ଏହି 3 ଟି ନାମର ମହିଳା ସ୍ଵାମୀ ଠାରୁ ଅସନ୍ତୁଷ୍ଟ ରହିଥାନ୍ତି

ନମସ୍କାର ବନ୍ଧୁଗଣ ଆମ ସମାଜରେ ବିଭାଘରକୁ ଏକ ଅତୁଟ ବନ୍ଧନ ବୋଲି କୁହାଯାଇଥାୟ । ସ୍ଵାମୀ ସ୍ତ୍ରୀର ସମ୍ପର୍କ ସାତଜନ୍ମ ପାଇଁ ହୋଇଥାୟ । ପ୍ରତ୍ୟକ ପୁରୁଷ ଚାହାନ୍ତି ତାଙ୍କୁ ଏକ ସୁନ୍ଦର ଓ ଗୁଣବତୀ ସ୍ତ୍ରୀ ମିଳିଯାଉ । ଜୀୟକି ତାଙ୍କୁ ବହୁତ ଭଲପାଇବା ଦେଉଥିବ । ତାଙ୍କର ଯତ୍ନ ନେଉଥିବ । ଅନ୍ୟ ପକ୍ଷ ରେ ଗୋଟେ ମହିଳା ଚାହାନ୍ତି କି ତାଙ୍କୁ ଏକ ଭଲ ସ୍ଵାମୀ ମିଳିଯାଉ ଜୀୟ କି ତାଙ୍କର ସବୁ ଇଛା ରଖନ୍ତୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୩ଟି ନାମ ଥିବା ମହିଳାଙ୍କ ବିଷୟରେ ଜଣେଇବୁ ଜୀୟକି ସବୁବେଳେ ତାଙ୍କ ସ୍ଵାମୀଙ୍କ ଉପରେ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି


ବନ୍ଧୁଗଣ ୧ରେ ହଉଛି K ଅକ୍ଷର ଥିବା ମହିଳା । ଏହି ଅକ୍ଷର ଥିବା ମହିଳା ସବୁବେଳେ ସହନଶୀଳ ହୋଇଥାନ୍ତି । ଘରଚଳାଇବା କ୍ଷେତ୍ରରେ ଏମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏମାନେ ତାଙ୍କର ସ୍ଵାମିକି ପ୍ରତ୍ୟକ ସମୟରେ ସବୁ କଥା ମନେ ପକାଇଥାନ୍ତି । ଏହି ମହିଳା ମାନେ କଥା ଲୁଚାଇବାରେ ମାହିର ହୋଇଥାନ୍ତି । ଏମାନେ ଭବିଶ୍ଵତର ଚିନ୍ତା ସବୁବେଳେ କରିଥାନ୍ତି । ଏମାନେ ତାଙ୍କ ସ୍ଵାମୀଙ୍କୁ ଛାଡି ଗୋଟେ ମୁହୂର୍ତ ରହିପାରନ୍ତି ନହିଁ । ଏମାନେ ଭାବନ୍ତି ଏମଙ୍କର ସ୍ଵାମୀ ସବୁ କାର୍ଯ୍ୟ ଏମାନଙ୍କୁ ପଚାରି କରନ୍ତୁ ।

୨ରେ ହଉଛି P ଅକ୍ଷର ଥିବା ମହିଳା ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏମାନଙ୍କର ସ୍ଵାମୀ ପ୍ରତ୍ୟକ କାମ କରିବା ଆଗରୁ ଯଦି ଏମାନଙ୍କୁ ପଚାରି କରିନଥାନ୍ତି ତାହାଲେ ଏମାନେ ତାହାକୁ ସହ୍ୟ କରନ୍ତି ନହିଁ । ଏମାନେ ନିଜ ପିଲାଙ୍କର ବହୁତ ଯତ୍ନ ନେଇଥାନ୍ତି ଓ ସେମାନଙ୍କର ଛୁଆକୁ ବହୁତ ଭଲ ସଂସ୍କାର ଦେଇଥାନ୍ତି । ଏମାନେ ନିଜ ଘରକୁ ସବ୍ୟୁବେଳେ ସଜେଇରଖିବାରେ ଭଲପାନ୍ତି ଓ ଏମାନେ ନିଜର ସ୍ଵାମୀକି ସବୁବେଳେ ପ୍ରତ୍ୟକ ଖର୍ଚ ର ହିସାବ ମାଗିଥାନ୍ତି । ୩ରେ ହଉଛି S ଅକ୍ଷର ଥିବା ମହିଳା ମାନଙ୍କର ବହୁତ ଧର୍ଯ୍ୟ ଶକ୍ତି ରହିଥାୟ । ଏମାନଙ୍କୁ ଯଦି କିୟ ଅଣଦେଖା କଲା ଏମାନେ ଜମାବି ତାହାକୁ ସହ୍ୟ କରିପାରନ୍ତି ନହିଁ । ଏମାନେ ସବୁବେଳେ ନିଜର ପ୍ରଶ୍ନସା ଶୁଣିବାକୁ ଚାହିଥାନ୍ତି ।

ଏହି ମହିଳା ମାନେ ସବୁବେଳେ ଚାହନ୍ତି ଏମାନଙ୍କର ସ୍ଵାମୀ ଏମାନଙ୍କୁ ସବୁବେଳେ ତାଙ୍କ ବିଷୟରେ ଭାବନ୍ତୁ ଓ ତାଙ୍କର ବହୁତ ଯତ୍ନ ନିଅନ୍ତୁ । ଯଦି ତାହା ନ ମିଳିଲା ସେ ତାଙ୍କ ସ୍ଵାମୀ ଉପରେ ଅସନ୍ତୁଷ୍ଟ ହୁଅନ୍ତି । ଏମାନଙ୍କର ବହୁତ ସହନ ଶୀଳତା ଗୁଣ ଥାୟ । ଏମାନେ ନିଜର ଜିନିଷକୁ ପରିଷ୍କାର ରଖିବକୁ ସବୁ ବେଳେ ଚାହାନ୍ତି । ଏମାନେ ଚାହନ୍ତି ଏମାନଙ୍କର ସ୍ଵାମୀ ଏମାନଙ୍କୁ ସବୁ କ୍ଷେତ୍ରରେ ଗୁରୁତ୍ଵ ଦିଅନ୍ତୁ । ବନ୍ଧୁଗଣ ଜାଣିଲେ ତ ଏହି 3 ଅକ୍ଷର ଥିବା ମହିଳା ମାନେ କେବେବି ତାଙ୍କ ସ୍ଵାମୀ ଉପରେ ସନ୍ତୁଷ୍ଟ ହୁଅନ୍ତି ନହିଁ । ସବୁବେଳେ ଅସନ୍ତୁଷ୍ଟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *