ଏହି 4ଟି କାରଣ ପାଇଁ ହୋଇଥାଏ Sudden ହାର୍ଟ ଆଟାର୍କ, ଦେଖନ୍ତୁ ଆପଣଙ୍କର ହେଉନି ତ ଏମିତି କିଛି- Health Tips

ଆମେ ଜାଣିଛୁ କି ହାର୍ଟ ଆଟାକ କିମ୍ବା ହୃଦ ଘାତ ଖୁବ କଷ୍ଟ ଦାଯକ ହୋଇ ଥାଏ । ତେବେ କିଛି ଲୋକମାନେ ଏଭଳି ଅଛନ୍ତି । ଯେଉଁ ମାନେ କିଛି କରି ନଥିଲେ ମଧ୍ୟ ତାଙ୍କ ହୃଦ ଘାତ ହେବାର ସମ୍ଭାବନା ଅଛି । ଆମେ ଜାଣିଛୁ ଏହା କେବଳ ଅଧିକ ମୋଟା ଲୋକମାନଙ୍କ ପାଖେ ଅଧିକ ହୋଇ ଥାଏ ମାତ୍ର ଏହା ନୁହେଁ ।

ଆମେ ଏହାକୁ ପତଳା ଲୋକମାନ ଙ୍କ ପାଖରେ ମଧ୍ୟ ଦେଖି ପାରିବେ । ତେବେ ଆମେ ଯଦି ଏହାକୁ ଅଟକେଇବା ପାଇଁ ଚାହିଁବା କଣ କଣ କରିବା ଓ କଣ କଣ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବା ଆସନ୍ତୁ ଜାଣି ନେବା । ଦେଖନ୍ତୁ ଏହି ରୋଗ ମଣିଷର ଜୀବନ ମଧ୍ୟ ନେଇ ପାରେ । ତେବେ ଏହାକୁ ଅଟକେଇବା ପାଇଁ ଆମେ ଯାହା ଭି କରିବା ତାହା ଆମ ହାତରେ ଅଛି । ଏହା ପରେ ଯଦି ଏଭଳି କିଛି ହୋଇ ଥାଏ ତେବେ ଏହାକୁ ଆମେ ଦୁର୍ଘଟଣା ବୋଲି କହି ଥାଉ ।

ଆମେ ଜାଣିଛେ କି ପ୍ରତେକ ରୋଗ କୁ ଅଟକାଇବା ପାଇଁ ଆମେ ଯାହା ଭି କରି ପାରିବା ତାହା କେବଳ ଭଲ ପ୍ରୋଟିନ ଓ ଭିଟାମିନ ଯୁକ୍ତ ଖାଦ୍ଯ ଖାଇବା ଆବଶ୍ୟକ ତେଲ ଜାତୀୟ ବା ଫାଷ୍ଟଫୁଡ ଏଭଳି ଖାଦ୍ଯ ଖାଇବା ଖରାପ ଅଟେ । ଯଦି ଆମେ ଦେଖିବା ଏହା ଆମ ପାଇଁ ଖୁବ ସହଜ କି ଆମେ ବିଭନ୍ନ ପ୍ରକାର ଖାଦ୍ଯ ଖାଇବା । ଏହି ରୋଗ ହେବାର କିଛି ସମୟ ନ ଥାଏ । ଯଦି ଆପଣ କିଛି କାମ କରୁଥିବେ ସେବେ ଭି ଏହା ହୋଇ ପାରେ ।

ଏହା ପାଇଁ ଚିନ୍ତା କରିବା ଅନାବଶ୍ୟକ ଅଟେ । ଦେଖନ୍ତୁ ଆପଣ ଜାଣିଥିବେ ଏହା ହାର୍ଟ ରେ ଥିବା ବ୍ଲକେଜ ପାଇଁ ହୋଇ ଥାଏ । ଯେଉଁ ମାନଙ୍କ ଶରୀର ରେ ଥିବା ରକ୍ତ କୁ ଆମେ ଅଧିକ ମାତ୍ରା ରେ ଚର୍ବି ଏହି ଠାରେ ରହି ଯାଇ ଥାଏ । ଏହାକୁ ହାର୍ଟ ଆର୍ଟାକ କୁହା ଯାଏ । ଏହି ରୋଗ ହେବା ପାଇଁ ଡାକ୍ତର ମାନେ ଏହାକୁ ୪ ଭାଗରେ ବିଭକ୍ତ କରି ଥାନ୍ତି । ଆସନ୍ତୁ ପ୍ରଥମେ ଏହାକୁ ଜାଣିବା । ପ୍ରଥମ ଜିନିଷ ଟି ହେଉଛି ଅତ୍ୟଧିକ ଚିନ୍ତା ।

ଅତ୍ୟଧିକ ଚିନ୍ତା କରିବା ଦ୍ଵାରା ଆମକୁ ଏହି ରୋଗ ହୂୟ ଥାଏ । ଏହାର କାରଣ ହେଉଛି ଆମେ ଅଧିକା ଚିନ୍ତା କାଲେ ଆମ ଶରୀର ରେ ଥିବା ରକ୍ତ ର ପ୍ରବାହ ଖୁବ ଅଧିକ ଜୋରେ ହେବ ଏଭଳି ହେବା ଦ୍ଵାରା ଏହା ଫାରି ଯାଇ ରକ୍ତ ସବୁ ହାର୍ଟ ରେ ଅଟକି ଯାଇ ପାରେ । ଏହା ପରେ ନାମ ଆସେ ଅଧିକ ବ୍ୟାୟାମ କରିବା । ଯଦି ଆମେ ଗୋଟେ ଅଧିକ ରୁ ଅଧିକ ବ୍ୟାୟାମ କରିବା ଏହା ପାଇଁ ମଧ୍ୟ ଏହା ଖୁବ ଜଲ୍ଦି ନଷ୍ଟ ହୋଇ ଯାଏ ।

ଏହା ପରେ ଖରାପ ଖାଇବାର ପାଳି । ଖରାବ ଖାଇବା ର ଅର୍ଥ ହେଉଛି ଅଧିକ ତେଲ ମସଲା ଯୁକ୍ତ ଖାଦ୍ଯ ଖାଇବା । ଏହା ପୁଣି ରାତିରେ ତେବେ ଏହି ବେମାରି ହେବାର ସମ୍ଭାବନା ଅଛି । ଏହା ପରେ ନାମ ଆସ ଅଧିକ ଥଣ୍ଡାର ଯଦି ଅଧିକ ଥଣ୍ଡା ଅନୁଭବ ହେଉଛି ତେବେ ଆପଣ ବାହାରକୁ ଯିବା ଅନୁଚିତ ଅଟେ । ଯଦି ଆପଣ ଯାଉଛନ୍ତି ତେବେ ସାଙ୍ଗରେ କିଛି ଥଣ୍ଡା ବସ୍ତ୍ର ନେଇକି ଯାନ୍ତୁ । ଆପଣ ଏହି ଜିନିଷ ଗୁଡିକ ଦେଖିକି ମାନି ସମ୍ଭାଳି ନେବେ ନିଜକୁ ତେବେ ଆପଣଙ୍କୁ ଏହି ରୋଗ ହେବାର ଚାନ୍ସ ଖୁବ କମ ହୋଇ ଜୀବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *