ମହିଳା ମାନେ କରିଲେ ଏହି କେତୋଟି କାମ କମି ଥାଏ ସ୍ଵାମୀଙ୍କ ବୟସ, ଆପଣ କରୁ ନାହାନ୍ତି ତ ଏହି କାମ ?

ନମସ୍କାର ବନ୍ଧୁଗଣ । ଆମେ ଦେଖିବାକୁ ଗଲେ ପ୍ରତ୍ୟକ ଦିନକୁ ଏକ ବିଶେଷଦିନ କୁହାଜାୟ । କିନ୍ତୁ ତାହା ମଧ୍ୟ ରୁ ଗୁରୁବାର କୁ ଆମେ ବିଶେଷ ଦିନ ଭାବରେ  କୁହାଜାୟ । ବନ୍ଧୁଗଣ ଆମେ ଗୁରୁବାର କୁ ଧର୍ମର ଦିନ ଭାବରେ କହିଥାଉ । ଏହି ଦିନଟିକୁ ଆମେ ମାତା ଲକ୍ଷ୍ମୀଙ୍କ ଦିନ ବୋଲି କହିଥାଉ । ଗୁରୁବାର ଅନ୍ୟ ଏକ ଗ୍ରହ ତୁଳନାରେ ଭାରି ହୋଇଥାୟ । ତେଣୁ ବନ୍ଧୁଗଣ ଗୁରୁବାର ଦିନ ଏପରି କାର୍ଯ୍ୟ କରିବେ ନାହି ଯାହାଦ୍ବାରା ଆମର କ୍ଷତି ଘଟିବ । ବନ୍ଧୁଗଣ ଆସନ୍ତୁ ଜାଣିବା ଏପରି କି କାର୍ଯ୍ୟ ଗୁରୁବାର ଦିନ କଲେ ଆମର କ୍ଷତି ହୋଇଥାୟ ।

ବନ୍ଧୁଗଣ ଗୁରୁବାର ଦିନ କେବେବି ଚୁଟି କାଟନ୍ତୁ ନାହି କି ଧୁଅନ୍ତୁ ନାହି । କାରଣ ଶାସ୍ତ୍ର ରେ ଲେଖା ଅଛି ମହିଳା ମାନଙ୍କର ଜନ୍ମ କୁଣ୍ଡଳୀରେ ବୃହସ୍ପତି ପଟି ଓ ସନ୍ତାନଙ୍କର କାରକ ହୋଇଥାୟ । ଏହାର ଅର୍ଥ ରହୁଛି ଗୁରୁବାର ଦିନ ଗୁରୁ ଗ୍ରହ ପତି ଓ ସନ୍ତାନ ଦୁଇଜଣଙ୍କ ଜୀବନକୁ ପ୍ରଭାବ କରିଥାୟ । ତେଣୁ ବନ୍ଧୁଗଣ ମହିଳାମାନେ ଗୁରୁବାର ଦିନ ଯଦି କେଶକୁ କାଟିଥାନ୍ତି ଓ ଧୋଇଥାନ୍ତି ତାହାଲେ ବୃହସ୍ପତି ଦୁର୍ବଳ ହୋଇଥାୟ । ସେହି କାରଣ ପାଇଁ ପତି ଓ ସନ୍ତାନ ମାନଙ୍କ ଉରନ୍ନତି ଅଟକି ଯାଇଥାୟ ।

ପତିମାନଙ୍କର ଆୟୁଷ ମଧ୍ୟ କମିଜାୟ । ତେଣୁ ବନ୍ଧୁଗଣ ଗୁରୁଆବର ଦିନ ମହିଳା ମାନେ ଚୁଟି କାଟନ୍ତୁ ନାହି ଓ ଚୁଟି ସଫକରନ୍ତୁ ନାହି ।  2ରେ ହଉଛି ସେବିଙ୍ଗ: ଗୁରୁବାର ଦିନ ପୁରୁଷମାନେ ସେବିଙ୍ଗ ଓ ନଖ କତିବେ ନାହି ଏହାର କାରଣ ହାଉଛି ଗୁରୁ ଗ୍ରହ କୁ ଜୀବନ ବୋଲି କୁହାଯାଇଛି । ଗୁରୁ ହଉଛି ଜୀବନ । ଯଦି ଆପଣ ଗୁରୁବାର ଦିନ ସେବିଙ୍ଗ ଓ ନଖ କାଟିବେ ତାହାଲେ ଗୁରୁ ଗ୍ରହ ଦୁର୍ବଳ ହୋଇଥାୟ ।

ଯାହାଦ୍ୱାରା ଆପଣଙ୍କ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡିଥାୟ । ଯାହାଦ୍ୱାରା ଆପଣଙ୍କ ଆୟୁଷ କମି ଯାଏ ଓ ଆପଣଙ୍କ ଶରୀରରେ ଅନେକ ସମସ୍ଯା ଦେଖା ଦୀଏ । ତେଣୁ ଗୁରୁବାର ଦିନ ସେବିଙ୍ଗ ଓ ନଖକାଟିବା ଉଚିତ ନୁହେ ।

୩ କାରଣ ହେଉଛି ଘର ପୋଛା :ଗୁରୁବାର ଦିନ କେବେବି ଆପଣ ଘର ପୋଛନ୍ତୁ ନାହି । ଯଦି ଆପଣ ଏହି ଦିନ ଘର ପୋଚୁଛନ୍ତି ତାହାଲେ ଆପଣଙ୍କ ପରିବାରରେ ପିଲା ଓ ଘରର ସଦ୍ୟସ ମାନଙ୍କ ଶିକ୍ଷା ଓ ଧର୍ମ ଉପରେ ବହୁତ ପ୍ରଭାବ ପଡିବ । ଆପଣଙ୍କ ର ଧନ ହାନି ଘଟିବ । ୪ କାରଣ ହେଉଛି କପଡା ସାଫା କରିବା : ଗୁରୁବାର ଦିନ ଆପଣ କେବେ ବି କପଡା ସଫା କରନ୍ତୁ ନାହି ।

ଯଦି ଆପଣ କପଡା ଗୁରୁବାର ଦିନ ସଫା କରୁଛନ୍ତି ତାହାଲେ ଆପଣଙ୍କର ପରିବାରରେ ସୁଖ ଶାନ୍ତି ନଷ୍ଟ ହୋଇଯାଇଥାୟ । ଆପଣଙ୍କ ପରିବାରରେ ଅସାନ୍ତି ଦେଖା ଜାୟ । ରେ ହଉଛି ଗୁରୁବାରଦିନ ଘରର କୌଣସି ବସ୍ତୁ କୁ କବାଡିଆ କୁ ଦବା ଓ ଘର ସଫା କରିବା ଉଚିତ ନୁହେ ଏହା କଲେ ଆପଣଙ୍କ ଗୃହରେ ନକରତ୍ମକ ଦ୍ରୁଷ୍ଟି ପଡିଥାୟ । ୫ରେ ହଉଛି : ଏହିଦିନ ମାତା ଲକ୍ଷ୍ମୀଙ୍କୁ ଅଣଦେଖା କରନ୍ତୁ ନାହି । ଗୁରୁବରା ହେଉଛି ଭଗବାନ ନାରାଯଣଙ୍କ ଦିନ । ଗୁରୁବାର ଦିନ ନାରାୟଣଙ୍କ ସହ ତାଙ୍କର ପତ୍ନୀ ଲକ୍ଷ୍ମୀଙ୍କି ପୂଜକରାଗଲେ ଭଗବାନ ନାରାୟଣ ପ୍ରସନ୍ନ ହୋଇଥାନ୍ତି ।

ଯଦି ଆପଣ ଗୁରୁବାର ଦିନ ଏକା ସହ ଲକ୍ଷ୍ମୀ ଓ ନାରାୟଣଙ୍କୁ ପୂଜା କଲେ ଆପଣଙ୍କ ଘରେ ଖୁସି ଦେଖା ଜାୟ । ଆପଣଙ୍କ ଘରେ ସୁଖ ଶାନ୍ତି ଦେଖା ଜାୟ । ଯଦି ପତି ଓ ପତ୍ନୀଙ୍କ ମଧ୍ୟ ରେ ଦୂରତା ବଢି ଯାଇଛି ତାହାଲେ ସବୁ କିଛି ସମାଧାନ ହୋଇଯିବ । ଓ ଆପଣଙ୍କ ଘରେ ଧନ ବୃଦ୍ଧି ହେବ । ତାହାଲେ ବନ୍ଧୁଗଣ ଜାଣିଲେ ତ ଗୁରୁବାର ଦିନ କେଉଁ କାର୍ଯ୍ୟ କଲେ ଆପଣଙ୍କର କ୍ଷତି ଘଟି ଥାୟ ।

Leave a Reply

Your email address will not be published. Required fields are marked *