ଏହି 3ଟି ସ୍ୱପ୍ନ ବିଷୟରେ କାହାରିକୁ ପ୍ରକାଶ କରନ୍ତୁ ନାହିଁ -Ajira Anuchinta

ଆମେ ଅନେକ ସମୟରେ କିଛି ଏହି ଭଳି ଜିନିଷ ଦେଖି ଥାଉ ଯାହାକୁ ଆମେ ସବୁଙ୍କୁ କହି ଦେଇ ଥାଉ ଆମେ ଆଜି କହିବା ପାଇଁ ଯାଉଛୁ କି ଆମେ କେଉଁ କଥା କାହାକୁ କହିବା କଥା ନୁହେଁ । ଆମେ ଅନେକ ସମୟରେ ଏହାକୁ କହି ଦେଇ ଥାଉ କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ଘଟଣା ଆମେ କାହାକୁ ନ କହିବା ଭଲ ହୋଇଥାଏ । ଆପଣ ମାନେ ଶୋଇବା ବେଳେ କିଛି ଜିନିଷ ଦେଖି ଥାଉ ଆମେ ସାଧାରଣ ଭାବେ ଯାହା ଭାବୁ ତାକୁ କହି ଦେଇ ଥାଉ ।

ଆପଣ ମାନେ ଆଜି ଜାଣିବେ କେଉଁ ଭଳି ସ୍ଵପ୍ନ ଦେଖିବା ବେଳେ ଆପଣ କାହାକୁ କହିବେ ନି । ଆପଣ ମାନେ ଜାଣି ଥିବେ କି ଆମେ ଦେଖୁ ଥିବା ସ୍ଵପ୍ନ ବେଳେ ବେଳେ ଭଲ ହୋଇ ଥାଏ ଓ ବେଳେ କ୍ଷ୍ହାରାପ ହୋଇ ଥାଏ । ଆପଣ କିଛି ସ୍ଵପ୍ନ କୁ ଦେଖିବା ପରେ ଏହାକୁ କହିବା ମନା ହୋଇ ଥାଏ । ଏହାକୁ କହିବା ପାଇଁ ଯାଉଥିବା ମଣିଷ ର ଭଲ ହୋଇ ନଥାଏ ।

କୁହାଯାଏ କି ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଅନ୍ୟର ମାରିବା ସ୍ଵପ୍ନ ଦେଖିଲେ ଏହା ଭଲ ହୋଇ ଥାଏ । ଏହା ସହ ଆମେ ଯଦି କାହାକୁ ମାରିବା ନଦେଖି ନିଜର ମାରିବା ସ୍ଵପ୍ନ ଦେଖିଲେ ଏହା ଶୁଭ ହୋଇ ଥାଏ । ଏହା ସହ ଆପଣ ଏହାକୁ କହିବା ଭଲ ନୁହେଁ ଏହାକୁ ନ କହିଲେ ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇ ଯାଇ ଥାଏ ।

କିନ୍ତୁ ଦେଖିବା ପାଇଁ ଗଲେ ଏହା କୁ କହିବା ମାତ୍ରେ ଆପଣଙ୍କ ଜୀବନରେ ହେବା ପାଇଁ ଯାଉଥିବା ଭଲ ଜିନିଷ ହେବନି । ଏହା ସହ ଆପଣ ଯଦି ନିଜକୁ ଜଙ୍ଗଲ ରେ ବସିଥିବା ର ଦେଖିବେ କିମ୍ବା ନଦୀ କୂଳରେ ବସି ଥିବାର ଦେଖିବେ ଆପଣ ଏହାକୁ କହିବେ ନି ଆପଣ ଏହାକୁ କହିବା ଦ୍ଵାରା ଆପଣଙ୍କ ଜୀବନରେ ଆସିବା ପାଇଁ ଯାଉଥିବା ମଣିଷ ଆସିବନି ।

ଆପଣଙ୍କ ସ୍ଵପ୍ନ ରେ ଯଦି ସାପ ଦେଖା ଯାଏ । ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ଜୀବନରେ ସମ୍ମାନ ଆସିବା ପାଇଁ ଯାଉଛି । ଆପଣ ଯାହା ଭି କରିବେ ଦେଖି ଚାହିଁ କରିବେ ଏହା ନାକେଲ ଆପଣଙ୍କ ଖୁଶି ଦୁଃଖ ରେ ପରିଣୀତ ହେବା ପାଇଁ ଯାଉଛି । ଆପଣ ଏହାକୁ କାହାକୁ କହିବା ଆଗରୁ ଅନେକ ଥର ଭାବି ନେବେ । ଏବେ ଆପଣ କଣ କରିବା ଭୁଲ ଆପଣଙ୍କ ପାଇଁ ଖୁବ କଷ୍ଟ ଆଣି ଦେଇ ପାରେ । ଆପଣ ଏହି ଜିନିଷକୁ ଦେଖି ଚାହିଁ କହିବେ । ଏହି ଜିନିଷ ର ଧ୍ୟାନ ଆପଣ ରଖିବେ ।

Leave a Reply

Your email address will not be published. Required fields are marked *