ଯଦି ଆପଣଙ୍କ ଶରୀରରେ ଅଛି ଏହି 5ଟି ଚିହ୍ନ, ତେବେ ଆପଣଙ୍କର ହୋଇଛି ପୁନର୍ଜନ୍ମ! Garuda Purana

ଦୁନିଆରେ ଅନେକ ପ୍ରକାର ଘଟଣା ମାନ ଘଟି ଥାଏ କିନ୍ତୁ ଏହା ମଧ୍ୟରୁ ଆମେ କିଛି ଘଟଣା କୁ ଜାଣି ପାରି ନଥାଉ । ଏହାର କାରଣ ହେଉଛି କି ଆପଣ ମାନେ ଜାଣି ଥିବେ କି ସବୁ ପ୍ରକାର ଗ୍ରନ୍ଥ ରେ ଏକା କଥା ଲେଖା ହୋଇ ଥିଲେ ମଧ୍ୟ ଏହାକୁ ମାନିବା ପାଇଁ ଅନେକ ଲୋକମାନେ ରାଜି ହୋଇ ନଥାନ୍ତି । କିନ୍ତୁ ଏକ କଥା ସବୁ ଧର୍ମର ଲୋକମାନେ ମାନି ଥାନ୍ତି ଯାହା ଆମେ ମଧ୍ୟ ମାନି ଥାଉ ଏହା ହେଉଛି ପୁନର ଜନ୍ମ । କୁହାଯାଏ କି ଆତ୍ମା କେବେହେଲେ ମାରି ନଥାଏ ।

ଏହାର କାରଣ ହେଉଛି କି ଆତ୍ମା ଆମର ହୋଇ ଥାଏ କାରଣ ହେଉଛି ଆମେ ଯେଉଁ ଭଳି ନିଜର ପୋଷାକ କୁ ବଦଳାଇ ଥାଉ ସେହି ଭଳି ଭାବେ ଆମର ଜୀବନର ଆତ୍ମା ମଧ୍ୟ ବଦଳି ଥାଏ । ଆମେ ଆଜି କହିବା କି ଆତ୍ମା ବଦଳିବା ବେଳେ ଏହା କେଉବ ଭି ରୂପରେ ଜନ୍ମ ନେଇ ପାରେ ହୁଏ ତ ଏହା ପିମ୍ପୁଡି କିମ୍ବା ହୁଏତ ଏହା ବୃଖ ରୂପରେ ଜନ୍ମ ନେଇ ପାରେ ।

କିଛି ଲୋକମାନେ ଏହା ମାନି ଥାନ୍ତି ଆପଣ କେବଳ ମଣିଷ ଜନ୍ମ ପାଇ ଥାନ୍ତି । କିନ୍ତୁ କିଛି ଏହି ଭଳି ଆମେ ଆମ ଜୀବନରେ ତଥ୍ୟ କୁ ଖୋଜିଛୁ ଏହା ଆମ ପାଇଁ କିଛି ପ୍ରମାଣ ଦେଉଛି । ପ୍ରଥମ କଥା ହେଉଛି ସ୍ଵପ୍ନ । ଆମେ ବେଳେ ଅଲଗା ପ୍ରକାର ସ୍ଵପ୍ନ ଦେଖି ଥାଉ କିନ୍ତୁ ଆମେ ସାଧାରଣ ଭାବେ ସେୟା ଦେଖୁ ଯାହା ଆମେ ଦିନ ସାରା କାମ କରି ଥାଉ ।

କିନ୍ତୁ ଯଦି ଆମେ ଏକ ପ୍ରକାର ମୃତ୍ୟୁ କୁ ଦେଖି ଥାଉ ଯାହା ଆମକୁ ସବୁଦିନ ରାତିରେ ଆସିଥାଏ ତେବେ ଆମର ଏହା ପୁର୍ବ ଜନ୍ମ ହୋଇ ଥାଏ । ଏହା ଅପରେ ଆସେ ଜନ୍ମ ବେଳେ ମିଳିଥିବା ଚିହ୍ନ । ଏହା ଆମକୁ ସାଧାର ଭାବେ ନବଜାତ ଶିଶୁ ଅବସ୍ଥାରୁ ମିଳି ଥାଏ ।

କିଛି ଲୋକଙ୍କ ଅନୁସାରେ ଏହା ଆମ ଶରୀର ରେ ଏହା ପାଇଁ ଥାଏ କାରଣ ହେଉଛି କି ଏହା ଆମ ପୂର୍ବ ଜନ୍ମର କିଛି କ୍ଷତ କିମ୍ବା କିଛି ରୋଗକୁ ଦେଖାଇ ଥାଏ । ୟାନୀ ଷ୍ଟିଭେନସନ ସେ 1000 ରୁ ଅଧିକ ଘଟଣା ଉପରେ କାମ କରିବା ପରେ ଏହା କହି ଥିଲେ କି ସେ ମଧ୍ୟ ପୂର୍ବ ଜନ୍ମ ରେ ବିଶ୍ଵାଶ କରନ୍ତି ।

ସେମାନେ ଏହା ଆଉପରେ 12 ଟି ପୁସ୍ତକ ଲେଖିଛନ୍ତି । ଏହି ଭଳି ଏକ ସତ୍ୟ ଘଟଣା ହେଉଛି ତୁର୍କୀ ର ଏକ ପିଲା କୁ ତାର ପୂର୍ବ ଜନ୍ମ ମାନେ ଥିଲା ତାର ମୁଣ୍ଡରେ ଗୋଳି ମାରିକି ତାକୁ ମାରିଦିଆ ଯାଇଥିଲା । ସେ ଜନ୍ମ ହେବା ବେଳେ ସେହି ଜାଗାରେ ତାର ଚିହ୍ନ ମାନ ମଧ୍ୟ ଥିଲା ।

ଏହା ଅପରେ “ଡେଯା ଗୁ” ଏହାର ମାନେ ହେଉଛି କିଛି ଅଜଣା ଲୋକଙ୍କ ସହ ଆମେ ବାର ବାର ଦେଖା ହେଉ ଓ ଏହା ସହ ଆମେ ତାଙ୍କୁ ଆଗରୁ ଜାଣିବା ଭଳି ମଧ୍ୟ ଅନୁଭବ କରି ଥାଉ । କିନ୍ତୁ କିଛି ବ୍ୟକ୍ତି ମାନଙ୍କ ସହ ଏହା ଅଧିକ ମାତ୍ରାରେ ହୋଇ ଥାଏ । ହୁଏତ ଆମେ ପୂର୍ବ ଜନ୍ମ ରେ ଏମାନଙ୍କ ଶହ ସମ୍ବନ୍ଧ ରଖୀ ଥାଉ । ତେବେ ଏହା ଆଜି ଯାଏ ପ୍ରମାଣିତ ହୋଇଛି ଭି ଆଉ ନାହିଁ ଭି ।

Leave a Reply

Your email address will not be published. Required fields are marked *