ସ୍ତ୍ରୀ ର ଏହି ୩ ଟି ଅଭ୍ଯାସ ସ୍ଵାମିକୁ କରିଥାଏ କୋଟିପତି- Ajira Anuchinta

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆମେ ସ୍ତ୍ରୀ ର ସେହି ତିନୋଟି ଗୁଣ ବିଷୟରେ ଜାଣିବା ଯାହା କି ତାଙ୍କ ସ୍ୱାମୀ କୁ କୋଟିପତି କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜଣାଇବୁ ଯାହା ଆପଣ ଙ୍କ ଭାଗ୍ୟ କୁ ସମ୍ପୁର୍ଣ୍ଣ ରୂପରେ ବଦଳାଇ ଦେଵ ।

ତେବେ ବାହାଘର ପରେ ସ୍ବାମୀ ର ଭାଗ୍ୟ ସ୍ତ୍ରୀ ସହିତ ମିଶି ଯାଇଥାଏ । ବହୁତ ଲୋକ ଏହାକୁ ମାନି ଥାନ୍ତି । ଏବଂ ବହୁତ ଲୋକ ଏହା ଜାଣି ମଧ୍ୟ ମାନି ନ ଥାନ୍ତି । ଯାହାଫଳରେ କି ତାଙ୍କୁ ବହୁତ ଦୁଃଖ ଭୋଗିବାକୁ ପଡ଼ିଥାଏ । ବିବାହ ପରେ ଗୋଟେ ସ୍ତ୍ରୀ ର ଭାଗ୍ୟ ତାର ସ୍ୱାମୀ ଭାଗ୍ୟ ସହିତ ଯୋଡି ହୋଇ ଯାଇଥାଏ ।

ତେଣୁ ସ୍ତ୍ରୀ ଯାହା ବି କରିଥାଏ ତାହା ତାର ସ୍ୱାମୀ କୁ ଭୋଗିବାକୁ ପଡ଼ିଥାଏ । ତେଣୁ ଏହି କିଛି ଖରାପ କାମ ଯଦି ସ୍ତ୍ରୀ ମାନେ କରିବା ବନ୍ଦ କରିଦେବେ ତେବେ ତାଙ୍କ ସ୍ୱାମୀ ମାନଙ୍କ ଭାଗ୍ୟ ରେ ବହୁତ ପରିବର୍ତ୍ତନ ହୋଇଥାଏ । ସ୍ୱାମୀମାନେ ତାଙ୍କ ଜୀବନରେ ବହୁତ ଉନ୍ନତି କରିବା ସହ ଧନୀ ହେବାର ସୁଯୋଗ ମଧ୍ୟ ପାଇ ଯାଇଥାନ୍ତି । ତେବେ ଆପଣ ସେହି ଭଲ ଗୁଣ କୁ ନିଶ୍ଚିତ ଭାବରେ ଜାଣନ୍ତୁ । ଯାହାଦ୍ୱାରା ସ୍ୱାମୀ ର ଭାଗ୍ୟ ବହୁତ ଭଲ ହୋଇ ଯାଇଥାଏ ।

ଯେଉଁ ସ୍ତ୍ରୀ ମାନେ ସୂର୍ଯ୍ୟ ଉଦୟ ହେବା ଆଗରୁ ଶଯ୍ୟା ତ୍ୟାଗ କରେ । ଶଯ୍ୟା ତ୍ୟାଗ କରି ସାରିବା ପରେ ଯିଏ ସ୍ୱାମୀର ସେବା ଏବଂ ଯତ୍ନ କରେ ସେପରି ସ୍ତ୍ରୀ ଲକ୍ଷ୍ମୀମନ୍ତ ହୋଇଥାନ୍ତି । ଏହାଦ୍ବାରା ତାଙ୍କ ସ୍ୱାମୀ ମାନଙ୍କ ର ବହୁତ ଉନ୍ନତି ଏବଂ ଶୁଭ ଫଳ ପ୍ରଦାନ ହୋଇଥାଏ । ଏବଂ ତାଙ୍କ ପାଖରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । କେବେବି ରାଗିବା ନାହିଁ । ଆଜିକାଲି ର ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କ ଉପରେ ରାଗି କଥା ହୋଇ ନ ଥାନ୍ତି ।

ଛୋଟ ଛୋଟ କଥାରେ ନିଜ ସ୍ୱାମୀ ମାନଙ୍କ ସହ ଝ-ଗ-ଡ଼ା କରିଥାନ୍ତି । ଝ-ଗ-ଡ଼ା କରି ଘର ମଧ୍ୟ ଛାଡ଼ି ଚାଲି ଯାଇଥାନ୍ତି । ଯେଉଁ ସ୍ତ୍ରୀ ମାନେ କେବେ ଝ-ଗ-ଡ଼ା କରନ୍ତି ନାହିଁ , ସ୍ୱାମୀ ମାନଙ୍କ ଉପରେ ରାଗ ଅଭିମାନ ରଖିନଥାନ୍ତି ଏବଂ ସବୁବେଳେ ଶାନ୍ତ ସରଳ ରହିଥାନ୍ତି ସେହି ସ୍ତ୍ରୀ ମାନେ ସ୍ୱାମୀର ବହୁତ ମଙ୍ଗଳ କରିଥାନ୍ତି ଏବଂ ସ୍ୱାମୀ ର ଭାଗ୍ୟ କୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେଇଥାନ୍ତି । ଆୟ ଦେଖି ବ୍ୟୟ କରିବା । ଆଜିକାଲି ର ସ୍ତ୍ରୀ ମାନଙ୍କୁ କିଛି ନା କିଛି ଜିନିଷ ର ଦରକାର ହୋଇଥାଏ ଏବଂ ଯେ ପର୍ଯ୍ୟନ୍ତ ସେମାନେ ସେ ଜିନିଷ କୁ ହାସଲ କରି ନାହାନ୍ତି ସେମାନେ ତାଙ୍କ ସ୍ୱାମୀ ମାନଙ୍କ ବଞ୍ଚିବା ଟା ମୁସ୍କିଲ କରି ଦେଇଥାନ୍ତି ।

କିନ୍ତୁ ଏମିତି କିଛି ନାରୀ ଅଛନ୍ତି ଯେଉଁମାନେ କି ନିଜର ଇଚ୍ଛା କୁ ମା-ରି ରହି ଯାଇଥାନ୍ତି । ସେମାନେ ତାଙ୍କ ସ୍ୱାମୀ ଙ୍କର ଆୟ ଅନୁସାରେ ବ୍ୟୟ କରିଥାନ୍ତି ଏବଂ ଏମିତି କରୁଥିବା ସ୍ତ୍ରୀ ମାନଙ୍କ ପାଖରେ ମାତା ଲକ୍ଷ୍ମୀ ରହିଥାନ୍ତି । ଏମିତି ସ୍ତ୍ରୀ ମାନେ ତାଙ୍କ ସ୍ୱାମୀ ମାନଙ୍କ ର ବହୁତ ଉନ୍ନତି କରିଥାନ୍ତି । ତେଣୁ ସବୁ ସ୍ତ୍ରୀ ମାନେ ସବୁବେଳେ ତାଙ୍କ ସ୍ୱାମୀ ଙ୍କର ଉନ୍ନତି ଏବଂ ସଫଳତା ଉପରେ ଧ୍ୟାନ ଦେବା ଉଚିତ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *