦ୍ୟ ରେ ନିୟମିତ ରୁଟି, ଭାତ, ଡାଲି ଏହି ୩ଟି ଖାଦ୍ୟ ନିଶ୍ଚିତ ଖାଇଥାଉ ।

ପଞ୍ଜାବ, ଉତ୍ତର ପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ରୁଟି ପ୍ରଧାନ ଖାଦ୍ୟ ଅଟେ । ତେବେ ଏମିତି କିଛି ରୁଟି ଅଛି ଯାହାକୁ ଖାଇବା ଦ୍ୱାରା ମଣିଷ ର ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ଅଛି । ଯେମିତି କି ଆମେ ରାତି ରେ କରିଥିବା ରୁଟି ବଳିଗଲେ ସାଧାରଣ ଭାବେ ରଖି ଦେଇ ଥାଉ ଏବଂ ଏହାକୁ ପରେ ଖାଇ ଥାଉ । କିନ୍ତୁ ଡକ୍ଟର ମାନେ ବାସି ରୁଟି ଖାଇବାକୁ ମନା କରନ୍ତି । ବାସି ରୁଟି ଖାଇବା ଦ୍ୱାରା ଅନେକ ଲୋକ ମୃ-ତ୍ୟୁବରଣ କରିଛନ୍ତି ।

ରୁଟି ବହୁତ ଦିନ ରହିଗଲେ ଏହା ବିଷ ପାଲଟିଯାଏ । ତେଣୁ ଆପଣ ବାସି ରୁଟି ଖାଇବା ପୂର୍ବରୁ ପ୍ରଥମେ ରୁଟି ଚିରି ଦେଖିନିଅନ୍ତୁ ଏଥିରେ ଜାଲ ପଡ଼ିଥିଲେ ଏହି ରୁଟିକୁ ଖାଆନ୍ତୁ ନାହିଁ । ଏହା ଛଡା କେବେବି କାହାକୁ ୩ଟି ରୁଟି ଦେବେ ନାହିଁ, କେବେ ନିଜେ ମଧ୍ୟ ୩ଟି ରୁଟି ଖାଇବେ ନାହିଁ । କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ୩ଟି ରୁଟି ଥାଳିରେ ଦେବା ଓ ଖାଇବା ଅଶୁଭ ଅଟେ । ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ୩ ଏକ ଅଶୁଭ ସଂଖ୍ୟା ଅଟେ ।

ତେଣୁ କୌଣସି ପୂଜା ଓ ଶୁଭ କର୍ମରେ ୩ ସଂଖ୍ୟା ର ବ୍ୟବହାର କରାଯାଏ ନାହିଁ । କୁହାଯାଏ ଯେ କୌଣସି ବ୍ୟକ୍ତି ର ମୃ-ତ୍ୟୁ ପରେ ତ୍ରୟୋଦଶୀ ସଂସ୍କାର ନେବା ବେଳେ ଖାଦ୍ୟ ଥାଳିରେ ୩ଟି ରୁଟି ଦିଆଯାଏ । ଯାହାକୁ କେବଳ ଖାଦ୍ୟ ବାଢିବା ଲୋକ ଛଡା ଆଉ କେହି ଦେଖନ୍ତି ନାହିଁ । ୩ଟି ରୁଟି ଯାହାଙ୍କୁ ଦେବେ ସେ ୩ ଟି ରୁଟି ଖାଇବା ଦ୍ୱାରା ତାଙ୍କ ମନରେ ଶତ୍ରୁତା ଭାବ ଜାଗ୍ରତ ହୁଏ ।

ତେଣୁ ଏହାର ସମାଧାନ ହେଉଛି ଆପଣ ଥାଳିରେ ୩ ଟି ରୁଟି ଏକା ସହ ବାଢିବା ଅପେକ୍ଷା ୨ଟି ରୁଟି ରଖିବେ ଓ ୩ୟ ରୁଟି କୁ ମଝିରୁ ୨ ଭାଗ କରି ରଖିଦେବେ । ଯାହାଦ୍ୱାରା ରୁଟି ସଂଖ୍ୟା ସଠିକ ହୋଇଯିବ ଓ ୩ ଭଳି ଅଶୁଭ ସଂଖ୍ୟା ରହିବ ନାହିଁ । କେବଳ ଧାର୍ମିକ ଅନୁଯାୟୀ ନୁହେଁ ବିଜ୍ଞାନରେ ମଧ୍ୟ ଅଛି ଯେ ପ୍ରତେକ ବ୍ୟକ୍ତି ର ଖାଦ୍ୟ ଥାଳି ରେ ୨ ଟି ରୁଟି, ଗୋଟିଏ ଗିନା ଡାଲି, ୫୦ ଗ୍ରାମ ଭାତ ଓ ତରକାରୀ ନିଶ୍ଚିତ ରହିବା ଦରକାର ।

କାରଣ ଆମେ ଖାଦ୍ୟ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଖାଇ ଥାଉ ତେଣୁ ତାହାର ପୋଷକ ତତ୍ୱ ମଧ୍ୟ ଆମ ଶରୀର କୁ ମିଳି ଥାଏ । ଏହାଠାରୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ । ବୈଜ୍ଞାନିକମାନେ କୁହନ୍ତି ଭୋକ ଲାଗିବା ସମୟରେ ଏକା ସହ ଖାଦ୍ୟ ଖାଇବା କଥା ନୁହେଁ । ଖାଦ୍ୟ କୁ ଅଳ୍ପ ଅଳ୍ପ କରି ଖାଇବା କଥା । ତେଣୁ ଧାର୍ମିକ ଓ ବୈଜ୍ଞାନିକ ୨ ଟି ଭାବେ ଦେଖିବାକୁ ଗଲେ ୩ ଟି ରୁଟି ଖାଇବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *