‘S’ ନାମର ଲୋକ ଆପଣଙ୍କ ପାଖରେ ଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Jyotisha Shastra

ଆମେ ଅକ୍ଷର ଦ୍ଵାରା ଏକ ବ୍ଯକ୍ତିର ସବୁ କିଛି ଗୁଣ ବିଶୟରେ ଜାଣି ପାରିବା ଏହା ସହ ଆମେ ଏହାଙ୍କ କମଜୋରି ମଧ୍ୟ ଆମେ ଜାଣି ପାରିବା । ଆଜି ଆମେ କହିବା ପାଇଁ ଯାଉଥିବା ବ୍ୟକ୍ତି ମାନାଙ୍କ ନାମ “S” ଅକ୍ଷର ରୁ ଆରମ୍ଭ ହୋଇ ଥାଏ । ଆପଣ ମାନେ ଜାଣି ରଖନ୍ତୁ କି ଆମେ ଯାହାକୁ ଭଲ ପାଇ ଥାଊ କିମ୍ବା ଘୃଣା ଆକରୀ ଥାଉ ତାକୁ ଆମେ ସବୁ ବେଳେ ନିଜ ଆଖି ଆଗରେ ରଖୀ ଥାଉ । ତେବେ ଆଜି ଆମେ ଖିବା କି ଯଦି ଆପଣଙ୍କ ଆଖ ପାଖରେ ଏହି ଭଳି କିଛି ବ୍ୟକ୍ତି କିମ୍ବା ମହିଳା ମାନେ ଅଛନ୍ତି ।

ତେବେ ଏହା ଆପଣ ଜାଣିବା ନିହାତି ଦରକାର କି ସେମାନେ କେଉଁ ଭଳି ଅଟନ୍ତି । ଏହି ନାମର ଲୋକମାନେ ସୁନ୍ଦର ଓ ଦେଖିବା ପାଇଁ ଖୁବ ସୁନ୍ଦର ଥାନ୍ତି । ଏମାନେ ଯାହାଭି କରିଥାନ୍ତି ନିଜ ଚେଷ୍ଟା ଦ୍ଵାରା କରିଥାନ୍ତି । ଆପଣ ମାନେ ଯଦି ଏହି ଭଳି ଲୋକଙ୍କୁ ନିଜ ଆଖ ପାଖରେ ଦେଖୁଥିବେ ତ ଜାଣି ଥିବେ କି ଏମାନେ ନିଜ ଖାଇବାର ଅଧିକ ଧ୍ୟାନ ରଖନ୍ତି ।

ଓ ଏମାନେ ସବୁ ବେଳେ ହସ ମୁହଁ ରଖି ଥାନ୍ତି । ଏମାନେ ଦେଖାଇଆବ ଅପାଇନ ଭଲ ପାନ୍ତିନୀ ଏମାନେ ନିଜ ଆଖ ପାଖର ସବୁ କିଛି ଖବର ରାଖୀ ଥାନ୍ତି ଏମାନେ ଏକ ଜାଗାରେ ବସିକି ସବୁ ଜାଗାର ଖବର ରଖି ଥାନ୍ତି । ଏମାନେ ନିଜ ଜିନିଷ କୁ କାହାକୁ ଭି ଦେଇ ପାରନ୍ତି କିଛି କଥା ନ ପଚାରିକି ।

ଏହା ସହ ଏମାନେ ନିଜ ମନର କଥାକୁ କାହା ଆଗରେ ଆସିବା ପାଇଁ ଦିଅନ୍ତି ନି ସହଜରେ । ଏମାନେ ନିଜ ଭୁଲ ରୁ ବହୁତ କିଛି ଶିଖି ଥାନ୍ତି । ଏହା ସହ ଏମାନେ ନିଜ ଭୁଲ କୁ ଆଉ କାହାକୁ କରିବା ପାଇଁ ଦିଅନ୍ତି ନି । ଏମାନେ ନିଜ ମନ କଥାକୁ ନିଜ ମୁହଁ ରେ ଆସିବା ପାଇଁ ଦିଅନ୍ତିନି କାରଣ ହେଉଛି କି ଏମାନେ କାହାକୁ ନିଜ ପାଇଁ ହଇରାଣ କରିବା ପାଇଁ ପସନ୍ଦ କରନ୍ତି ।

ଏମାନେ ହୃଦୟ ଅପେକ୍ଷା ନିଜ ମସ୍ତିସ୍କ କଥା ଖୁବ ଭଲ ଭାବେ ଶୁଣି ଥାନ୍ତି । ଏମାନେ ଭଲ ପାଇବା କ୍ଷେତ୍ରରେ କାହା ଠାରୁ ପଛରେ ନଥାନ୍ତି ଠାରେ ଯାହାକୁ ଜୀବନସାଥି ବୋଲି ନିଜ ଜୀବନରେ ଜାଗା ଦେଇ ଦେଇ ଥାନ୍ତି ସେମାନଙ୍କୁ ଏମାନେ କେବେହେଲେ ଛାଡି ନଥାନ୍ତି ।

ଆଜି ଆମେ କହିବା ପାଇଁ ଚାହିଁବୁ କି ଏମାନେ ଖୁବ ସାହାଶୀ ହୋଇ ଥାନ୍ତି ନିଜ ପରିବାର ଉପରେ ଏମାନେ କେବେହେଲେ ଆଞ୍ଚ ଆସିବା ପାଇଁ ଦିଅନ୍ତିନୀ । ଏମାନେ କିଛି ଭି କାମକୁ କରିବା ପାଇଁ ପଛକୁ ଘୁନ୍ଚି ନଥାନ୍ତି ।

ଏମାନେ ନିଜ କଥାକୁ ସାମନାରେ ଥିବା ଲୋକମାନଙ୍କ ହିସାବରେ ବଦଳାଇ ଦେଇ ଥାନ୍ତି । ଏମାନେ ସାଧା କଥା କହି ଲୋକଙ୍କ ମନରେ ନିଜ ପାଇଁ ଏକ ଖାସ ଜାଗା କରି ଦେଇ ଥାନ୍ତି । ଏହା ପରେ ଏମାନେ ନିଜ ଗୁଣ ପାଇଁ କେବେହେଲେ ଗର୍ବ ଅନୁଭବ କରି ନଥାନ୍ତି ।

Leave a Reply

Your email address will not be published. Required fields are marked *