ଗୁରୁବାର ଦିନ 3 ଖଣ୍ଡ ହଳଦୀ ରାଖୀ ଦିଅନ୍ତୁ ଏଇଠି, ଏତେ ଆସିବ ଧନ କି ସମ୍ଭାଳି ପାରିବନି- Gurubar Mahaupaya

ଆମେ ସମସ୍ତ ଦୁନିଆର ଦୁଃଖ କଷ୍ଟ ଦେଖିକି ଆମେ ମଧ୍ୟ ଖୁବ ଚିନ୍ତାରେ ରହି ଯାଉଛେ । ଆପଣ ମାନେ ଜଣାଇଥିବେ ଏବେ ସବୁ ଜିନିଷ ର ଦର ଦାମ ବଢିବାରେ ଲାଗିଛି । ମାତ୍ର ସେହି ଅନୁସାରେ ଆମେ ଦେଖିବା ପାଇଁ ଗଲେ ଆମର କିଛି ଭି ଉର୍ଣ୍ଣତି ହେଉନି ।

ଆମେ ଯେତେ ପଇସା ଆମେ ରୋଜଗାର କରୁଥିବା ଧାନ ସବୁ ଉଭାନ ହୋଇ ଯାଉଛି । ଆଜି ଆମେ ଏହି ପାଇଁ ଏକ ପ୍ରତିକାର ଆପଣଙ୍କୁ କହିବା ପାଇଁ ଯାଉଛେ । ଯାହା ଦ୍ଵାରା ଆପଣ ନିଶ୍ଚିତ ଭାବେ ଉପକୃତ ହେବେ । ଆପଣ ଯଦି ଜାଣିଥିବେ ଗୁରୁବାର ଦିନ ଅନେକ ଜିନିଷ ନେବା କିମ୍ବା ଦେବା ଆମ ଶାସ୍ତ୍ର ଅନୁସାରେ ମନା ହୋଇ ଥାଏ । ଏହି ଦିନ କିଛି କାମ କରିବା ଦ୍ଵାରା ମା ଲକ୍ଷ୍ମୀ ଓ ଗୁରୁ ଗ୍ରହ ଙ୍କୁ ଖୁବ ଖରାପ କୋପ ଆମକୁ ଭୋଗ କରିବା ପାଇ ପଡିଥାଏ ।

ଆପଣ ମାନଙ୍କ ପାଇଁ ଏହା ଆଖୁବ ଅସମୟ ହୋଇ ଜୀବ ଯଦି ଏଭଳି କିଛି ଘଟଣା ହୋଇଥାଏ ତ । କିଛି ଏଭଳି ମଧ୍ୟ ଘଟଣା ଅଛି ଯାହାକୁ କରିବା ଆଡବାର ଆପଣ ଖୁବ ଲାଭ ବାନ ହୋଇ ପାରିବେ । ଆପଣ ଆଶା କରୁଥିବା କାମ ଆହୋଇଯିବ ଆପଣ ଆପଣଙ୍କ ଘରେ ଥିବା ଧନର ସମସ୍ଯା ଦୂର ହୋଇ ଜୀବ । ଆପଣ ମାନେ ଯେଉଁ କାମ କରୁଛନ୍ତି ତାକୁ ଜାରି ରଖନ୍ତୁ । ଯେଉଁ ବିଧି ଅନୁସାରେ ପୂଜା ପାଠ କରିବା ନୀତି ନିୟମ ମାନିବା ଅଭଳି କମ ଆପଣ କରିଚାଳି ଆସୁଛନ୍ତି ତାହାକୁ କରନ୍ତୁ ।

ଏହା ସହ ଆପଣ ଦାନ ଦକ୍ଷିଣା ମଧ୍ୟ ଦିଅନ୍ତୁ । ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ଦୋଷ କାଟିବା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କର ସବୁ ବେଳେ ଦୟା ରହିବ । ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ସକାଳ କାମ ସାରି ନିଜ କର୍ମରେ ଲାଗିବେ । କିଛି ଭି ପର ଚର୍ଚ୍ଚା କିମ୍ବା କିଛି ପ୍ରକାର ପର ନିନ୍ଦା ଠାରୁ ଆପଣ ନିଜକୁ ଦୂରେଇ ରଖିବେ । ଏହା ମା ଲକ୍ଷ୍ମୀ ଙ୍କ ପ୍ରସନ୍ନ କରିବାର କିଛି ଉପାୟ ।

କେବଳ ସେତିକି ନୁହେଁ ଆପଣ ସେହି ଦିନ କାହା ସହ ଝଗଡା କରିବା କିମ୍ବା କାହା ସହ କଲି କରିବା ଭଳି କମ କରିବେ ନି । ଆପଣ କାହା କୁ ନିଜର ସବୁ ରହସ୍ୟ ଦେଖାଇବେ ନି । ଆପଣ ସେହି ଡି ପିଲାଙ୍କୁ ବାଡେଇବେଣୀ । ତେବେ ଏହା ସହ ଆପଣ ବୃହସ୍ପତି ଙ୍କୁ ମଧ୍ୟ ପ୍ରସନ୍ନ କରି ପାରିବେ ଏହାର ଉପାୟ ହେଇଉଛି କି ଆପଣ ପୋଖରୀରୁ କିମ୍ବା ଜାଳା ଶୟାରୁ ଜଳକୁମ୍ବୀ ଗଛର ପତ୍ର କିମ୍ବା ଏହାର ଫୁଲ ନେବେ ,

ଓ ଏହାକୁ ୩ ହଳଦୀ ଡାଙ୍ଗ ସହ ଏକ ହଳଦିଆ ବସ୍ତ୍ରରେ ଗୁଡେଇ ନିଜ ଧନ ଆସୁଥିବା ଜାଗାରେ ରାଖୀ ଦିଅନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଅନୁଭବ କରିବେ କି ଆପଣଙ୍କ ଧନ ରେ ବୃଦ୍ଧି ହେବାରେ ଲାଗିଛି । ଏହା ହଳଦୀ ସହ ରଖିବା ଦ୍ଵାରା ଆପଣ ବୃହସ୍ପତି ଙ୍କୁ ମଧ୍ୟ ପ୍ରସନ୍ନ କରି ପାରିବେ । ଓ ଜଳକୁମ୍ଭି ଜେଭଳି ସବୁ ଆଡେ ମାଦୀ ଯାଇଥାଏ ସେହି ଭଳି ଆପଣଙ୍କ ଧନ ମଧ୍ୟ ଖୁବ ଜଲ୍ଦି ଓ ସବୁ ଆଡୁ ଆସିବାରେ ଲାଗିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *