ଆମେ ଜାଣିଛେ କି ଆମେ ଘରେ ହଗବାନ ଙ୍କ ପୂଜା କରୁ ଏହା ପାଇଁ ଆମେ ମନ୍ଦିର ଗଲେ ମଧ୍ୟ ଆମ ଘରେ ପ୍ରତିମା ସ୍ଥାପନା କରି ଆମେ ଏହାକୁ ପୂଜା କରୁ । ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ଭଗବାନ ଙ୍କ ଫଟ କେଉଁ ଜାଗାରେ ରଖିବା ଦ୍ଵାରା ଆମେ ନିଶ୍ଚିତ ଭାବେ କିଛି ନା କିଛି ଭଲ ପରିଣାମ ପାଇବା । କାରଣ କୁହା ଯାଏ କି ଯେଉଁ ଜାଗାରେ ଯେଉଁ ଜିନିଷ ରହିବା କଥା ସେହି ଜାଗାରେ ସେହି ଜିନିଷ ନ ରହିବା ଦ୍ଵାରା ଅଶୁଭ ହୋଇ ଥାଏ ।
ତେଣୁ କରି ଆମେ ଆଜି ଏହି 3 ଭଗବାନ ଙ୍କ ପ୍ରତିମା କିମ୍ବା ଫଟ କେଉଁ ଜାଗାରେ ରଖିବା ଏହା ଆମେ କରିବା ଦ୍ଵାରା ଘରେ ହେଉଥିବା ଶାନ୍ତି ବଜାୟ ରହିବ ଓ କିଛି ନୂଆ ଉପାୟ ର ଆଗମନ ମଧ୍ୟ ହେବ ଯାହା ଦ୍ଵାରା ଆମେ ନିଜକୁ ଆହୁରି ଉପରକୁ ନେଇ ପାରିବା । ଆମେ ପଞ୍ଚମୁଖୀ ହନୁମାନ ଙ୍କ ଫଟ କୁ ଦକ୍ଷିଣ ପଶ୍ଚିମ କୁ କରିକି ଲଗାଇବା ଦରକାର ଯାହା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କ ଆଗମନ ସବୁ ବେଳେ ହେଉ ଥିବ ।
ଏହା ପରେ ନାମ ଆସେ ଭଗବାନ ଗଣେଶ ଙ୍କର ଫଟ ସବୁ ରୂପରେ ଭଗବାନ ଗଣେଶ ମଙ୍ଗଲ କାରୀ ଅଟନ୍ତି କିନ୍ତୁ ଯଦି ଆମେ ଘରେ ଧନର ଆଗମନ ପାଇଁ ଏହାଙ୍କୁ ରଖିବା ଅତେବେ ନୃତ୍ୟ କରୁ ଥିବା ଭଗବାନ ଗଣେଶ ଙ୍କ ଫଟ ଲଗାଇବା ଉଚିତ ଅଟେ । ଏହାଙ୍କ ମୁହଁ ଏହି ଭଳି ଭାବେ ରଖନ୍ତୁ ଯେଉଁ ଭଳି ଏହାଙ୍କ ମୁହଁ କବାଟ ଆଡକୁ ରହିବ । ମା ଲକ୍ଷ୍ମୀ ଙ୍କ ଦୟା ସଭିଙ୍କ ଉପରେ ରହି ଥାଏ । ଆମେ ଯଦି କହିବା ପାଇଁ ଯିବା ତ ମା ଲକ୍ଷ୍ମୀ ଙ୍କ ସହ ଆପଣ ଘରେ କୁବେତ୍ର ଭଗବାନ ଙ୍କ ମୂର୍ତି କିମ୍ବା ଫଟ ରଖିବା ଭଲ ହୋଇ ଥାଏ । ଆମେ କହିବା ପାଇଁ ଯାଉଛୁ କି ମା ଲକ୍ଷ୍ମୀ ଙ୍କ ଦୟା ପାଇବା ପାଇଁ ଏହା କରିବା ଆବଶ୍ୟକ ଅଟେ ।
ଆଜି ଆମେ ଏହା କହିବା ର ଅର୍ଥ କି ଯଦି ଆମେ ଧନ କମେଇବା ପାଇଁ ଚେଷ୍ଟା କରିବା କିନ୍ତୁ ଆମେ ଯଦି ଆୟୁ କମ ନେଇକି ଏହି ଧରିତ୍ରି କୁ ଆସିଥିବା ତେବେ ଏହା ଅକାରଣ ହୋଇ ଜୀବ ତେଣୁ କରି କୁହା ଯାଏ କି ମା ଲକ୍ଷ୍ମୀ ଙ୍କ ସହ କୁବେର ଭଗବାନ ଙ୍କ ଫଟ ରଖିବା ଆବଶ୍ୟକ ଅଟେ । ଭଗବାନ କୁବେର ଆମକୁ ଆୟୁଷ ପ୍ରଦାନ କରନ୍ତି ଓ ଆମକୁ ସଦବୁଦ୍ଧି ମଧ୍ୟ ଦେଇ ଥାନ୍ତି କି ଆମେ କେଉଁ ଭଳି ଭାବେ ନିଆ ଜୀବନର ସଞ୍ଚିତ ପଇସା ର ଉପଯୋଗ କରିବା । ତେବେ ଏହି ତିନି ଦେବଙ୍କ ଫଟ ଲଗାଇବା ଆମ ପାଇଁ ଖୁବ ଶୁଭ ହୋଇ ଥାଏ ।