ଏହାର 1 ଖଣ୍ଡ ଦ୍ଵାରା ସୋଇଥିବା ଭାଗ୍ୟ ଚମକି ଉଠିବ, ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି ଆପଣ

ଆମ ପାଖରେ ଓ ଆମ ଚାରି ପାଖରେ କିଛି ଏଭଳି ଜିନିଷ ଥାଏ । ଯାହା ଦ୍ଵାରା ଆମେ ଖୁବ ଲାଭ ବାନ ହୋଇ ପାରିବା ସେହି ଜିନିଷ କୁ ନେଇ ଆମେ କିଛି ଉପାୟ କରି ପାରିବା ଓ ଆମ ଜୀବନର ସମସ୍ଯା ମଧ୍ୟ ଦୂର କରାଇ ପାରିବା । ଯେଉଁ ମାନେ ନିଜ ଜୀବନରେ ଅନେକ ସମସ୍ଯା ଆଡେଇ ଆସିଥାନ୍ତି ସେମାନେ ସବୁ ବେଳେ ଏହାର ସମାଧାନ ର ବାଟ ଖୋଜୁ ଥାନ୍ତି ।

ଯେଉଁ ମାନେ ଏହି ଭଳି କିଛି କମ କରିବା ଅପାଇନ ଆଗରହ କରି ଥାନ୍ତି ସେମାନେ ସମାଧାନ ର ରାସ୍ତା ଖୁବ ଶୀଘ୍ର ବାଛି ନେଇ ଥାନ୍ତି । ଆମେ ଯେଉଁ କାମ କରୁଚେ ହୁଏ ତ ସବୁ କିଛି ଠିକ କିମ୍ବା ସବୁ କିଛି ଭୁଲ ନ ହୋଇ ପାରେ କିନ୍ତୁ ଆମେ ଯାହା ଭି କରୁଚେ ତାହା ସବୁ ବେଳେ ସବୁ ଙ୍କୁ ଭଲ ଲାଗି ନ ନଥାଏ ।

କେତେ ବେଳେ ସମାଜ ତ କେତେବେଳେ ପରିବାର ଲୋକମାନେ ଏହି ଭଳି କାମ କରିଥାନ୍ତି । ଆମ ବିପକ୍ଷରେ ସବୁ ବେଳେ ଅନେକ ଲୋକମାନେ ଅଛନ୍ତି ଓ ରହିବେ କିନ୍ତୁ ଆମକୁ ସମାଧାନ କରିବା ପାଇଁ ପଡିବ ତେଣୁ କରି ଆମେ ଆଜି ଆପଣଙ୍କୁ କିଛି ଏଭଳି କାମ କହିବା ପାଇଁ ଯାଉଛେ ଯାହା ଦ୍ଵାରା ଆମେ ସବୁ ବେଳେ ଭଲ ହୋଇ ରହି ପାରିବା ଆମ ଜୀବନରେ ଆସିଥିବା ସମସ୍ଯା ସବୁ ଦୂର ହୋଇ ଜୀବ ।

ଆପଣ ମାନଙ୍କ ଘରେ ସବୁ ବେଳେ ମସଲା ଜାତୀୟ ଜିନିଷ ଭିତରେ ଅଦା ଥିବ । ତେଣୁ କରି ଆପଣ ଯଦି ଏହାକୁ ରକ୍ଷିବେ ଘରେ ଅଦା ସାରିବା ଆଗରୁ ଆପଣ ଏହାକୁ ଆଣିକି ରଖିବେ ତାହା ଖୁବ ଭଲ ଅଟେ । ଏହାକୁ ଆପଣ ଔଷଧ ଭାବେ ମଧ୍ୟ ବ୍ୟବହାର କରି ପାରିବେ । ଏହା କୁ ନେବେ ଯେଉଁ ପଟେ ଆପଣ ଦେଖିବେ ଚେର ବାହାରିଛି ତାକୁ କାଟି ନେବେ ଓ ଏଭଳି କାଟିବେ ଜେଭଳି ଆପଣ ଙ୍କୁ ଦେଖା ଯାଉଥିବା ଧଳା ପଟେ ଏକ ପଦ୍ମ କିମ୍ବା ଷ୍ଟାର ଆଙ୍କି ପାରିବେ ଏହାକୁ ନେଇ ଘର ର ଏକ ହାଣ୍ଡିରେ କିମ୍ବବା ବାରି ପଟେ ଏହାକୁ ପୋତି ଦେବେ ।

ଆପଣ ଯାହା ଚାହାଁନ୍ତି ଏହାକୁ ଆଂକିବା ବେଳେ ମାନେ ମାନେ କହିବେ ଦେଖିବେ ଯେମିତି ଗଛ ଉଠିବା ଆରମ୍ଭ ହେବ ଆପଣଙ୍କ ସମସ୍ଯା ଦୂର ହୋଇ ଜୀବ । କେବଳ ସେତିକି ନୁହେଁ ଆପଣଙ୍କ ଘରେ ଥିବା ସମସ୍ଯା ସବୁ ଦିନ ପାଇଁ ଦୂର ହୋଇ ଜୀବ । ଆପଣ ଯଦି କିଛି ଶୁଖିଲା ଅଦା ଗୁଣ୍ଡାକୁ ନିଜ ପକେଟ କିମ୍ବା ପର୍ଶରେ ଧରିକି ବୁଲିବେ ଏକ ନାଲି କଣରେ ବାନ୍ଧିକି ଏହା

ମଧ୍ୟ ଆପଣଙ୍କୁ ଖୁବ ଭଲ ପରିଣାମ ଦେବ ଆପଣ ବ୍ୟସ୍ତ ହେବାର କିଛି ନାଇ ଆପଣଙ୍କ ଘରେ ଥିବା ସେହି ଗଚରୁ ଅଦା ହେଲେ ଆପଣ ଏହାକୁ ଖାଇ ମଧ୍ୟ ପାରିବେ । ଏହା କୁ କରିକି ଦେଖାନ୍ତୁଆ ଆପଣ ନିଶ୍ଚିତ ଫଳ ପ୍ରଦ ହେବେ ।

Leave a Reply

Your email address will not be published. Required fields are marked *